Movie prime

ମୋ ସହ ଗୋଟେ ଥର ସମ୍ପର୍କ ରଖି ଦେଖ ତାପରେ ତୋର ସ୍ଵାମୀ ତତେ ବେଶୀ ଭଲ ପାଇବ, ଏମିତି କହି ଭଣ୍ଡାମି କରିଥିଲା ଜ୍ୟୋତିଷ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନୟାପଲ୍ଲୀ ଅଞ୍ଚଳରେ ଜଣେ ଦମ୍ପତ୍ତି ରହୁଥିଲେ। ସେମାନେ ଦେଢ଼ ବର୍ଷ ପୂର୍ବରୁ ବିବାହ ମଧ୍ୟ କରିଥିଲେ। ତାଙ୍କର ସ୍ୱାମୀ ବିଦେଶରେ ଚାକିରୀ ମଧ୍ୟ କରନ୍ତି।ସେମାନଙ୍କର ଏକ ସନ୍ତାନ ମଧ୍ଯ ରହିଛି।
କୌଣସି କାରଣରୁ ସେମାନଙ୍କ ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ ରେ ଅବନତି ଘଟିଥିଲା। ଦୁହିଁଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ମଧ୍ୟ ହୋଇଥିଲା। ସେଥିପାଇଁ ତାଙ୍କର ସ୍ତ୍ରୀ ଙ୍କ ପରିବାର ଲୋକେ ଫେସବୁକ୍ ରୁ ସନ୍ଧାନ କରିବା ପରେ, Special Report
ଯିଏକି ନିଜକୁ ଜଣେ ପ୍ରତିଷ୍ଠିତ ଜ୍ୟୋତିର୍ବିଦ , ବାସ୍ତୁବିଦ ଏବଂ ପାରିବାରିକ ସମସ୍ୟା ଦୂର କଲା ଭଳି ଏକ ବିଶେଷ ଗୁଣର ଅଧିକାରୀ ବୋଲି ତାଙ୍କର ପରିଚୟ ଦେଇ ଏକ ପ୍ରୋଫାଇଲ୍ ତିଆରି କରି ଅନଲାଇନ ରେ ଛାଡି ଥିଲେ।
ଆଉ ତାଙ୍କର ସଂସ୍ପର୍ଶ ରେ ଆସି ତାଙ୍କର ଝିଅର ପରିବାର କୁ ଏହି ଅଶାନ୍ତି ରୁ ମୁକ୍ତ କରିବା ପାଇଁ ତାଙ୍କର ଯୋଗାଯୋଗ ରେ ଆସିଥିଲେ। ଏବଂ ସେ ଆସି ମଧ୍ୟ ଏହି ଦମ୍ପତ୍ତି ଙ୍କ ସହ ଦେଖା ସାକ୍ଷାତ କରିଥିଲେ।
ତାଙ୍କର ସ୍ତ୍ରୀ ଙ୍କ ସହ ଏହି ସମ୍ପର୍କର ଆଲୋଚନା କରିଥିଲେ। ଏହାପରେ ସେ ଯିବା ଆସିବା ମଧ୍ୟ କରିଥିଲେ। ସେ ବାବଦରେ ସେ ତାଙ୍କର ବାରମ୍ବାର ପାଉଣା ମଧ୍ଯ ନେଇଛନ୍ତି। ସେ ସମୁଦାୟ ଭାବରେ ୮୩ ହଜାର ୫୦୦ ଟଙ୍କା ନେଇ ସାରିଲେଣି।
Special Report
ଏହି ଯିବା ଆସିବା ମଧ୍ୟରେ ବାରମ୍ବାର ସେ ତାଙ୍କର ସ୍ତ୍ରୀ ଙ୍କୁ କହି ଚାଲୁଥିଲେ କଳହର କାରଣ ମଧ୍ୟ ତାଙ୍କୁ ଦର୍ଶାଉ ଥିଲେ। ଏଭଳି କି ମନ୍ଦ ଉଦ୍ଦଶ୍ୟ ରଖି ତାଙ୍କର ସ୍ତ୍ରୀ ଙ୍କ ସହ ଘନିଷ୍ଠ ହେବାକୁ ଚେଷ୍ଟା କରୁଥିଲେ।
ଏହାପରେ ଯେତେବେଳେ ସେହି ଜ୍ୟୋତିଷ ଜଣକ ଦିନକ ପାଇଁ ମହିଳାଙ୍କୁ ବିବାହ କରିବାକୁ କହିଥିଲେ ସେତେବେଳେ ମହିଳା ଜଣକ ଅରାଜି ହୋଇ ବାରଣ କରୁଥିଲେ। ଏଭଳି ଅନେକ କଥାରେ ସେ ବାରଣ କରିଥିଲେ।
ଯାହା ଫଳରେ କି ଶେଷରେ ସେ ସେହି ରୁମ୍ ର ଲାଇଟ୍ ବନ୍ଦ କରି ମହିଳା ଜଣକ ସହ ଅସଦାଚରଣ କରିଥିଲେ। ଏହି ଭଣ୍ଡ ଜ୍ୟୋତିଷ ଜଣକ ନାମ ହେଉଛି ନୀଳାମ୍ବର ପାଣି। ଏହି ଅଭିଯୁକ୍ତ ଜଣକ ଘର ହେଉଛି ଭଦ୍ରକ।

Around The Web