Movie prime

ମୃ-ତ୍ୟୁ ପୂର୍ବରୁ କିଣିଥିଲେ ଜହ୍ନରେ ଜାଗା ଆଉ ନାହାନ୍ତି ସୁଶାନ୍ତ ଏବେ କଣ ହେବ ଦେଖନ୍ତୁ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ବଲିଉଡ ଜଗତର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଜାଣିଥିବେ।
Special report
ସେ ଏବେ ଆଉ ଏହି ଦୁନିଆରେ ନାହାଁନ୍ତି । ଏହି ଅଭିନେତା ଜଣକ ଦେଖିବାକୁ ବହୁତ୍ ସୁନ୍ଦର୍ ଥିଲେ । ଏହି ଅଭିନେତା ଜଣକ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଜଣେ ବହୁତ ଭଲ କଳାକାର ଅଟନ୍ତି । 
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ଏବେ କିଛି ଖବର ଆସିଛି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ପରେ ଏବେ ତାଙ୍କ ଘର ଖାଲି ପଡ଼ିଛି । ଆଉ ଏବେ ଖବର ଆସିଛି କି ତାଙ୍କ ଘରକୁ ଜଣେ ବଲିଉଡ ଅଭିନେତ୍ରୀ କିଣୁଛନ୍ତି ।
Special report
ଆଉ ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଏବେ ଆସିଛି କିଛି ଖବର । ଆପଣମାନେ ସମସ୍ତେ ତ ବଲିଉଡ ଜଗତର ଅଭିନେତ୍ରୀ ଆଦା ଶର୍ମାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରିଛନ୍ତି । 
ବ୍ଲକବ୍ଲାଷ୍ଟର ଫିଲ୍ମ୍ "ଦ କେରଳ ଷ୍ଟୋରୀ" ବିଷୟରେ ତା ଆପଣମାନେ ଜାଣିଥିବେ । ଆଉ ଏହି ଫିଲ୍ମ୍ ଦେଖିଥିବେ । ସେହି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଆଦା ଶର୍ମା ବହୁତ ସୁନ୍ଦର ଅଭିନୟ କରିଥିଲେ । ତାଙ୍କର ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ ।
ସୋସିଆଲ ମିଡ଼ିଆରେ ଆଦା ବହୁତ ସକ୍ରିୟ ରହିଥାନ୍ତି । ଏବେ ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି । ଆଉ ସେ ଯେଉଁ ଘର କିଣୁଛନ୍ତି ସେହି ଘରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ଘଟିଥିଲା । ଅର୍ଥାତ୍ ସେ ଆ-ତ୍ମ-ହ-ତ୍ୟା କରିଥିଲେ ।
Special report
ସୁଶାନ୍ତ ସିଂ ରାଜପୁତଙ୍କ ମୃ-ତ୍ୟୁ ପରେ ତାଙ୍କ ଘର ଅନେକ ଥର ସାମ୍ନାକୁ ଆସୁଛି । ବଙ୍ଗଳା ସ୍ଥିତ ଘରକୁ ନେଇ ଏହି ଖବର ଆସିଛି । ତାଙ୍କ ଘର ଭଡ଼ା ବହୁତ ବଢାଇ ଦିଆଯାଇଛି ବୋଲି ଖବର ଆସିଥିଲା ।
ଏହି ଘରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମା ଘୁରି ବୁଲୁଛି ବୋଲି ଅନେକ ଲୋକ ଭାବିଥାନ୍ତି ଆଉ ସେଥିପାଇଁ ଅନେକ ଲୋକ ଏହି ଘରକୁ କିଣନ୍ତି ନାହିଁ । ଆଉ ଏବେ ଏହି ଅଭିନେତ୍ରୀ ଆଦା ଶର୍ମା ଏହି ଘରକୁ କିଣିବେ ବୋଲି ସୂଚନା ମିଳିଛି ।
ଏହି ଖବର ଏବେ ଗଣମାଧ୍ୟମରେ ଚର୍ଚ୍ଚାକୁ ହେଉଛି । ଏହାକୁ ନେଇ ଏବେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଲୋକେ କିଛି ସୂଚନା ଦେଇନାହାନ୍ତି । ଏବେ ପ୍ରଶ୍ନ ଆସୁଛି କି ସୁଶାନ୍ତ ସିଂ ରାଜପୁତଙ୍କ ଜହ୍ନରେ ଥିବା ଜାଗା କିଏ କିଣିବ ?