Movie prime

ସ୍ଵାମୀ ର ଚାକିରି ବଞ୍ଚାଇବାକୁ ବସ ସହ ଶୋଇଗଲା ସ୍ତ୍ରୀ ହେଲେ ପରେ ସେଇ ସ୍ତ୍ରୀ କୁ ନେଇ ବସ୍ ହୋଇଗଲା ଫେରାର, ଥାନା ରେ ବସିଚି ସ୍ବାମୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି। ଦିନକୁ ଦିନ ଆମ ସମାଜ ଏତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି କି ଏହା କେହି ହେଲେ ମଧ୍ଯ ବିଶ୍ବାସ କରି ପାରିବେ ନାହିଁ।
Special report
ଆମେ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା କି ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ଏବେ ଦିନକୁ ଦିନ ଖୁବ ଭାଇରାଲ ହେଉଛି।
ଜଣେ ଘର ମାଲିକ ତାଙ୍କ ଘରେ ରହୁଥିବା ଭଡ଼ାଟିଆ ଙ୍କ ସହ ଏଭଳି ବ୍ଯବହାର କରିଛନ୍ତି ଯାହାକୁ କି ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ। ଏହି ଘଟଣା ଭାରତରେ ନୁହେଁ ବରଂ ଏହି ଘଟଣା ଘଟିଛି ଆଫ୍ରିକା ରେ।
Special report
ସେଠାରେ ଘର ମାଲିକଙ୍କ ଘରେ ଜଣେ ବ୍ୟକ୍ତି ତାଙ୍କର ସ୍ତ୍ରୀ ଙ୍କ ସହ ଭଡ଼ା ରେ ରହୁଥିଲେ। ଆଉ ସେଠାରେ ରହୁଥିବା ସମୟରେ ଘର ମାଲିକର ନଜର ଉକ୍ତ ସ୍ତ୍ରୀ ଉପରେ ପଡିଥିଲା।
Special report
ଆଉ ସେ ବ୍ୟକ୍ତି ଜଣକ ସ୍ତ୍ରୀ ଙ୍କ ପ୍ରେମରେ ପଡି ଯାଇଥିଲେ। ଦୁହେଁ ମଧ୍ୟ ଲୁଚିଛପି ଦେଖା ସାକ୍ଷାତ କରୁଥିଲେ। ମାତ୍ର ଏହି ଘଟଣା ସମ୍ପର୍କରେ ଯେତେବେଳେ ମହିଳା ଜଣକ ଙ୍କ ସ୍ଵାମୀ ଜାଣିବାକୁ ପାଇଥିଲେ ସେତେବେଳେ ଏହି ଘଟଣାଟି ଏକ ଭୟଙ୍କର ରୁପ ନେଇଥିଲା।
ଆଜ୍ଞା ହଁ ବ୍ୟକ୍ତିଜଣକ ରାସ୍ତା ମଝିରେ ଘର ମାଲିକ କୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ। ଆଉ ରାସ୍ତାରେ ଏହି ଘଟଣାକୁ ଦେଖିବା ପରେ ଖୁବ୍ ଭିଡ଼ ମଧ୍ୟ ହୋଇ ଯାଇଥିଲା।
Special report
ସମସ୍ତେ ଛିଡ଼ା ହୋଇ ଦେଖୁଥିଲେ ମଧ୍ଯ କେହି ତାଙ୍କୁ ଅଟକାଇ ନଥିଲେ। ଏହାପରେ କାରଣ ପଚାରିବାରୁ ବ୍ୟକ୍ତି ଜଣକ ଯେତେବେଳେ ସବୁ ସତ କଥା କହିଥିଲେ
ସେତେବେଳେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଏହି ଘଟଣା ସମ୍ପର୍କରେ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ ଶୁଣିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.