Movie prime

ସୁଶାନ୍ତ ଙ୍କ ପରେ ନେଲା ଆଉ ୨ ଜଣଙ୍କ ଜୀବନ ଦେଖନ୍ତୁ ବେଶ୍ରା ଖେଳୁଛି ନୂଆ ଖେଳ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ବିୟୋଗରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି। ତେବେ ଆନନ୍ଦପୁର ମାଟିର ଵୀର ଯବାନ ସ୍ବର୍ଗତ ସୁଶାନ୍ତ ଖୁଣ୍ଟିଆ ନ-କ୍ସ-ଲ ମାନଙ୍କ ସହିତ ଲଢେଇ କରି ଦେଶ ମାତୃକା ପାଇଁ ସହିଦ ହୋଇଯାଇଛନ୍ତି।
Special report
ଝାଡ଼ଖଣ୍ଡର ଚାଇବସାରେ ନ-କ୍ସ-ଲି ଆ-କ୍ର-ମ-ଣ-ରେ ସୁଶାନ୍ତ ସହିଦ ହୋଇଥିବା ବେଳେ ତାଙ୍କ ପରିବାରବର୍ଗ ଏବଂ ଓଡ଼ିଶାବାସୀ ତାଙ୍କୁ ଝୁରୁଛନ୍ତି। ଏହାରି ଭିତରେ କିଏ ଓ କେମିତି ତାଙ୍କର ହ-ତ୍ୟା କରିଛି ସେଥିନେଇ ସମସ୍ତଙ୍କ ମନରେ ପ୍ରଶ୍ନ। 
ପ୍ରକୃତରେ ସିଆରପିଏଫ୍ ଯବାନ ଏବଂ ନ-କ୍ସ-ଲିଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ମାଓ ନେତା ମିଶିର ବେସରା ହିଁ ସୁଶାନ୍ତଙ୍କୁ ଗୁ-ଳି କରିଥିବା କୁହାଯାଉଛି। ଗଛ ପଛରେ ଲୁଚି ସେ ସୁଶାନ୍ତଙ୍କୁ ଗୁଳି ଚଳାଇଥିଲା
Special report
ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ପୁଣି ମା-ଓ-ବା-ଦୀ ଓ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଏପରି ଅଘଟଣ ଘଟିଛି ଗତକାଲି ରାତିରେ। 
ଓଡ଼ିଶା ସୀମାନ୍ତ ଠାରୁ ୩୦ କିଲୋମିଟର ଦୂର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଟେଣ୍ଟୋ ଥାନା ଅନ୍ତର୍ଗତ ହମ୍ଭା ହୁକା ଓ ସର୍ଜନବରୁ ଗ୍ରାମ ଜଂଗଲୀ ରାସ୍ତାରେ ଗତକାଲି ରାତିରେ ଜଗୁଆର ବାହିନୀ ପକ୍ଷରୁ ଚାଲିଥିଲା ଅପରେସନ ।
Special report
ଏହି ଅପରେସନ ସମୟରେ ଲୁଚି ରହିଥିବା ମାଓବାଦୀମାନେ ଚଲେଇ ଥିଲେ ଗୁ-ଳି । ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁ-ଳି ବିନିମୟ ହୋଇଥିଲା। 
ମାଓବାଦୀଙ୍କ ଗୁ-ଳିରେ ଜଗୁଆର ବାହିନୀର ସବ୍ ଇନ୍ସପେକ୍ଟର ଅମିତ୍ କୁମାର ତିୱାରୀ ଏବଂ କନେଷ୍ଟବଳ ଗୌତମ କୁମାର ସହିଦ ହୋଇଛନ୍ତି। ଏହି ଘଟଣା ପରେ ସେଠାକୁ ଅଧିକ ଯବାନଙ୍କୁ ଅପରେସନ ଲାଗି ଆଜି ସକାଳେ ପଠାଯାଇଛି।
ସହିଦ ଅମିତ୍ କୁମାର ତିୱାରି ଦୁଇ ଦିନ ପୂର୍ବରୁ ଏକ ଶିଶୁ ପୁତ୍ରର ବାପା ହୋଇଥିଲେ ଏବଂ ଛୁଟିରେ ଯିବେ ବୋଲି ଫୋନ କରି ପତ୍ନୀଙ୍କୁ କହିଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଦୁଃଖଦ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.