Movie prime

ସେଇଦିନ ର କାଳ ରାତ୍ରି ରେ ମୋ ସ୍ବାମୀ ମାରେ ଛାଡି ଚାଲିଗଲେ , ମୁଁ କେମିତି ଯେ ରହିଛି ମୁ ଜାଣିଚି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଅନେକ ମହିଳା ଙ୍କୁ ଦେଖି ଥିବେ ଯେଉଁ ମାନେ ବହୁ କଷ୍ଟ କରି ନିଜ ପରିବାର ଚଳାଉ ଛନ୍ତି।ଆଜି ଆମେ ସେଭଳି ଜଣେ ମହିଳା ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେହି ମହିଳା ଜଣକ ୟୁ ଟ୍ୟୁବ୍ ରେ ଭିଡିଓ କରନ୍ତି।
Special report
ତାଙ୍କ ସ୍ଵାମୀ କ୍ୟାନ୍ସର ରେ ଗତ କିଛି ଦିନ ତଳେ ମୃ-ତ୍ୟୁ ବରଣ କରିଥିଲେ।ଏଥିପାଇଁ ସେ ଅନେକ ଟଙ୍କା ଖର୍ଚ୍ଚ କରି ଥିଲେ।ଚାରି ଆଡେ଼ ଧାର କରଜ କରି ସ୍ଵାମୀ ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।ହେଲେ ସଫଳ ହେଲା ନାହିଁ।ଶେଷ ରେ ତାଙ୍କ ସ୍ଵାମୀ ତାଙ୍କୁ ଛାଡି ସବୁଦିନ ପାଇଁ ଚାଲି ଗଲେ।
ଏବେ ସେ ନିଜେ ମଧ୍ୟ କ୍ୟାନ୍ସର ରୋଗ ରେ ପୀଡ଼ିତ ଅଛନ୍ତି।ଅନେକ କଷ୍ଟ ସହି ସେ ନିଜ ଜୀବନ ସହିତ ସଂଗ୍ରାମ କରୁଛନ୍ତି।ଦୁଇ ପିଲା ଙ୍କୁ ପାଠ ପଢାଉ ଅଛନ୍ତି।ଘର ବାଡ଼ି ସବୁ କିଛି ବିକ୍ରୀ ହୋଇ ସାରିଛି।
ୟୁ ଟ୍ୟୁବ୍ ରେ ଭିଡିଓ କରି ଯା କିଛି ସେ ଟଙ୍କା ରୋଜଗାର କରନ୍ତି ସେଥିରେ ସେ ନିଜ ପରିବାର କୁ ଚଲାନ୍ତି।ତାଙ୍କର ମୃ-ତ୍ୟୁ ପରେ ତାଙ୍କ ପିଲା ଙ୍କ ଅବସ୍ଥା କଣ ହେବ ବୋଲି ସେ ଚିନ୍ତା କରୁଛନ୍ତି।
Special report
ତାଙ୍କ ସହିତ ଏକ ସାକ୍ଷାତକାର କରିବା ପାଇଁ ଜଣେ ଗଣ ମାଧ୍ୟମ ପ୍ରତିନିଧି ତାଙ୍କ ଘର କୁ ଯାଇ ଥିଲେ।ସେ କହିଥିଲେ କି ସେଦିନ ଥିଲା ତାଙ୍କ ପାଇଁ କାଳ ରାତ୍ରି।ଯେଉଁ ଦିନ ତାଙ୍କ ସ୍ଵାମୀ ସବୁଦିନ ପାଇଁ ତାଙ୍କ ଠାରୁ ଦୂରେଇ ଗଲେ।
ଭଗବାନ ଆମ ପରିବାର କୁ ସବୁଦିନ ପାଇଁ ଅଲଗା କରି ଦେଲେ।ମୋ ସ୍ବାମୀ ଙ୍କ ର ଯେଉଁ ଦିନ ମୃ-ତ୍ୟୁ ହେଲା ସେଦିନ ସେ ମେଡିକାଲ ରୁ ଫେରି ଘରେ ଖାଲି ରକ୍ତ ବାନ୍ତି କଲେ।ଯାହାକି ମୋତେ ବହୁତ ଆଶ୍ଚର୍ଯ୍ୟ କରିଥିଲା।
ମୁଁ ଏସବୁ ଦେଖି ପାରିଲି ନାହିଁ।ସମସ୍ତେ ଭାବୁ ଥିଲେ ଉକ୍ତ ମହିଳା ଜଣକ ଆଗେ ଚାଲି ଯିବେ।ହେଲେ ତାଙ୍କ ସ୍ଵାମୀ ମହେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇ ଗଲେ।
ନିଜ ପରିବାର ର ଏଭଳି ଅବସ୍ଥା ଦେଖି ଆଉ କଷ୍ଟ ସହି ପାରୁ ନାହାନ୍ତି ଉକ୍ତ ମହିଳା ଜଣକ।ଏବେ ୟୁ ଟ୍ୟୁବ୍ ରେ କିଛି ଭିଡିଓ କରି ସେ ନିଜ ପରିବାର ଚଳାଉ ଅଛନ୍ତି।ଯାହାକି ଅତ୍ୟନ୍ତ ଦୁଃଖ ର ବିଷୟ ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.