Movie prime

ସୁର ବାବଙ୍କୁ ନବୀନ ଙ୍କ ପ୍ରତି ଆସିଲା ଦୟା, ନବୀନ ବାବୁ ଙ୍କୁ ଟିକେ ରେଷ୍ଟ୍ ଦିଅ ହେ.. କେତେ ଆଉ ଖଟିବେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ୨୦୨୪ ନିର୍ବାଚନ କୁ ଆଉ ଅଳ୍ପ ଦିନ ବାକି ରହିଲା।କିଛି ରାଜନୈତିକ ଦଳ ମାନେ ନିଜ ନିଜ ଦଳ ର ଏବେ ଠାରୁ ପ୍ରଚାର କରିବା ଆରମ୍ଭ କଲେଣି।
Special report
ଲୋକ ଙ୍କ ମନ ଜିତିବା ପାଇଁ ବିଭିନ୍ନ ଯୋଜନା ମାନ ସରକାର କରୁଛନ୍ତି।ଲୋକ ମାନେ ମଧ୍ୟ ଏଥିରେ ବହୁତ ଖୁସି ହୋଇ ଯାଉଛନ୍ତି।ଏବେ ବିଭିନ୍ନ ନେତା ଓ ମନ୍ତ୍ରୀ ମାନେ ଅନ୍ୟ ଜିଲ୍ଲାକୁ ଗ୍ରସ୍ତ କରି ନିଜର ପ୍ରଚାର ପ୍ରସାର କରାଇଛନ୍ତି।
କଂଗ୍ରେସ ନେତା ସୁର ରାଉତରାୟ ସବୁବେଳେ ବିଜେଡି ତଥା ଶାସକ ଦଳ ବିଷୟ ରେ ଏପରି କିଛି କହି ଦେଇ ଥାଆନ୍ତି ଯାହାକି ବହୁତ ଚର୍ଚ୍ଚା ର ବିଷୟ ପାଲଟି ଥାଏ।ନିକଟ ରେ ସେ ଏପରି କିଛି କହି ଦେଇଛନ୍ତି କି ଯାହାକୁ ଶୁଣିଲେ ଆପଣ ମାନ ଆଶ୍ଚର୍ଯ୍ୟ ହେବେ।
ସେ କହିଥିଲେ କି ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏବେ ବିଶ୍ରାମ କରିବା ସମୟ ଆସି ଗଲାଣି।ସେ ଆଉ କୌଣସି କାମ କୁ ପାରୁ ନାହାଁନ୍ତି।ସେଥିପାଇଁ ପାଣ୍ଡିଆନ ଙ୍କୁ ସବୁବେଳେ ପାଖରେ ରଖି ଥାନ୍ତି।
Special Report
ଏବେ ନିର୍ବାଚନ ଆସୁଛି।ତାଙ୍କ ବ୍ୟକ୍ତି ଗତ ସଚିବ ଭି କେ ପାଣ୍ଡିଆନ ଏବେ ତାଙ୍କୁ ବିଭିନ୍ନ ଜିଲ୍ଲା ବୁଲେଇବ।ମୁଖ୍ୟ ମନ୍ତ୍ରୀ ଙ୍କ ହାତ ଗୋଡ କୁ ଦରଜ କରେଇ ଦେବ ପାଣ୍ଡିଆନ।ପୁଣି ଏବେ ସେ କଳାହାଣ୍ଡି ବାହାରି ଛନ୍ତି।
ତାଙ୍କୁ ଟି କେ ବିଶ୍ରାମ କରାଇବା ପାଇ ଦିଅ ବୋଲି ସୁର ରାଉତରାୟ କହିଛନ୍ତି।ସେ ଆଉ ଭୋଟ ରେ ଅଂଶ ଗ୍ରହଣ କରି ପାରିବ ନାହିଁ।ତାର ଜୀବନ ଯିବାକୁ ଆସିଲାଣି।ଭଗବାନ ତାଙ୍କୁ ବଞ୍ଚାଇକି ରଖନ୍ତୁ ବୋଲି ସୁର ରାଉତ ରାୟ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କି ନବୀନ ପଟ୍ଟନାୟକ ସେତେ ବିପଦ ନୁହଁ।ତାଙ୍କ ଚାରି ପାଖରେ ଥିବା ନେତା ମନ୍ତ୍ରୀ ମାନେ ହେଉଛନ୍ତି ବଡ ବିପଦ।ବିଭିନ୍ନ ଦୁର୍ନୀତି କାର୍ଯ୍ୟ ରେ ଲିପ୍ତ ରହି ମଧ୍ୟ ସେମାନେ ଏଥିରେ ଅଂଶ ଗ୍ରହଣ କରିଛନ୍ତି।ଯାହାକି ବହୁତ ବଡ ଦୁଃଖ ର ବିଷୟ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.