Movie prime

ପୁରୀରେ ଘଟିଲା ଏମିତି ରହସ୍ୟମୟ ଘଟଣା ଦେଖନ୍ତୁ ମୁକୁଳା ଡ୍ରେନ ଭିତରୁ ବାହାରୁଛି କଣ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ବିଷୟରେ ଜାଣିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଏହି ଭିଡିଓରେ ଏଭଳି କିଛି ଦେଖିବେ ଯାହା ଯିଏ ବି ଶୁଣିବ ମନରେ ଅନେକ କଥା ଭାବିବ । ଡ୍ରେନ ହୋଇଥାଏ ଅଳିଆ ଆବର୍ଜନା ପାଣି ଯିବା ପାଇଁ କିନ୍ତୁ ଡ୍ରେନରେ ଆପଣମାନେ ଏଭଳି କିଛି ଦେଖିବେ ।
Yh
ସକାଳୁ ସକାଳୁ ଲୋକମାନେ ଆଖି ଖୋଲି ଦେଖିଥିଲେ ଏଭଳି କିଛି । ଆଉ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ପୁରୀର ଏକ ସ୍ଥାନରେ ଥିବା ଡ୍ରେନରେ ଭାସୁଛି ଅଜଣା ବ୍ୟକ୍ତିର ମୃ-ତଦେହ । ଯାହାକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହେବା ସହ ବଡ ପାଟି କରିଥିଲେ ।
ପୋଲିସ ମଧ୍ୟ ଏହି ଘଟଣା ବିଷୟରେ ଶୁଣିବା ପରେ ଘଟଣା ସ୍ଥଳରେ ପହଞ୍ଚିଛି । ସେପଟେ ଏହି ଘଟଣାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏବେ ଏହି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
Hh
ଏବେ ପ୍ରଶ୍ନ ଆସୁଛି କି କିଏ ଏହି ବ୍ୟକ୍ତି ଆଉ ଏହାଙ୍କ ନାଁ କଣ ଆଉ ଏହି ବ୍ୟକ୍ତି ଜଣକ ଏହି ଡ୍ରେନ ଭିତରକୁ ଆସିଲେ କେମିତି ? ଏଭଳି ଅନେକ ପ୍ରଶ୍ନ ଏବେ ସ୍ଥାନୀୟ ଲୋକଙ୍କ ମନରେ ଆସୁଛି । ପୁଣି ମୁକୁଳା ଡ୍ରେନ ନେଇଛି ଜୀବନ ।
ମୁକୁଳା ଡ୍ରେନରେ ପଡ଼ି ଜଣେ ବ୍ୟକ୍ତି ସବୁଦିନ ପାଇଁ ଆଖି ବୁଜି ଦେଇଛି । ଡିଆଇଜି କଲୋନୀ ସାମ୍ନା ଆଜି ସକାଳେ ଖୋଲା ଡ୍ରେନରେ ଏହି ବ୍ୟକ୍ତି ଜଣଙ୍କର ଜୀବନ ଚାଲି ଯାଇଛି । ଦମକଳ ବିଭାଗର କର୍ମଚାରୀମାନେ ଏହି ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରିଛି। 
ସୂଚନା ଅନୁସାରେ, ପୁରୀ ସମୁଦ୍ରକୂଳ ଥାନା ଅଧୀନ ପେଠକଟା ଡ଼ିଆଇଜି କଲୋନୀ ସ୍ଥିତ ଡ୍ରେନରେ ଜଣେ ଅଜଣା ବ୍ୟକ୍ତିର ମର ଶରୀର ଦେଖିବାକୁ ମିଳିଛି । ମୃତଦେହକୁ ଦେଖିବା ପରେ ଖବର ଦିଆଯାଇଥିଲା ପୋଲିସଙ୍କୁ ଆଉ ସେଠାରେ ଦମକଳ ବାହିନୀ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ।
ଏବେ ଏହି ବ୍ୟକ୍ତି ଜଣଙ୍କର ପରିଚୟ ଖୋଜା ଚାଲିଛି । ଏହି ବ୍ୟକ୍ତି ଜଣଙ୍କର ପରିଚୟ ଏଯାଏଁ ମିଳି ପାରି ନାହିଁ । ଏବେ ଏହି ବ୍ୟକ୍ତି ଜଣଙ୍କର ପରିଚୟ ମିଳିବା ପାଇଁ ତଦନ୍ତ ଚାଲିଛି ।