Movie prime

ପ୍ରଶାନ୍ତ ଜଗଦେବ ଙ୍କ ନାଆଁ ଶୁଣୁ ଶୁଣୁ ଚିଡି ଯାଉଛନ୍ତି ସୁର : ମତେ ତା କଥା କୁହନା.. ମଣିଷ ମାରିଚି ଜେଲ୍ ଯିବ..

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ଓଡ଼ିଶା ରାଜନୀତି ରେ ଏକ ବଡ ପରିବର୍ତ୍ତନ ଦେଖା ଦେଇଛି।ଓଡ଼ିଶା ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଶାସନ କରିଥିଲେ।ଏହି ସମୟ ରେ ସେ ଓଡ଼ିଶା ର ବହୁ ବିକାଶ କରିଛନ୍ତି।
Special report
ଏବେ ଭାରତୀୟ ଜନତା ପାର୍ଟି ଓଡିଶା ରେ ଶାସନ କରୁଛନ୍ତି।ଯାହାକୁ ନେଇ ଅନେକ ସ୍ଥାନ ରେ କଳ୍ପନା ଜଳ୍ପନା ଜାରି ରହିଛି।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ମୋହନ ମାଝି ଓଡ଼ିଶା ର ନୂଆ ମୁଖ୍ୟ ମନ୍ତ୍ରୀ ହେବା ପରେ ତାଙ୍କୁ ନେଇ ଅନେକ କଥା କୁହା ଯାଇ ଥିଲା।ତେବେ ଏ ନେଇ ଗଣ ମାଧ୍ୟମ ଆଗରେ ନିଜ ମତ ପ୍ରକାଶ କରିଛନ୍ତି ସୁର ରାଉତରାୟ।
ସେ କହିଛନ୍ତି କି ମୋହନ ମାଝି ହେଉଚି ଗୋଟିଏ ଆଦିବାସୀ ଘର ର ପିଲା।ବହୁତ ଶାନ୍ତ ସରଳ ମଣିଷ।ମୁଖ୍ୟ ମନ୍ତ୍ରୀ ରୂପେ ଓଡ଼ିଶା ର ଲୋକେ ତାଙ୍କୁ ବାଛି ଛନ୍ତି।ତେବେ ସେ ଯାହା ବି ହେଉ ଓଡିଶା ର ଲୋକ ଙ୍କ ସେବା କରୁ।ଚାଷ କାମ ପାଇଁ ପାଣି ଯୋଗାଇ ଦିଅନ୍ତୁ ସେ।
Special report
ଗତ କାଲି ଏକ ରେଳ ଦୁ-ର୍ଘ-ଟ-ଣା ହୋଇଛି।ତେବେ ରେଳ ମନ୍ତ୍ରୀ ଜଣକ ବହୁତ ଭଲ।ସେ ଏହାର ତଦନ୍ତ କରିବେ।କଣ ପାଇଁ ଏଭଳି ରେଳ ଦୁ-ର୍ଘ-ଟ-ଣା ହେଲା ତାହାକୁ ସେ ଲୋକ ଙ୍କ ସମ୍ମୁଖ କୁ ବହୁତ ଜଲଦି ଆଣିବେ ବୋଲି ସୁର ରାଉତରାୟ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ କି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କୁ ପୁଣି ଜେଲ ପଠାଇବି।ସେ ଗୋଟେ ହ-ତ୍ୟା-କା-ରୀ।ଲୋକ ଙ୍କ ସେବା କରିବାର ଅଭିନୟ କରୁଚି।
ତାଙ୍କ ଉପରେ ତଦନ୍ତ ହେଉ।ନୂଆ ମୁଖ୍ୟ ମନ୍ତ୍ରୀ ଏସବୁ କୁ ଗୁରୁତ୍ଵ ଦିଅନ୍ତୁ।ଓଡ଼ିଶା ଛତିଶଗଡ ବିବାଦ ର ସମାଧାନ ହେଉ।ଛତିଶଗଡ଼ ଯେଉଁ ବନ୍ଧ ତିଆରି କରିଚି ତାହା ଉପରେ ଗୁରୁତ୍ବ ଦିଆ ଯାଉ।
ଯଦି ଏପରି ହେବ ଓଡ଼ିଶା ଲୋକ ଙ୍କ ଭଲ ପାଇବା ତାଙ୍କୁ ମିଳିବ ବୋଲି ସୁର ରାଉତରାୟ କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.