Movie prime

ସୁଡ଼ଙ୍ଗ ଭିତରେ ଚାଲିଥିଲା ଧୁମ୍ ଦେହ ବେପାର, ବାହାରିଲେ ମାଳ ମାଳ ଯୁବତୀ

 
Special Report
ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର। ଟାଇଲ ଭିତରୁ ବାହାରିଲେ ମାଳ ମାଳ ଝିଅ।ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।ଆପଣ ମାନେ ସେହି ଭିଡିଓ ରେ ଦେଖି ଥିବେ କି ଗୋଟିଏ ଟାଇଲ ଭିତରୁ ବାହାରୁଛନ୍ତି ଝିଅ ମାନେ।
Special Report
ସେମାନେ ସବୁ ହେଉଛନ୍ତି ଗୋଟିଏ ନାଚ ବାର ର ଝିଅ ମାନେ।ରାତି ଅଧ ରେ ବିନା ଅନୁମତି ରେ ସେମାନେ ନାଚୁ ଥିଲେ।ଟୋକା ଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥିଲେ।ପୋଲିସ ଆଖି ରେ ଧୂଳି ଦେବା ପାଇଁ ସେମାନେ ଗୋଟିଏ ଘର ର ଟାଇଲ ତଳେ ଗୋଟିଏ ଅଣ୍ଡର ଗ୍ରାଉଣ୍ଡ ରୁମ୍ କରିଥିଲେ।
ସେଠାରେ କିଛି ଝିଅ ମାନେ ରହୁଥିଲେ।ସନ୍ଧ୍ୟା ହେଲେ ସେଠାରେ ପୁଅ ମାନଙ୍କ ର ଭିଡ ଜମି ଥାଏ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆମ ମାୟା ନଗରୀ ମୁମ୍ବାଇ ସହର ରେ।ସେଠାରେ ଜଣେ ଜଣେ କରି ପ୍ରାୟ ପଚାଶ ଟି ଝିଅ ଟାଇଲ ତଳେ ଥିବା ଅଣ୍ଡର ଗ୍ରାଉଣ୍ଡ ରୁମ୍ ରୁ ବାହାରକୁ ଆସୁଛନ୍ତି।
ଯାହାକୁ ଦେଖି କିଛି ଲୋକ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।ଏହି ଦୃଶ୍ୟ ଟି ଆମ ରାଜଧାନୀ ର ନୁହେଁ।ପୋଲିସ ଗତ କାଲି ରାତି ରେ ଏହି ବାର ରେ ରେଡ କରିଥିଲା।ସମସ୍ତ ଝିଅ ଙ୍କୁ ନେଇ ହାଜତ ରେ ଭର୍ତି କରି ଥିଲା।ଏବେ ଏହାକୁ ନେଇ ଅନ୍ୟ ବାର ରେ ନାଚୁ ଥିବା ଝିଅ ମାନେ ଭୟବୀତ ଅଛନ୍ତି।
Special Report
ସୂଚନା ଅନୁସାରେ ଏବେ ଆମ ରାଜଧାନୀ ରେ ଏଭଳି କାମ କରିବା ପାଇଁ ଅନୁମତି ଦିଆ ଯାଇଛି।ମହିଳା ମାନେ ବାର ରେ ରାତି ବାର ଟା ପର୍ଯ୍ୟନ୍ତ ନାଚି ପାରିବେ।ହେଲେ ତାଙ୍କୁ ପୋଲିସ କମିଶନର ଙ୍କ କିଛି ଗାଇଡ ଲାଇନ ମାନିବାକୁ ପଡ଼ିବ।
ଏହି କିଛି ଦିନ ତଳେ ଅବକାରୀ ବିଭାଗ ଏ ନେଇ ଏକ ନୂଆ ଗାଇଡ ଲାଇନ ତିଆରି କରିଚି।ଏଠାରେ ଭୁବନେଶ୍ୱର ର ବାର ଗୁଡ଼ିକ ରାତି ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ।ସେଠାରେ ରାତି ରେ କାମ କରି ପାରିବେ ଝିଅ ମାନେ।ତାଙ୍କ ଉପରେ କୌଣସି କଟକଣା ଲାଗୁ କରା ଯିବ ନାହିଁ।
ଏହା ପରେ ଏଭଳି ବାର ମାଲିକ ମାନେ ବହୁତ ଖୁସି ହୋଇ ଯାଇଛନ୍ତି।ଏହା ସହିତ କିଛି ବାର ରେ ନାଚୁ ଥିବାର ଝିଅ ମାନେ ବହୁତ ଖୁସି ହୋଇ ଯାଇଛନ୍ତି।ଏବେ ପୋଲିସ ମାନେ ଚାହିଁଲେ ବି ସେମାନଙ୍କର କୌଣସି ପ୍ରକାର କ୍ଷତି ପହଞ୍ଚାଇ ପାରିବ ନାହିଁ।
କିନ୍ତୁ ମୁମ୍ବାଇ ରେ ଏକ ଅଜବ ପ୍ରକାର ଦୃଶ୍ୟ ଦେଖା ଯାଇଛି।ମହିଳା ମାନେ ଟାଇଲ ଭିତରେ ଗୋଟି ଗୋଟି କରି ବାହାରକୁ ବାହାରୁ ଛନ୍ତି।ପୋଲିସ ସେମାନଙ୍କୁ ଗିରଫ କରି ଥାନା ରେ ପୁରାଇ ଦେଇଛନ୍ତି।ଯେ କେହି ଏହି ଭିଡିଓ କୁ ଏବେ ଦେଖୁଚି ଆଶ୍ଚର୍ଯ୍ୟ ହୋଇ ଯାଉଛି।