Movie prime

ଧର୍ମ ଯୁ-ଦ୍ଧ ରେ ମଝିରେ ଫସିଛନ୍ତି ସୁର... ଏପଟେ ପୁଅ ସେପଟେ ବି ପୁଅ, କାହାକୁ କରିବେ ସମର୍ଥନ

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ସୁର ରାଉତରାୟ ଙ୍କ ପରିବାର ରେ ଚାଲିଛି ଏକ ଖଣ୍ଡ ଯୁଦ୍ଧ।ଗୋଟିଏ ପଟେ ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ଦଳ ରେ ଟିକେଟ ପାଇଥିବା ବେଳେ ଅନ୍ୟ ପଟେ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଗତ କାଲି ନିମାପଡ଼ା ରୁ ବିଧାୟକ ପ୍ରାର୍ଥୀ ରୂପେ ଟିକେଟ ପାଇଛନ୍ତି।
ତେବେ ଏହି କଥା କୁ ନେଇ ଏବେ ସମସ୍ତେ ଖୁବ୍ ଖୁସି ଅଛନ୍ତି।ନିଜ କଠିନ ପରିଶ୍ରମ ବଳ ରେ ଆଜି ତାଙ୍କୁ ନିର୍ବାଚନ ରେ ଲଢ଼ିବା ପାଇଁ ସୁଯୋଗ ମିଳିଚି।ଆଗକୁ ସେ ଜଣେ ଭଲ ରାଜନେତା ରୂପେ ପ୍ରତିଷ୍ଠିତ ହେବେ ବୋଲି ସେ କହିଛନ୍ତି।
Jj
ସୂଚନା ଅନୁସାରେ ଦୁଇ ଭାଇ ଙ୍କ ଲଢେଇ ରେ ଫସି ଯାଇଛନ୍ତି ବାପା ସୁର ରାଉତରାୟ।ଏବେ ସେ କାହାକୁ ସମର୍ଥନ କରିବେ କାହାକୁ କରିବେ ନାହିଁ ବୋଲି ଚିନ୍ତା କରୁଛନ୍ତି।ତେବେ ଏ ନେଇ ସୁର ରାଉତରାୟ ଙ୍କୁ ପଚରା ଯାଇ ଥିଲା।
ସେ କହିଥିଲେ କି ମୁଁ ମୋ ଦୁଇ ପୁଅ ଙ୍କ ସହ ସବୁବେଳେ ରହିଛି।ମୁଁ ମୋ ସାନ ପୁଅ କୁ ସମର୍ଥନ କରୁଚି।ତେବେ ଯଦି ବଡ ପୁଅ ମୋତେ ଡ଼ାକେ ପ୍ରଚାର କରିବା ପାଇଁ ତେବେ ନିଶ୍ଚିତ ଯିବି।ସବୁବେଳେ ମୁଁ ସେମାନଙ୍କ ସହିତ ଅଛି।
ତେବେ ଏ ନେଇ ସିଦ୍ଧାର୍ଥ ରାଉତରାୟ କହି ଥିଲେ କି ମୋତେ ବାପା ଙ୍କ ବିଷୟ ରେ କିଛି ବି ପଚାରନ୍ତୁ ନାହିଁ।ମୁଁ ମୋ ବାପା ଙ୍କୁ ପ୍ରଚାର ବେଳେ ଡାକିବି ନାହିଁ।କେବଳ ସମସ୍ତଙ୍କ ଭଲ ପାଇବା ଥିଲେ ମୁଁ ନିଶ୍ଚିତ ରୂପେ ବିଜୟ ହାସଲ କରିବି ବୋଲି କହିଥିଲେ।
Bb
ଅନ୍ୟ ପଟେ ସିଦ୍ଧାର୍ଥ ରାଉତରାୟ ଙ୍କୁ ନିମାପଡ଼ା ରୁ ଟିକେଟ ମିଳିବା ପରେ ସେଠାର ଲୋକ ମାନେ ବହୁତ ଖୁସି ଅଛନ୍ତି।କିପରି ଓଡ଼ିଶା ର ଲୋକ ମାନଙ୍କ ଉନ୍ନତି ହେବ ସେଥିପାଇଁ ସିଦ୍ଧାର୍ଥ ରାଉତରାୟ ସବୁବେଳେ ଚେଷ୍ଟା କରିବେ ବୋଲି କହିଛନ୍ତି।
ତେବେ ବିଜେଡି ଓ କଂଗ୍ରେସ ମଧ୍ୟ ରେ ଚାଲି ଥିବା ଏହି ଲଢେଇ ରେ ହାରି ଯାଇଛନ୍ତି ବାପା ସୁର ରାଉତରାୟ।ଜଣେ ପ୍ରତିଷ୍ଠିତ ରାଜନେତା କହି ବୁଲୁଥିବା ସୁର ଆଜି ପୁଅ ଙ୍କ ପାଇଁ କାନ୍ଦି ପକାଇ ଛନ୍ତି।
ତେବେ ଏହି ରାଜନୀତି ଆଗକୁ କେଉଁ ମୋଡ ନେଇଛି ତାହା ଦେଖିବାକୁ ବାକି ରହିଲା।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.