Movie prime

ସ୍ତ୍ରୀ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ଵାମୀ ଦେଖନ୍ତୁ ହଠାତ୍ କଣ ହେଲା ଯେ କରିଦେଲେ ଏଭଳି କାଣ୍ଡ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଘଟଣା ସଂପର୍କରେ ଯିଏ ବି ଜାଣୁଛି ସେ ମନରେ ଅନେକ କଥା ଭାବୁଛି । ଲୋକମାନେ ଏଭଳି କାମ କିପରି କରିପାରନ୍ତି । ସତରେ ଏହି ଘଟଣା ସମ୍ପର୍କରେ ଆପଣ ବି ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏହି ଘଟଣା ହେଉଛି ଜଣେ ଯୁବକ ତାର ସ୍ତ୍ରୀକୁ ହ-ତ୍ୟା କରିଛି । 
ଏହି ଯୁବକ ଜଣକ ତାର ସ୍ତ୍ରୀକୁ ଏଭଳି ମାରିଛି ଯାହା ସତରେ ବହୁତ ଭୟଙ୍କର ଅଟେ । ଏହି ଯୁବକ ଜଣକ ତାର ସ୍ତ୍ରୀର ମୁଣ୍ଡରୁ ଶରୀର ଅଲଗା କରି ଦେଇଛି । ଏହି ଯୁବକ ଜଣକ ଟାଙ୍ଗିଆରେ ନିଜ ସ୍ତ୍ରୀକୁ ମାରି ତାର କଟା ମୁଣ୍ଡ ମୁଣିରେ ବାନ୍ଧି ଥାନାକୁ ଯାଇଛି ।
Special Report
ଆଉ ସେ ଯେଉଁ ରାସ୍ତା ଦେଇ ଯାଇଛି ସେହି ରାସ୍ତାରେ ରକ୍ତ ପଡ଼ି ପଡ଼ି ଯାଇଛି । ସେହି ଯୁବକ ଜଣକ ଥାନାରେ ସ୍ତ୍ରୀର କଟା ମୁଣ୍ଡ ଆଉ ଟାଙ୍ଗିଆ ଧରି ପହଞ୍ଚିଛି । ଏହିଭଳି ବିଭତ୍ସ କାଣ୍ଡ ଘଟିଛି ନୟାଗଡ଼ ଜିଲ୍ଲାରେ ।
ନୟାଗଡ଼ ଜିଲ୍ଲାର ବାଣୀଗୋଛା ଅଞ୍ଚଳରେ ଏହି ଘଟଣା ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ ସ୍ଥାନୀୟ ଲୋକମାନେ ଏଭଳି ଘଟଣା ଦେଖି ଭୟଭୀତ ହୋଇ ଯାଇଛନ୍ତି ।
ସ୍ତ୍ରୀର ପରକୀୟା ପ୍ରୀତି ଥିବାରୁ ସ୍ବାମୀ ଜଣକ ସ୍ତ୍ରୀକୁ ହ-ତ୍ୟା କରି ମୁଣ୍ଡ ଶରୀର ଠାରୁ ଅଲଗା କରିଦେଇଛି । ଆଉ ଥାନାରେ ସ୍ତ୍ରୀର ମୁଣ୍ଡ ଧରି ପହଞ୍ଚି ଏଭଳି ଆତ୍ମ ସମର୍ପଣ କରିଛି ଏହି ଯୁବକ ଜଣକ । ସତରେ ଏହି ଘଟଣା ବହୁତ ଭୟଙ୍କର ଅଟେ ।
Special Report
ଏହି ଯୁବକ ଜଣକ କହିଛନ୍ତି କି ସେ ତାଙ୍କ ସ୍ତ୍ରୀକୁ ଭଲ ପାଉ ନଥିଲେ । ଆଉ ସେଥିପାଇଁ ସେ ଏଭଳି କରିଛନ୍ତି । ଏହି ଯୁବକ ଜଣକ ଅନେକ ପ୍ରକାରର କଥା କହିଛନ୍ତି । ବିଡପାଲ ଗାଁର ଅର୍ଜୁନ ବାଘ ନିଜ ସ୍ତ୍ରୀକୁ ହ-ତ୍ୟା କରି ସ୍ତ୍ରୀର କଟା ମୁଣ୍ଡକୁ ବ୍ୟାଗରେ ଆଣି ଥାନାକୁ ଯାଇ ଆତ୍ମ ସମର୍ପଣ କରିଛନ୍ତି ।
ସ୍ତ୍ରୀର ପରକୀୟା ପ୍ରୀତି ଥିବାରୁ ସିଏଜି ଜଣକ ଅନେକ ବାରଣ କରିଥିଲେ କିନ୍ତୁ ସ୍ତ୍ରୀ ଜଣକ ମାନି ନଥିବାରୁ ସ୍ବାମୀ ଜଣକ କହିଛନ୍ତି ଏଭଳି କାମ କରିଥିଲେ । ଏହି ଯୁବକ ଜଣକ ଏତେ ନୃଶଂସ ଆଉ ନର ରାକ୍ଷସ କେମିତି ପାଲଟି ଗଲେ ।