Movie prime

ମୁଁ କେତେ କଷ୍ଟରେ ସୁନ୍ଦରୀ ସ୍ତ୍ରୀ କୁ ବାହା ହେଇଥିଲି..ହେଲେ ସେ ମତେ ଧୋକା ଦେଇ ଆଉ କାହା ସହ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଖବର ଆସିଛି କି ଜଣେ ଯୁବକ ନିଜ ଜୀବନକୁ ହାରି ଦେଇଛି। ତାଙ୍କୁ ଦେଖିବା ପାଇଁ ସେଠାରେ ଗାଁ ଲୋକେ ମାନେ ମଧ୍ୟ ଗଦା ହୋଇଛନ୍ତି। ଏହି ଯୁବକଙ୍କ ନାମ ହେଉଛି ମହେନ୍ଦ୍ର ମାଣ୍ଡ୍ରୀ।
Special report
ମହେନ୍ଦ୍ର ନିଜର ପିଲା ଛୁଆ ଓ ସ୍ତ୍ରୀ ସହ ବେଶ ହସଖୁସୀ ରେ ଘର ସଂସାର ଚଳାଉ ଥିଲେ। ଆଉ ଏହି ହସ ଖୁସୀ ସଂସାର ଭିତରେ ମହେନ୍ଦ୍ରଙ୍କ ତାଙ୍କ ସ୍ତ୍ରୀ ସହ କିଛି ଝଗଡ଼ା ହୋଇ ଯାଇଥିଲା।
ଯାହା ଫଳରେ କି ତାଙ୍କର ସ୍ତ୍ରୀ , ମହେନ୍ଦ୍ର ଓ ତାଙ୍କର ଦୁଇ ଛୁଆ ଙ୍କୁ ଛାଡି ଅନ୍ୟ ଏକ ସ୍ଥାନକୁ ଦିନ ମଜୁରିଆ ଭାବରେ କାମ କରିବା ପାଇଁ ଚାଲି ଯାଇଥିଲେ। ଏହାପରେ ମହେନ୍ଦ୍ର ଖୁବ କଷ୍ଟ ରେ ତାଙ୍କର ୧୬ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ସହ ଚଳୁଥିଲେ।
ହେଲେ ହଠାତ୍ ଏମିତି କଣ ହେଲା କେଜାଣି ମହେନ୍ଦ୍ର ହଠାତ୍ ଚିନ୍ତାଗ୍ରସ୍ତ ହୋଇ ପଡ଼ିଥିଲେ। ଏହାପରେ ସେ ଘର ବାରଣ୍ଡାରେ ହିଁ ବେକରେ ଫାଶୀ ଲଗାଇ ଦେଇଥିଲେ।
Special report
ଶାଢୀ ଦ୍ବାରା ହିଁ ବେକରେ ଫାଶୀ ଲଗାଇ ଝୁଲି ପଡିଥିଲେ। ଝିଅ ଘରକୁ ଆସି ଦେଖିବା ବେଳକୁ ଯେତେବେଳେ ଦେଖିଥିଲେ ସେତେବେଳେ ତାଙ୍କର ବାପା ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ।
ଏହାପରେ ସେ ବାପା ଙ୍କ ଏଭଳି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ନିଜ ଆଖିରେ ଦେଖୁଥିବା ଏହି ଦୃଶ୍ୟ କୁ ସେ ଆଦୌ ବିଶ୍ବାସ କରି ପାରି ନଥିଲେ। କାରଣ ନିଜ ମାଆ ଯିବା ପରେ ବାପା ହିଁ ତାଙ୍କର ଏକମାତ୍ର ସାହାରା ଥିଲେ।
ଏହାପରେ ସେଠାରେ ସ୍ଥାନୀୟ ଲୋକମାନେ ଆସି ଏହି ଖବର ସବୁ ପୋଲିସ୍ କୁ ଜଣାଇ ଥିଲା। ଏହାପରେ ପୋଲିସ ଆସି ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା। ଆଉ ପୋଲିସ ଆସି ସବା କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରିବା ମଧ୍ଯ ଆରମ୍ଭ କରି ଦେଇଥିଲା।
ଏହାର ପ୍ରକୃତ କାରଣ କଣ ତାହା ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ବୋଲି ପୋଲିସ କହିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଗ୍ରାମରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.