Movie prime

ଆସିଗଲା ନୂଆ ନିୟମ, ଏଣିକି ଛାଡ଼ପତ୍ର ହେଲା ସହଜ ! ବିବାହ ର ୫ମିନିଟ ରେ ବି ଦେଇ ପାରିବେ ଛାଡ଼ପତ୍ର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଛାଡ଼ପତ୍ର କୁ ନେଇ ସୁପ୍ରିମ କୋର୍ଟ ରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସି ପହଞ୍ଚିଛି। ଛାଡ଼ପତ୍ର ଆବେଦନ ର ଶୁଣାଣି ପାଇଁ ଏଣିକି ଆଉ ଛଅ ମାସ ଅପେକ୍ଷା କରିବାକୁ ପଡିବ ନାହିଁ।
ସମ୍ବିଧାନ ଧାରା ୧୪୨ ଅନୁସାରେ ସୁପ୍ରିମକୋର୍ଟ କୁ ମିଳିଥିବା ସ୍ଵତନ୍ତ୍ର ଅଧିକାର ରେ କୋର୍ଟ ତତକ୍ଷଣାତ୍ ଏନେଇ ନିଷ୍ପତ୍ତି ଶୁଣାଇ ପାରିବ। ଯଦି ଦମ୍ପତି ଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପନ ସମ୍ଭବ ହୋଇ ନଥାଏ ,
Special Report
ତେବେ ସୁପ୍ରିମ କୋର୍ଟ ଏହି ବିବାଦ କୁ ରଦ୍ଦ କରି ପାରିବେ। ବିଶେଷ ଅଧିକାର ବଳରେ ଛାଡ଼ପତ୍ର ଉପରେ ରାୟ ଶୁଣାଇ ପାରିବେ ସର୍ବୋଚ୍ଚ ନ୍ୟାୟାଳୟ। ଏହା ପୂର୍ବରୁ ଏହାର ବୈଧାନିକ ମାନ୍ୟତା ନଥିବା ବେଳେ ଆଜି ଏନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
ଏକ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛି ସୁପ୍ରିମ କୋର୍ଟ। ଏହା ଦ୍ବାରା ଛାଡ଼ପତ୍ର ପାଇଁ ଆଉ ମାସ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ପାରସ୍ପରିକ ସମତ୍ତି ସହିତ ଛାଡ଼ପତ୍ର ରେ,
Special Report
ଛଅ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ହେଲେ ଏହା ଆଉ ଛାଡ଼ପତ୍ର ଦେବାକୁ ଯାଉଥିବା ପତି ଓ ପତ୍ନୀ ଙ୍କ ପାଇଁ ବାଧା ସାଜିବ ନାହିଁ। ହେଲେ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ଏହି ରାୟ ପରେ ଖୁବ ସହଜରେ ଦମ୍ପତ୍ତି ମାନେ ନିଜ ସ୍ୱାମୀ କି
ସ୍ତ୍ରୀ ସହ ସମ୍ପର୍କ ରଖିବାକୁ ନଚାହିଁଲେ ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ହେଲେ ଏହାକୁ କେତେକ କ୍ଷେତ୍ରରେ ବିରୋଧ କରା ଯାଇଥିବା ବେଳେ କେତେକ କ୍ଷେତ୍ରରେ ଏହାକୁ ସମର୍ଥନ ମଧ୍ଯ କରୁଛନ୍ତି।
Special Report
ଏହି ରାୟ ସେତେବେଳେ ଶୁଣା ଯିବ ଯେତେବେଳେ ପାରସ୍ପରିକ ବୁଝା ବଣା ଦମ୍ପତ୍ତି ଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏଥିପାଇଁ ସୁପ୍ରିମ କୋର୍ଟ ତାଙ୍କୁ ତାଙ୍କର ସମ୍ପର୍କରୁ ସଙ୍ଗେ ସଙ୍ଗ ହିଁ ବିଛେଦ ହେବାର ନିଷ୍ପତ୍ତି ଶୁଣାଇ ଦେବେ।
ତେବେ ଆପଣ ସୁପ୍ରିମ କୋର୍ଟ ଙ୍କ ଏହି ନିଷ୍ପତ୍ତି ଶୁଣିବା ପରେ ଏହା ଉପରେ ଆପଣଙ୍କ ପ୍ରତିକ୍ରିୟା କଣ ହେବ ଆଉ ଆପଣ କେତେଦୂର ଏହି ନିଷ୍ପତ୍ତି କୁ ଗ୍ରହଣ କରୁଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.