Movie prime

ସ୍ଵାମୀ କଳା ଥିଲା ବୋଲି ସବୁ ବେଳେ ରାଗରେ ଗରଗର ହଉଥିଲା ସ୍ତ୍ରୀ, ଶେଷରେ ରାତି ରେ ସ୍ଵାମୀ ର ଜୀବନ ନେଲା

 
Special Report
ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ର ରଙ୍ଗ କଳା ଥିବାରୁ ତାକୁ ଜୀବନ ରୁ ମା-ରି-ଦେ-ଲା ସ୍ତ୍ରୀ।ବିବାହ ର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା।ସ୍ଵାମୀ ଙ୍କୁ ନିଜ ପାଖକୁ ଆସିବାକୁ ଦେଉ ନ ଥିଲେ ମହିଳା।
Special Report
ବିବାହ କରୁଥିବା ସମୟରେ ମହିଳା ଜଣକ ନିଜ ସ୍ଵାମୀ ଙ୍କୁ ଦେଖି ନ ଥିଲେ।ଯେତେବେଳେ ସେ ତାଙ୍କ ସ୍ଵାମୀ ଙ୍କୁ ଦେଖିଲେ ସେତେବେଳେ ସେ ତାଙ୍କ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କଲେ।ଝିଅ ଟି ଏ ହୋଇ ସାରିଲା ପରେ ମଧ୍ୟ ମହିଳା ଜଣକ ପର ପୁରୁଷ ଙ୍କ ସହିତ ରଖିଲେ ସମ୍ପର୍କ।
ସୂଚନା ଅନୁସାରେ ସତ୍ୟବିର ନାମକ ଜଣେ ଯୁବକ ଗତ ୨୦୧୭ ମସିହା ରେ ପ୍ରେମଶ୍ରୀ ନାମକ ଜଣେ ଯୁବତୀ ଙ୍କୁ ବିବାହ କରିଥିଲେ।ବିବାହ ପରେ ସବୁ କିଛି ଠିକ୍ ଥିଲା।୨୦୧୮ ମସିହା ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇ ଥିଲା।
Special Report
ଏହା ପରେ ମହିଳା ଙ୍କ ଜୀବନ କୁ ଅନ୍ୟ ଜଣେ ପୁରୁଷ ଚାଲି ଆସିଲେ।ସତ୍ୟବିର ଦେଖିବାକୁ ବହୁତ କଳା ଥିଲେ।ସେଥିପାଇଁ ପ୍ରେମଶ୍ରୀ ତାଙ୍କୁ କେବେ ବି ପସନ୍ଦ କରୁ ନ ଥିଲେ।ଯାହା ଫଳ ରେ ସେ ପର ପୁରୁଷ ଙ୍କୁ ପ୍ରେ-ମ କରିବାକୁ ଲାଗିଲେ।
କିନ୍ତୁ ତାଙ୍କ ରାସ୍ତା ରେ କଣ୍ଟା ସାଜୁ ଥିଲେ ସ୍ଵାମୀ ସତ୍ୟବିର।ଯେତେବେଳେ ସତ୍ୟବୀର ପ୍ରେମଶ୍ରୀ ଙ୍କ ନିକଟତର ହେଉ ଥିଲେ।ପ୍ରେମଶ୍ରୀ ତାଙ୍କୁ ଗାଳି ଗୁଲଜ କରୁ ଥିଲେ।ତାଙ୍କୁ କଳା ବୋଲି କହୁଥିଲେ।
ଶେଷ ରେ ୨୦୨୯ ମସିହା ରେ ସ୍ଵାମୀ ସ୍ତ୍ରୀ ଉଭୟ ଶୋଇ ଥିବା ବେଳେ ସ୍ତ୍ରୀ ଜଣକ ହଟାତ ଉଠି ବାହାର କୁ ଚାଲି ଯାଇଥିଲେ।ଏହା ପରେ ପେଟ୍ରୋଲ ଆଣି ତାଙ୍କ ସ୍ବାମୀ ଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ।କିଛି ଲୋକ ମାନେ ତାଙ୍କୁ ସେଠାରୁ ଉ-ଦ୍ଧା-ର କରି ମେଡିକାଲ ରେ ଭର୍ତି କରି ଥିଲେ।
ଏହା ପର ଦିନ ସତ୍ୟବିର ଙ୍କ ମୃ-ତ୍ୟୁ ଘଟିଥିଲା। ସତ୍ୟବିର ଙ୍କ ଭାଇ ପ୍ରେମଶ୍ରୀ ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଭାଇ କୁ ପ୍ରେମଶ୍ରୀ ମା-ରି ଦେଇଛନ୍ତି।ପୋଲିସ ତଦନ୍ତ କରିବା ପରେ ଜଣା ପଡ଼ି ଥିଲା କି ଏ କଥା ସତ୍ୟ।ସଙ୍ଗେ ସଙ୍ଗେ ମହିଳା ଙ୍କ ଗିରଫ କରା ଯାଇ କୋର୍ଟ ଚାଲାଣ କରା ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.