Movie prime

ଏଭଳି ସ୍ଵାମୀ ଖୋଜିବାକୁ କାହିଁକି କହିଲେ ଜଜ ଦେଖନ୍ତୁ ନହେଲେ ହେବ ଏହି ଅସୁବିଧା

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବିଭିନ୍ନ ବିଶ୍ଵ ବିଦ୍ୟାଳୟ ର ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ମାନଙ୍କୁ ନିୟନ୍ତ୍ରଣ କରା ଯାଇ ଥାଏ।ନିକଟରେ ବେଙ୍ଗାଳୁରୁ ର ଲ ସ୍କୁଲ ଅଫ ଇଣ୍ଡିଆ ୟୁନିଭରସିଟିରେ ଏକ ବାର୍ଷିକ ଉତ୍ସବରେ ରେ ଯୋଗ ଦେବାକୁ ଯାଇଥିଲେ ଜଷ୍ଟିସ ଚନ୍ଦ୍ରଚୁଡ।
Special report
ସେଠାର ପିଲା ମାନଙ୍କୁ ସେ ଭାଷଣ ଦେଇଥିଲେ ।ନିଜ ଜୀବନ ର ଏକ ଘଟଣା ବିଷୟରେ ସେ ପିଲା ମାନଙ୍କୁ ଜଣାଇ ଥିଲେ।ତାଙ୍କ ପ୍ରଥମ ପତ୍ନୀ ଙ୍କୁ ଏକ ଇଣ୍ଟରଭ୍ୟୂ ରେ କୁହା ଯାଇଥିଲା କି ଏଭଳି ସ୍ଵାମୀ ଖୋଜ ଯିଏ କି ୨୪ ଘଣ୍ଟା କାମ କରି ପାରୁ ଥିବ।ଏକଥା ଜଷ୍ଟିସ ଚନ୍ଦ୍ରଚୁଡ ବର୍ଣ୍ଣନା କରିଥିଲେ।
ସୂଚନା ଅନୁସାରେ ଲ ଷ୍ଟୁଡେଣ୍ଟ୍ ଙ୍କ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଇଥିଲେ ଜଷ୍ଟିସ ଚନ୍ଦ୍ରଚୁଡ।ସେ ତାଙ୍କ ପୂର୍ବତନ ପତ୍ନୀ ତଥା ଦିବାଙ୍ଗ ରଶ୍ମି ଚନ୍ଦ୍ରଚୁଡ ଙ୍କ ଇଣ୍ଟରଭ୍ୟୁ ବିଷୟ ରେ ବର୍ଣ୍ଣନା କରିଥିଲେ।ସେ ନିଜେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ହେବା
Special report
 ପରେ ତାଙ୍କ ପତ୍ନୀ ଚାକିରି ଛାଡ଼ି ଲ ଫାର୍ମ ରେ ଜବ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଗଲେ।ସେ ଯେତେବେଳେ ଅଥୋରିଟି ଙ୍କୁ ତାଙ୍କ କାର୍ଯ୍ୟ ରେ ସମୟ ପଚାରି ଥିଲେ। ସେତେବେଳେ ସେ କହିଥିଲେ କି ଏଠାରେ କାମ କରିବାର କୌଣସି ସମୟ ନାହିଁ।
ଏଠାରେ ଦିନ ରାତି ୨୪ ଘଣ୍ଟା କାମ କରିବାକୁ ହୋଇ ଥାଏ।ଆପଣ ଏପରି ଜଣେ ସ୍ଵାମୀ ଙ୍କୁ ବାଛନ୍ତୁ ଯିଏ କି ଘର ର ସବୁ କାମ କରୁଥିବ।ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ।ଏହା ପୂର୍ବ ରୁ ସେ ବାର ଆସୋସିଏସନ୍ ର ମେମ୍ବର ଥିଲେ।
Special report
ଯେତେବେଳେ ତାଙ୍କ ସ୍ବାମୀ ଜଜ୍ ହେଲେ ରଶ୍ମି ସେତେବେଳେ ଚାକିରି ଛାଡି ଦେଲେ।ସେତେବେଳେ ଏହି କଥା ସମସ୍ତଙ୍କୁ ଚିନ୍ତା ରେ ପକାଇ ଥିଲା।ବର୍ତ୍ତମାନ ଓ ସେତେବେଳ ର ସମୟ ଭିତରେ ଅନେକ ପାର୍ଥକ୍ୟ ଥିଲା।ଏବେ ମହିଳା ମାନଙ୍କୁ ସବୁ ସୁବିଧା ଦିଆ ଯାଉଚି।
Special report
କିନ୍ତୁ ସେତେବେଳେ ଏସବୁ ନ ଥିଲା।ଜଷ୍ଟିସ ଚନ୍ଦ୍ରଚୁଡ ସେଥିପାଇଁ ମହିଳା ମାନଙ୍କ ସୁବିଧା ଉପରେ ବେଶୀ ଗୁରୁତ୍ବ ଦିଅନ୍ତି।ସେ କୁହନ୍ତି କି ସେ ମହିଳା ମାନଙ୍କ ପାଇଁ ଅଲଗା ଶୌଚାଳୟ ର ବ୍ୟବସ୍ଥା କରିଥିଲେ।
ଓ ଯେଉଁ ମହିଳା ମାନଙ୍କ ର ମାସିକ ଧର୍ମ ହୋଇ ଥିବ ସେମାନଙ୍କୁ ଘରେ ରହି କାମ କରିବା ପାଇଁ ସେ କହୁଥିଲେ।ଏହା ଦ୍ବାରା ତାଙ୍କ ଶରୀର ସୁସ୍ଥ ରହିବ।ଏହି କଥା କୁ ସେ ପିଲା ଙ୍କ ଆଗରେ ବର୍ଣ୍ଣନା କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.