Movie prime

ସ୍ତ୍ରୀ ପାଇଁ ନାକଫୁଲ କିଣି ଦବାକୁ ସ୍ଵାମୀ କାନ୍ଧରେ ବୋହୁଛି ଏତିକି ଇଟା ଦେଖନ୍ତୁ ଏହି Viral ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
Special Report
ମଣିଷ ଜୀବନରେ ଥରେ ଦୁଃଖ ଆଉ ଥରେ ସୁଖ ଆସିଥାଏ। ଏହି ମହୋମାୟା ସଂସାର ଭିତରେ ସମୟ କେତେବେଳେ କେଉଁ ମୋଡ଼ ନେଇଥାଏ ତାହା କହି ହେବନାହିଁ। 
ଜଣେ ମଣିଷ ନିଜର ପରିବାରକୁ ସୁଖରେ ରଖିବା ପାଇଁ ଅନେକ ସ୍ବପ୍ନ ଦେଖିଥାଏ। ଆଉ ତାକୁ ପ୍ରାଣପଣେ ମଧ୍ୟ ଚେଷ୍ଟା କରେ ପୁରାଣ କରିବା ପାଇଁ। ଦିନ ରାତି ଖରାରେ ପଡ଼ି କଠିନ ପରିଶ୍ରମ କରିଥାଏ ନିଜର ପରିବାରକୁ ଖୁସିରେ ରଖିବା ପାଇଁ।
Special Report
ଏବଂ ପରିବାରର ଖୁସି ପାଇଁ ଚାଲି ଯାନ୍ତି ବାହାର ରାଜ୍ୟକୁ କାମ କରିବା ପାଇଁ। ଶେଷରେ ପରିବାର ର ଖୁସି ପାଇଁ ହେଇଯାଆନ୍ତି ଜଣେ ଜଣେ ଶ୍ରମିକ। 
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓ ରେ ଦେଖିବାକୁ ମିଳୁଛି ଯେ ଜଣେ ଶ୍ରମିକ ଇଟା ସଜାଡୁଛନ୍ତି ବୋହି ନେବାକୁ। ସାଧାରଣତଃ ଜଣେ ମଣିଷ ଛଅଟା କିମ୍ବା ଆଠଟା ଇଟା ନେଇପାରିବ।
Special Report
ହେଲେ ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଜଣେ ଶ୍ରମିକ ପାହାଡ ଭଳି ଗୋଟେ ପରେ ଗୋଟେ ଇଟା ସବୁ ରଖି ଦଉଡ଼ି ରେ ବାନ୍ଧୁଛି। ଆଉ ସେହି ଇଟାକୁ ନିଜ ପିଠିରେ ରଖି ସିଡ଼ିରେ ଚଢି ଚଢ଼ି ଯାଉଛି। 
ଆଉ ଘଟଣାଟି ହେଉଛି ଯେ ନାକଫୁଲ ନ ନେଲେ ସ୍ତ୍ରୀ ଘରେ ପୂରେଇବନି ବୋଲି ଇଟା ବୋହୁଛନ୍ତି ଶ୍ରମିକ ଜଣକ। ପରିବାରର ବୋଝ ଏତେ ବଡ ଯେ ଆଜି ସେହି ଶ୍ରମିକ ଜଣକ ହାତରେ ଛଅ ଟି ଇଟା ନେବା ବଦଳରେ ବତିସ୍ ଟି ଇଟା ନେଉଛି।
ଆଉ ସେହି ଶ୍ରମିକ ଜଣକୁ ଯେତେ କଷ୍ଟ ହେଲେ ମଧ୍ୟ କାହାକୁ କିଛି କହିପାରୁ ନାହିଁ। ଜଣେ ଶ୍ରମିକ କେବଳ ଏଥିପାଇଁ କଷ୍ଟ କରୁଛି କେବଳ ତା ପରିବାକୁ ଖୁସିରେ ରଖିବା ପାଇଁ।