Movie prime

ସ୍ଵାମୀ ବାକି ଖାଇ ଖାଇ ସ୍ତ୍ରୀକୁ ମାରିଦେଲା ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସମାଜରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କିଛି ଘଟଣା ଆପଣଙ୍କ ମନରେ ଅନେକ କଥା ଆଣିବ ତ ଆଉ କିଛି ଅନେକ ପ୍ରଶ୍ନ ସୃଷ୍ଟି କରିବ ।
Special report
ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇପାରିବେ । ଜଣେ ବ୍ୟକ୍ତି ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ଆଉ ଛୁଆଙ୍କୁ ମାରି ଦେଇଛନ୍ତି । 
ଏହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀକୁ ପ୍ରଥମେ ମାରି ଦେଇଥିଲେ । ଆଉ ଏହାପରେ ଦୁଇଝିଅଙ୍କୁ ବି ଏହି ବ୍ୟକ୍ତି ଜଣକ ମାରିଦେଲା । ନିଜେ ବାପା ହୋଇ ମଧ୍ୟ ନିଜ ଛୁଆଙ୍କୁ କେମିତି ମାରି ପାରିଲା । ଆଉ ନିଜ ସ୍ତ୍ରୀକୁ ଏହି ବ୍ୟକ୍ତି ଜଣକ କେମିତି ମାରି ପାରିଲା ।
ଏହି ବ୍ୟକ୍ତି ଜଣକ ଏଭଳି ନିଷ୍ଠୁରତା କାମ କିଭଳି କରିପାରିଲେ । ବ୍ୟକ୍ତି ଜଣକ ଏଭଳି କାମ କରିବା ପୂର୍ବରୁ ଭାବିବା ଉଚିତ୍ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅମିତ୍ ଅରଫ କରନ୍ । ଅମିତ୍ ପ୍ରେମ ବିବାହ କରିଥିଲେ । 
Special report
ପ୍ରେମ ବିବାହ କରିବା ପରେ ତାଙ୍କର ଦୁଇଟି କନ୍ୟା ସନ୍ତାନ ହୋଇଥିଲା । ଆଉ ଏବେ ଏହି ଅମିତ୍ ତାଙ୍କ ସ୍ତ୍ରୀକୁ ଘରେ ମାରି ଦେଇଥିଲେ । ଆଉ ଦୁଇଝିଅଙ୍କୁ ନେଇ ତାଙ୍କ ମନ ମୁତାବକ ଖାଇବାକୁ ଦେଇଥିଲେ । ଏହାପରେ ସେହି ଦୁଇ ଝିଅଙ୍କୁ ଘରକୁ ଆଣି ଘରେ ତାଙ୍କୁ ମାରି ଦେଇଥିଲେ ।
ଏହି ବ୍ୟକ୍ତି ଜଣକ ଏଭଳି କରିବାର କାରଣ ହେଉଛି ସେ ୨ ଲକ୍ଷ ଟଙ୍କା ଋଣ କରିଥିଲେ । ଆଉ ଏହାକୁ କିପରି ସୁଝିବେ ଏନେଇ ସେ ସବୁବେଳେ ଭାବନ୍ତି । ସେ ସବୁବେଳେ ତାଙ୍କ ସ୍ତ୍ରୀ ସହିତ ଝଗଡ଼ା କରୁଥିଲେ । 
ଶେଷରେ ଏହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ଆଉ ଦୁଇ ଝିଅଙ୍କୁ ମାରି ଦେଇଛି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ରାଜ୍ୟର ରାଜଧାନୀ ଜୟପୁରର ଟୁଙ୍ଗେର ଅଞ୍ଚଳରେ । ଅମିତ୍ ଏହି ଅଞ୍ଚଳରେ ଧୂପ ତିଆରି କରନ୍ତି ।
ଅମିତର ଘର ହେଉଛି ଉତ୍ତରପ୍ରଦେଶର ଫତେହପୁର ଅଞ୍ଚଳରେ । ଏବେ ପୋଲିସ ଅଭିଯୁକ୍ତ ଅମିତକୁ ବାନ୍ଧି ନେଇଛି । ଏବେ ଦେଖିବାକୁ ବାକି ରହିଲା ଆଇନ୍ ଅମିତକୁ କେଉଁ ଦଣ୍ଡ ଦେଉଛି ।