Movie prime

ସୁନ୍ଦର ପୁଅ ଦେଖି ଉଠେଇ ନେଇଗଲେ ମହିଳା ଗ୍ୟାଙ୍ଗ।୧୨ ଜଣ ମହିଳା ଙ୍କୁ ଗିରଫ କଳା ପୋଲିସ..

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ମାଟ୍ରି ମନି ସାଇଟ୍ ରେ ମହିଳା ଙ୍କୁ ମିଳିଚି ଧୋକା।ଜଣେ ବ୍ୟକ୍ତି।ଅନ୍ୟ ଜଣକ ଫଟୋ କୁ ନେଇ ସେଠାରେ ଆକାଉଣ୍ଟ ଖୋଲି ଥିଲେ।ଏହା ପରେ ଯୁବତୀ ତୃଷା ସେହି ବ୍ୟକ୍ତି ଙ୍କ ଫଟୋ କୁ ଦେଖି ତାଙ୍କ ପ୍ରେମ ରେ ପଡ଼ି ଯାଇ ଥିଲେ।
Special report
ତାଙ୍କ ସହିତ ସେ ମୋବାଇଲ ରେ ଚ୍ୟାଟିଙ୍ଗ କରୁ ଥିଲେ।ହେଲେ ପରେ ଜାଣିବାକୁ ପାଇ ଥିଲେ ସେହି ଯୁବକ ଜଣକ ଅସଲ ଆକାଉଣ୍ଟ ହୋଲଡର ନ ଥିଲେ।ପ୍ରଣବ ନାମକ ଜଣେ ବ୍ୟକ୍ତି ଙ୍କ ଫଟୋ ଲଗାଇ ଥିଲେ ଯୁବକ।
ବିବାହ କରିବା ପାଇଁ ମହିଳା ଜଣକ କିଡନାପ କରି ଥିଲେ ଯୁବକ ଜଣ କୁ।ସେହି ଯୁବକ ଜଣକ ହେଉଛନ୍ତି ଜଣେ ଟିଭି ଆଙ୍କର।ବାସ ଏହି କାରଣ ପାଇଁ ଏବେ ଏହି ମହିଳା ଙ୍କୁ ହାଇଦ୍ରାବାଦ୍ ରେ ଗିରଫ କରା ଯାଇଛି।
ସୂଚନା ଅନୁସାରେ ଟିଭି ଆଙ୍କର ରୂପେ କାମ କରୁ ଥିଲେ ପ୍ରଣବ।ତାଙ୍କ ଫଟୋ କୁ ନେଇ ଅନ୍ୟ ଜଣେ ଯୁବକ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲି ଥିଲେ।ଏ କଥା ଜାଣି ନ ଥିଲେ ଯୁବତୀ।ସେ ଅନେକ।ଦିନ ଧରି ତାଙ୍କ ସହିତ କଥା ହୋଇ ଥିଲେ।
Special report
ଏହା ପରେ ସେ ଜାଣିବାକୁ ପାଇଲେ ଯେ ସେ ପ୍ରକୃତ ଆକାଉଣ୍ଟ ହୋଲଡର ଙ୍କ ସହିତ କଥା ହେଉ ନାହାନ୍ତି।ଏହ ପରେ ସେ ପ୍ରଣବ ଙ୍କ ଗାଡ଼ି ରେ ଗୋଟିଏ ଡିଭାଇସ ଲଗାଇ ଥିଲେ।ଯେଉଁଥିରେ ସେ ପ୍ରଣବ ଙ୍କ ସମସ୍ତ ଗତି ବିଧି କୁ ଲକ୍ଷ୍ୟ କରି ଥିଲେ।
ହେଲେ ପରେ ଧରା ପଡ଼ି ଯାଇ ଥିଲେ।ପୋଲିସ ଏବେ ଜାଣି ମହିଳା ଙ୍କୁ ଗିରଫ କରିଛନ୍ତି।ତାଙ୍କର ଏଭଳି କାମ ପାଇଁ ତାଙ୍କୁ ଏବେ ସବୁଠାରୁ ନିନ୍ଦା କରା ଯାଇଛି।ଏହା ପରେ ସାଇବର ଥାନା ର ସେ ଏବେ ଦ୍ବାରସ୍ଥ ହୋଇଛନ୍ତି।
କୌଣସି ବ୍ୟକ୍ତି ମାଟ୍ରି ମନି ସାଇଡ ରେ ତାଙ୍କର ଜାଲ।ଆକାଉଣ୍ଟ ଖୋଲି ଏପରି କରିଛନ୍ତି ବୋଲି ତୃଷା କହିଛନ୍ତି।ଏହି ଘଟଣା କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।ତୃଷା ଙ୍କ ଏଭଳି କାର୍ଯ୍ୟ କୁ ସମସ୍ତେ ନିନ୍ଦା କରିଛନ୍ତି।ପୋଲିସ ମଧ୍ୟ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.