Movie prime

ଆଜି ସନ୍ଧ୍ୟା ବେଳେ ଆସିଯିବ ପ୍ରବଳ ଘୁର୍ଣ୍ଣିଝଡ..ଘଣ୍ଟା କୁ ବୋହିପାରେ ୭୦ ରୁ ୫୦ କିମି ବେଗରେ ରେ ପବନ

 
Hj
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର ଅନେକ ସ୍ଥାନ ରେ ବିଜୁଳି ଘଡଘଡି ହୋଇ ଥିଲା।ଏଥିରେ ସବୁଠାରୁ ଅଧିକ ବର୍ଷା ଢେଙ୍କାନାଳ ଜିଲ୍ଲା ର ଭୁବନ ରେ ହୋଇ ଥିଲା।
ଆପଣ ମାନେ ଜାଣି ଥିବେ ଗତ କିଛି ଦିନ ହେବ ରାଜ୍ୟ ରେ ପ୍ରବଳ ମାତ୍ରା ରେ ଖରା ହେଉଚି।ଏଥିରେ ରାଜ୍ୟ ର ଲୋକ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଏବେ ବର୍ଷା ହୋଇ ଥିବାରୁ ସମସ୍ତଙ୍କୁ ଟିକେ ଆଶ୍ୱସ୍ତି ମିଳିଛି।
Gh
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ର ବିଭିନ୍ନ ସ୍ଥାନ ରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।ଏ ନେଇ ଆଜି ଓଡ଼ିଶା ର ପାଣିପାଗ ବିଭାଗ ସୂଚନା ଦେଇଛି।ସାଧାରଣତଃ ଦକ୍ଷିଣ ଓଡ଼ିଶା ରେ ଆଜି ଠାରୁ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଢେଙ୍କାନାଳ ଜିଲ୍ଲାର ଭୁବନ ଠାରେ ସର୍ବାଧିକ ବର୍ଷା ହେବାର ରେକର୍ଡ କରା ଯାଇଛି।ଆପଣ ମାନେ ସମସ୍ତେ ଜାଣି ଥିଲେ ମାଲକାନଗିରି ରେ ଗତ କିଛି ଦିନ ହେବ ତାପମାତ୍ରା ୪୧ ଡିଗ୍ରୀ ରହୁଚି।ତେବେ ଏହି କାଳ ବୈଶାଖୀ ପ୍ରଭାବ ରେ ତାପମାତ୍ରା କମି ଯିବାର ସୂଚନା ରହିଛି।
ପାଣିପାଗ ବିଭାଗ ର ସୂଚନା ଅନୁସାରେ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ର କିଛି କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଘଡଘଡି ସହ ବିଜୁଳୀ ମାରିବାର ସମ୍ଭାବନା ରହିଛି।ସେଥିପାଇଁ ଆପଣ ମାନେ ସମସ୍ତେ ସତର୍କ ରହିବା ଆବଶ୍ୟକ।
Gh
ବର୍ଷା ସମୟ ରେ ବାହାରକୁ ବାହରନ୍ତୁ ନାହିଁ।ଦକ୍ଷିଣ ଓଡ଼ିଶା ରେ ମାଲକାନଗିରି ଓ କୋରାପୁଟ କୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନ ରେ ବର୍ଷା ହେବାର ସତର୍କ ସୂଚନା ଦିଆଯାଇଛି।ତେଣୁ ଏ ନେଇ ଆପଣ ମାନେ ସତର୍କ ରୁହନ୍ତୁ।
ସେହିପରି ଭାବେ ଉତ୍ତରଓଡ଼ିଶା ର ବାଲେଶ୍ବର, ଭଦ୍ରକ,କେନ୍ଦୁଝର,ଯାଜପୁର,ଜଗତସିଂହପୁର ରେ ମଧ୍ୟ ବର୍ଷା ହୋଇ ପାରେ ବୋଲି କୁହା ଯାଉଚି।
ଆଗାମୀ ୨୪ ଘଣ୍ଟା ପରେ ତାପମାତ୍ରା ସାମାନ୍ୟ ୨ ରୁ ୩ ଡିଗ୍ରୀ ବଢି ଯିବ।ତେବେ ରାଜ୍ୟ କାଳବୈଶାଖୀ ର ପ୍ରଭାବ ଯୋଗୁଁ ଏପରି ହୋଇ ପାରେ ବୋଲି କୁହା ଯାଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.