Movie prime

ମୁଁ ଜାଣୁଥିଲି ଭାଉଜ ହେବ , ଏସବୁ କରିବା ଖରାପ , ହେଲେ ବି ମୋ ମନ ମାନିଲାନି, ତୋ ସ୍ତ୍ରୀ ମତେ ସମ୍ପର୍କ ପାଇଁ ବାଧ୍ୟ କଲା ମୁ କଣ କରିଥାନ୍ତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି। ଦିନକୁ ଦିନ ଆମ ସମାଜ ଏତେ ମାତ୍ରାରେ କଳୁଷିତ ହେବାରେ ଲାଗିଲାଣି କି ଲୋକ ମାନେ ତାଙ୍କର ସମସ୍ତ ସୀମା ଭୂଲି ଯାଉଛନ୍ତି।
ଆଜି କାଲି ପ୍ରେମ ପ୍ରତାରଣା ଓ ଧୋକା ଏହା ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ବିବାହିତ ହୋଇ ମଧ୍ଯ ପୁରୁଷ ଏବଂ ମହିଳା ମାନେ ଅନ୍ୟ କାହା ସହ ଖୁବ ସହଜରେ ସମ୍ପର୍କ ରଖୁଛନ୍ତି।
ଆମେ ଏବେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ଜଣେ ସ୍ଵାମୀ ଏନେଇ ଅଭିଯୋଗ କରିଛନ୍ତି ତାଙ୍କ ସ୍ଵାମୀ ଙ୍କ ଏହା ଅଭିଯୋଗ କି ତାଙ୍କ ସ୍ତ୍ରୀ ଅନ୍ୟ ଏକ ପୁରୁଷ ସହ ସମ୍ପର୍କ ରଖିଛନ୍ତି।
ସ୍ଵାମୀ ଜଣକ ଏହା କହିଛନ୍ତି କି ସେହି ଅନ୍ୟ ଏକ ପୁରୁଷ ଆଉ କେହି ନୁହେଁ ବରଂ ସେ ହେଉଛନ୍ତି ତାଙ୍କର ସାଙ୍ଗ। ସ୍ଵାମୀ ଜଣକ ନିଜ ଆଖିରେ ତାଙ୍କ ସ୍ତ୍ରୀ ଙ୍କ ତାଙ୍କ ସାଙ୍ଗ ସହ ସମ୍ପର୍କ ଥିବାର ଦେଖିଛନ୍ତି।
ଏବେ ସେହି ସ୍ଵାମୀ ଓ ସ୍ତ୍ରୀ ଙ୍କ ଅଡିଓ କଲ୍ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସ୍ଵାମୀ ଜଣକ ତାଙ୍କ ସ୍ତ୍ରୀ ଙ୍କୁ ଅନ୍ୟ ଏକ ପୁରୁଷ ସହ ସମ୍ପର୍କ ରଖିବା ସମ୍ପର୍କ ରେ ପ୍ରଶ୍ନ କରୁଛନ୍ତି।
ସେ ତାଙ୍କ ସାଙ୍ଗ ଙ୍କୁ ପ୍ରଶ୍ନ କରିଛନ୍ତି କି ଯେତେବେଳେ ତାଙ୍କ ସାଙ୍ଗ ,ତାଙ୍କ ସ୍ତ୍ରୀ ସହ ସମ୍ପର୍କ ରଖିଥିଲେ ସେତେବେଳେ ତ ହଠାତ୍ ତା ସହ ସମ୍ପର୍କ ରଖି ନଥିବେ ତାହା ପୂର୍ବରୁ ସେ ନିଶ୍ଚିତ ଭାବରେ କଥାବାର୍ତ୍ତା ହୋଇଥିବେ ସେତେବେଳେ ତାଙ୍କ ସାଙ୍ଗ ତାଙ୍କୁ ଏସବୁ କଥା କହିନଥିଲେ କଣ ପାଇଁ?
ତାଙ୍କ ସାଙ୍ଗ ଏହାର ପ୍ରତିକ୍ରିୟା ଦେଇ କେବଳ Sorry କହିଥିଲେ। ସ୍ଵାମୀ ଜଣକ ଏଭଳି ଅନେକ କଥା ତାଙ୍କ ସାଙ୍ଗ କୁ ପ୍ରଶ୍ନ କରିଛନ୍ତି। ଯାହାର ଉତ୍ତର ଦେବା ପାଇଁ ମଧ୍ଯ ତାଙ୍କ ସାଙ୍ଗ ଜଣକ ସକ୍ଷମ ନୁହଁନ୍ତି।
ଏବେ ସୋସିଆଲ ମିଡ଼ିଆରେ ଏହି ଦୁଇ ସାଙ୍ଗ ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଖୁବ ଭାଇରାଲ୍ ହେବାରେ ଲାଗୁଛି। ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.