Movie prime

ସ୍ତ୍ରୀ ମୋର ପ୍ରେଗନେଣ୍ଟ ହେଲା ପରେ କେଜାଣି କଣ ହେଲା ଫେରାର ହୋଇଗଲା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଆମେ ଆପଣଙ୍କୁ ଏକ ଏଭଳି ଘଟଣା ସଂପର୍କ ରେ କହିବାକୁ ଯାଉଛୁ ଯାହା ସମ୍ପର୍କ ରେ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜ୍ଞା ହଁ ଏବେ ଜଣେ ସ୍ତ୍ରୀ ନିଜ ସ୍ୱାମୀ କୁ ଧୋକା ଦେଇ ଥିବାର ଦେଖିବାକୁ ମିଳିଛି। ନିଜ ସ୍ଵାମୀ କୁ ଦେଇଥିବା ସାତ ବଚନ କୁ ବର୍ତ୍ତମାନ୍ ଜଣେ ସ୍ତ୍ରୀ ଭାଙ୍ଗି ଦେଇଛି। ନିଜ ବାସର ରାତିରେ ସ୍ତ୍ରୀ କୁ ପସନ୍ଦ ଆସିଲା ନାହିଁ ସ୍ଵାମୀ। ଯାହା ଫଳରେ କି ସ୍ତ୍ରୀ ଜଣକ,
ନିଜ ସ୍ୱାମୀ କୁ ହିଁ ଛାଡ଼ି ସେଠାରୁ ଚଂପଟ ମାରିଛି। ବାହା ହୋଇ ଶାଶୂ ଘର କୁ ଆସିଥିବା ନବ ବଧୂ ର ମନ କିନ୍ତୁ ଥିଲା ତାର ପ୍ରେମିକ ନିକଟରେ। ଅଜ୍ଞା ହଁ ନିଜ ପ୍ରେମିକ ସହ ହିଁ ଉକ୍ତ ବୋହୂ ଜଣକ ଅନୈତିକ ସମ୍ପର୍କ ରଖିଥିଲେ।
ସେଥିପାଇଁ ତାଙ୍କୁ ତାଙ୍କ ସ୍ବାମୀ ମଧ୍ଯ ପସନ୍ଦ ଆସିଲେ ନାହିଁ। ଶାଶୁ ଘରେ ରହିଲା ପରେ ମଧ୍ୟ ମହିଳା ଜଣକ ଙ୍କ ବାରମ୍ବାର ମାନେ ପଡୁଥିଲା ତାଙ୍କ ପ୍ରେମିକ କଥା। ସେଥିପାଇଁ ବିବାହର ସାତ ଦିନରେ ହିଁ ବାପା ଘରକୁ ଯାଇଥିବା ବେଳେ,
ଆଉ ଶାଶୁ ଘରକୁ ଫେରି ନଥିଲା ନବ ବଧୂ। ଯେତେବେଳେ ଶଶୁର ଘର ଲୋକେ ବାପ ଘରକୁ ଫୋନ କରିଥିଲେ ସେତେବେଳେ ତାଙ୍କୁ ଲାଗିଥିଲା ଏକ ଶକ୍ତ ଝଟକା।
ବାପ ଘର ଲୋକେ ତାଙ୍କ ଝିଅ ଆଉ ଶାଶୁ ଘରକୁ ଯିବ ନାହିଁ ବୋଲି ସିଧା ସିଧା ମନା ମଧ୍ୟ କରି ଦେଇଥିଲେ। ବିବାହର କିଛି ଦିନ ପରେ ହିଁ ଭାଙ୍ଗି ଯାଇଛି ସମ୍ପର୍କ। ଶେଷରେ ଉଭୟ ପରିବାର ଙ୍କ ସାହି ସମାଜ ସାମ୍ନାରେ ଛାଡ଼ପତ୍ର ହୋଇଥିଲା।
ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା , ଗୋପାଳପୁର ଗ୍ରାମ ରୁ। ଗୋପାଳପୁର ର ପ୍ରାଣବନ୍ଧୁ ନାୟକ ଙ୍କ ପୁଅ ଅଜିତ ନାୟକ ବୈଦିକ ରୀତିରେ ମହାଳୁଣ୍ଡା ଗ୍ରାମର ବସନ୍ତ ନାୟକ ଙ୍କ ଝିଅ ରେବତୀ ନାୟକ ଙ୍କୁ ବିବାହ କରିଥିଲେ।
ସେ ବିବାହର ୪-୫ ଦିନରେ ଗ-ର୍ଭ-ବ-ତୀ ଥିବାର କହିଥିଲେ। ଏବଂ ତାହାପରେ ଆଉ ବାପ ଘର ଯାଇ ସେ କିନ୍ତୁ ଆଉ ସେଠାରୁ ଫେରି ନଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.