Movie prime

ସୁଶାନ୍ତ ଙ୍କ ମୃତ୍ୟୁ ପରେ ବି ତାଙ୍କ ଘରେ ଘୁରି ବୁଲୁଛି ଆତ୍ମା, କେହି ଘର କିଣିବାକୁ ଆସିଲେ ଡରେଇ ଘଉଡ଼ାଇ ଦେଉଛି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସୁଶାନ୍ତ ଙ୍କ ଫ୍ଲାଟ୍ କୁ ନେଇ ହୋଇ ଯାଇଛି ଚର୍ଚା। ଅଭିନେତ୍ରୀ ଅଦା ଶର୍ମା ଏହାକୁ କିଣିବା ନେଇ ଏବେ ଆଲୋଚନା ଜୋର୍ ଧରିବାରେ ଲାଗିଛି। ଫ୍ଲାଟ୍ କିଣିଲା ପରେ ମିଠା ବାଣ୍ଟିବେ ବୋଲି କହିଛନ୍ତି ଅଦା।
Special report
ଅଭିନେତା ସୁଶାନ୍ତ ସିଂହ ରାଜପୁତ ଙ୍କ ମୃ-ତ୍ୟୁ ପରେ ମଧ୍ୟ ତାଙ୍କର ଫ୍ଲାଟ୍ ବିକ୍ରୀ ହୋଇ ପାରୁ ନଥିବା ନେଇ ଅନେକ ମଧ୍ୟ ଚର୍ଚ୍ଚା ହେବାରେ ଲାଗିଥିଲା। ଏହି ଘରେ ରହିବା ପାଇଁ ଭୟ କରୁଥଲେ ଲୋକେ।
କିନ୍ତୁ ବର୍ତ୍ତମାନ୍ ପୁଣି ଥରେ ଏହି ଫ୍ଲାଟ୍ କୁ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି। ଫ୍ଲାଟ୍ କୁ ନେଇ ପ୍ରଥମେ ଅଦା ଶର୍ମା କହିଛନ୍ତି କି ସେ ଯାହା ନିଷ୍ପତ୍ତି ନେବେ ତାହା ସେ ସର୍ବ ପ୍ରଥମେ ଗଣ ମାଧ୍ୟମରେ ଜଣାଇବେ ।
Special report
ଆଉ ଯଦି ସେ ସୁଶାନ୍ତ ସିଂହ ରାଜପୁତ ଙ୍କ ଘର କିଣନ୍ତି ତଥାପି ସେ ଆଗେ ଗଣ ମାଧ୍ୟମରେ ଜଣାଇବେ ବୋଲି କହିଛନ୍ତି। କିଛି ଦିନ ତଳେ ଏହା ଖୁବ ଚର୍ଚ୍ଚା ହେଉଥିଲା କି ସୁଶାନ୍ତ ଙ୍କ ଘରକୁ କେହି ଡରିକି ନେଉ ନଥିଲେ।
ମାତ୍ର ସୁଶାନ୍ତ ଙ୍କ ଆପାର୍ଟମେଣ୍ଟ କୁ କିଛି ଦିନ ତଳେ ଅଦା ଶର୍ମା ଭେଟିବାକୁ ଯାଇଥିବା ବେଳେ ତାହା ସମ୍ପର୍କରେ ସେ ସବୁ କିଛି ମଧ୍ୟ ପଚାରି ବୁଝିଥିଲେ। ପରେ ଏକ ଗଣ ମାଧ୍ୟମ ପୋର୍ଟାଲ କହିଥିଲା କି ଅଦା ଏହି ଫ୍ଲାଟ୍ କିଣିଥିବା ନେଇ
Special report
ସେ ତାଙ୍କୁ ସୁନିଶ୍ଚିତ କରଣ କରିଛନ୍ତି। ଏହା ଉପରେ ବାଇଟ୍ ଆଣିବା ପାଇଁ ଅଦା ଶର୍ମା ଙ୍କ ନିକଟକୁ ଅନେକ ଗଣ ମାଧ୍ୟମ ଯାଇଥିବା ବେଳେ ଅଦା ଶର୍ମା କହିଛନ୍ତି କି ଏହି ସମ୍ପର୍କରେ ସେ ଯାହା ନିଷ୍ପତ୍ତି ନେବେ ପ୍ରଥମେ ଗଣ ମାଧ୍ୟମରେ ଜଣାଇବେ।
ସେ ଏଭଳି ଏକ ଭିଡିଓ କୁ ତାଙ୍କର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରିଛନ୍ତି। ଆଉ ବର୍ତ୍ତମାନ୍ ମଧ୍ୟ ଏହି ଭିଡିଓ କୁ ଦେଖି ସାରିଛନ୍ତି ଏହାକୁ ଦେଖିବା ପରେ ଲୋକମାନେ ମଧ୍ଯ ଏହା କହୁଛନ୍ତି କି ବୋଧ ହୁଏ
 ଅଦା ଏବେ ସୁଶାନ୍ତ ଙ୍କ ଏହି ଆପାର୍ଟମେଣ୍ଟ କୁ କିଣି ପାରନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ନିଶ୍ଚିତ ଭାବରେ ଅନୁରୋଧ ଅଟେ।