Movie prime

ସୁନ୍ଦରୀଙ୍କୁ ପ୍ରେମ କରି ହ-ତ୍ୟା କରିଦେଲା ସଫେଇ କର୍ମଚାରୀ ଦେଖନ୍ତୁ ଆସିଲା ସାଙ୍ଘାତିକ ଖବର

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ଏହି ଖବର ଶୁଣିଲେ ଅନେକ କିଛି କଥା ଜାଣିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଅନେକ ଝିଅ ଚାହିଁଥାନ୍ତି କାମ କରି ବାପାମାଆଙ୍କୁ ପୋଷିବା ପାଇଁ । ଆଉ ଏହି ଝିଅଟି ମଧ୍ୟ ଏଭଳି ଚାହିଁ ଥିଲା ।
କିନ୍ତୁ ତା ସହ ଏଭଳି କିଛି ଘଟିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ହେଉଛି ଜଣେ ଯୁବତୀ ଛତିଶଗଡ ରାଜ୍ୟରୁ । ସେ ଛତିଶଗଡ଼ରୁ ଆସି ମୁମ୍ବାଇରେ କାମ କରୁଥିଲେ । ଏୟାର ହଷ୍ଟେଜ୍ ଭାବରେ ସେ ଟ୍ରେନିଂ ନେଉଥିଲେ ।
Special report
ଆଉ ଚାକିରୀ କରି ନିଜ ଘର ଚଳାଇବାର ସ୍ବପ୍ନ ତାଙ୍କ ସ୍ବପ୍ନରେ ରହିଗଲା । ଏହି ଯୁବତୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଥିଲେ । ଏହି ଯୁବତୀ ଜଣଙ୍କୁ ଦେଖିଲେ ଯେ କେହିବି ତାଙ୍କ ପ୍ରେମରେ ପଡ଼ିଯିବ । ଆଉ ସେ ବି ପ୍ରେମରେ ପଡ଼ିଥିଲେ ।
ଏହି ଯୁବତୀ ଜଣକ ଜଣଙ୍କୁ ପ୍ରେମ କରୁଥିଲେ ଆଉ ତାଙ୍କ ସହିତ ଗୋଟିଏ ଫ୍ଲାଟରେ ବି ରହୁଥିଲେ । ଜଣେ ସଫେଇ କର୍ମଚାରୀ ଏହି ଯୁବତୀଙ୍କୁ ହ-ତ୍ୟା କରିଛନ୍ତି । ଏବେ ଏହି ଖବର ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି ।
Special report
ମୁମ୍ବାଇର ଅନ୍ଧିରୀରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ମୃ-ତ-କଙ୍କ ନାଁ ରୁପଲ୍ ହୁଦର୍ । ସେ ଟ୍ରେନିଂ ଏୟାର ହଷ୍ଟେଜ ଥିଲେ । ସେ ଏପ୍ରିଲ ମାସରେ ମୁମ୍ବାଇ ଆସିଥିଲେ । ଆଉ ମୁମ୍ବାଇରେ ତାଙ୍କ ଭଉଣୀ ଆଉ ପ୍ରେମିକ ସହିତ ରହୁଥିଲେ । ତାଙ୍କ ଭଉଣୀଙ୍କ ରୁମରେ ସେ ଥିଲେ । 
ଆଉ ସେ ତାଙ୍କ ଭଉଣୀଙ୍କ ରୁମରେ ଥିବା ବେଳେ ତାଙ୍କ ସାଙ୍ଗ ତାଙ୍କୁ କଲ୍ କରିଥିଲେ କିନ୍ତୁ ସେ କଲ୍ ରିଶିଭ କରିନଥିଲେ । ଏହାପରେ ସାଙ୍ଗ ତାଙ୍କ ଭଉଣୀଙ୍କ ଘରକୁ ଆସିଥିଲେ । ଆଉ ଦେଖିଥିଲେ କବାଟ ବନ୍ଦ ଅଛି ଏହାପରେ ସେ ପୋଲିସକୁ ଜଣାଇଥିଲେ ।
ଆଉ ପୋଲିସ ଆସି ଦେଖିଲା ବେଳକୁ ରୂପଲଙ୍କୁ କିଏ ମାରିଦେଇଛି । ସେହି ଫ୍ଲାଟ ସଫା କରିବାକୁ ଆସୁଥିବା ବିକ୍ରମ ହତୱାଲଙ୍କୁ ପୋଲିସ ଏବେ ସନ୍ଦେହ ଘେରରେ ରଖିଛି । ଆଉ ତାଙ୍କୁ ପୋଲିସ ହେପାଜତକୁ ନେଇଛି । ଘଟଣାର ତଦନ୍ତ ପରେ ସତ୍ୟ ଜଣାପଡ଼ିବ ।