Movie prime

ସେଦିନ ରାତି ରେ ମୁଁ ମନା କରୁଥିଲି କିନ୍ତୁ ସେ ମୋ ସହ ଯାହା କରିଦେଲା... ଏବେ ଏଇ ଶିଶୁ କୁ ଧରି କୁଆଡେ ଯିବି !

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଅନେକ ଖବର ଆପଣ ମାନେ ଶୁଣିବାକୁ ପାଉ ଥିବେ।ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ସନ୍ଦେହ ସୃଷ୍ଟି ହୋଇ କିପରି ପରବର୍ତ୍ତୀ ସମୟ ରେ ହ-ତ୍ୟା କରା ଯାଉଚି ତାହା ମଧ୍ୟ ଆପଣ ମାନେ ଦେଖିବାକୁ ପାଉଥିବେ।ଆଜି ଆମେ ସେହିଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ଏହି ଘଟଣା ଟି ଘଟିଛି ରାଜଧାନୀ ଦିଲ୍ଲୀ ର ଜାଖରାବାଦ୍ ଠାରେ।ସେଠାରେ ସାଜିଦ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଙ୍କ ଉପରେ ସନ୍ଦେହ କରି ତାଙ୍କୁ ଛୁରୀ ରେ କାଟି ହ-ତ୍ୟା କରିଛି।ଯାହାକୁ ଦେଖି ସମସ୍ତେ କାନ୍ଦି ପକାଇ ଥିଲେ।
ସୂଚନା ଅନୁସାରେ ସାଜିଦ୍ ଙ୍କ ପତ୍ନୀ ହେଉଚି ନିଶା।ନିଶା ଙ୍କ ର ଦୁଇ ଟି ବଢିଲା ଝିଅ ଅଛନ୍ତି।ବଡ ଝିଅକୁ ୧୧ ବର୍ଷ ହୋଇ ଥିବା ବେଳେ ସାନ ଝିଅ କୁ ମାତ୍ର ୭ ବର୍ଷ।ସାଜିଦ ସବୁବେଳେ ନିଜ ସ୍ତ୍ରୀ ନିଶା ଉପରେ ସନ୍ଦେହ କରି ଆସୁ ଥିଲେ।ହେଲେ ନିଶା ଙ୍କ ର କୌଣସି ପର ପୁରୁଷ ସହିତ ସମ୍ପର୍କ ନ ଥିଲା।
ତାଙ୍କର ସନ୍ଦେହ ର ମାତ୍ରା ଏତେ ବଢି ଗଲା ଯେ ସେ ନିଜ ଚାକିରି ଛାଡ଼ି ଆସି ତାଙ୍କ ସ୍ତ୍ରୀ ଙ୍କୁ ଘରେ ଜଗିକି ବସିଲେ।ତଥାପି ତାଙ୍କ ମନ ବୁଝିଲା ନାହିଁ।ସବୁବେଳେ ନିଶା ଙ୍କ ସହିତ ଝଗଡ଼ା କରୁଥିଲେ।ଏସବୁ ତାଙ୍କ ଝିଅ ମାନେ ସବୁବେଳେ ଦେଖୁଥିଲେ।
Special report
ଘଟଣା ଦିନ ରାତିରେ ନିଶା ଓ ତାଙ୍କ ସ୍ଵାମୀ ଙ୍କ ମଧ୍ୟ ରେ ଜୋରେ ଝଗଡ଼ା ହେଲା।ସାଜିଦ ତାଙ୍କ ସ୍ତ୍ରୀ ଙ୍କୁ ଖୁବ୍ ପିଟୁ ଥିଲେ।ଶେଷ ରେ ତାଙ୍କ ହାତ ରେ ଏକ ଧାରୁଆ ଛୁରୀ ପଡ଼ିଲା ସେଥିରେ ସେ ନିଶା ଙ୍କ ବେକ କୁ କାଟି ଦେଲା।
ଝିଅ ମାନେ ବାପା ଙ୍କୁ ଯେତେ ଅଟକାଇବା ପାଇଁ ଚାହୁଁଥିଲେ ତାଙ୍କ ବାପା ଶୁଣି ନ ଥିଲେ।ବଡ ଝିଅ ର ହାତ ଛୁରୀ ରେ କାଟି ଦେଲେ ବାପା।ଏହା ପରେ ତାଙ୍କ ମା ନିଶା ଘଟଣା ସ୍ଥଳ ରେ ମୃ-ତ୍ୟୁ ଘଟିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲା।
ଏହା ପରେ ପୋଲିସ ଅଭିଯୁକ୍ତ ସ୍ଵାମୀ ଙ୍କୁ ଗିରଫ କରି ନେଇଛି।ସେଠିକାର ଲୋକ ମାନେ ସାଜିଦ ଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ପୋଲିସ ଙ୍କୁ କହିଛନ୍ତି।
ଛୋଟ ଛୋଟ ଝିଅ ଦୁଇ ଟି ଏବେ ଅନାଥ ହୋଇ ଯାଉଛନ୍ତି।ସେମାନେ କେବେ ବି ଭାବି ନ ଥିବେ ଯେ ତାଙ୍କ ବାପା ଏଭଳି ପଶୁ ପାଲଟି ଯିବେ।ଏ କଥା ଏବେ ସେଠାକାର ଲୋକ ମାନଙ୍କ ପାଖରେ ଚର୍ଚ୍ଚା ର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.