Movie prime

ଏମିତି ବୋହୂ ଜଗତେ ନାହିଁ ସ୍ୱାମୀକୁ କବାଟ ଦେଇ ଶାଶୂଙ୍କୁ କେନାଲରେ ଠେଲିଦେଲା ବୋହୂ ଆଉ ତା ପରେ ....

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଆଜିକାଲି ଦୁନିଆରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଆପଣମାନେ ଭାବି ନଥିବେ । ବାପା ମା କେତେ କଷ୍ଟ କରି ପିଲାକୁ ବଡ ମଣିଷ କରିଥାନ୍ତି । ଯଦି ଏହି ପିଲା ତାଙ୍କୁ ଏଭଳି ବ୍ୟବହାର କରିବ ସେହି ମାଆ ବାପା କିଭଳି ସହିବେ । 
ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଏଭଳି କିଛି ଖବର ଆସିଛି ଗୋଟିଏ ବୋହୂକୁ ନେଇ । ଘରକୁ କେତେ ଆଶା କରି ବାପା ମା ନିଜ ପୁଅକୁ ବିବାହ କରାଇ ଘରକୁ ବୋହୂ ଆଣିଥାନ୍ତି ।
Special report
ଆଉ ବୋହୂକୁ ନିଜ ଝିଅ ଭଳି ଦେଖିଥାନ୍ତି କିନ୍ତୁ ଏଭଳି କିଛି ଝିଅ ଅଛନ୍ତି ଯେଉଁମାନେ ବିବାହ କରିବା ପରେ ଶାଶୁ ଶଶୁରଙ୍କ ସହିତ ଖରାପ ବ୍ୟବହାର କରିଥାନ୍ତି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ବୋହୂ ତାର ଶାଶୁକୁ ନାଳକୁ ଫିଙ୍ଗି ଦେଇଛି ।
ଶାଶୁ ଜଣକ କେତେ ଆଶା କରି ବୋହୂ ଆଣିଥିଲା କିନ୍ତୁ ଏହି ବୋହୂ ଜଣକ ଏଭଳି କରିବ ବୋଲି କିଏ ଭାବିଥିଲା । ଏହି ବୋହୂ ଜଣକ ଘରକୁ ଆସିବା ପରେ ଶାଶୁ ତାକୁ ଝିଅ ବୋଲି ଭାବୁଥିଲା କିନ୍ତୁ ଏହି ବୋହୂ ଜଣକ ଶାଶୁ ସହ ଏଭଳି କରିଥିଲା ।
Special report
ଶାଶୁ ଖାଇବାକୁ ମାଗିବାରୁ ବୋହୂ ଜଣକ ଶାଶୁକୁ ନାଳକୁ ଫିଙ୍ଗି ଦେଲା । ଶାଶୁ ଶଶୁର ବୃଦ୍ଧ ଅବସ୍ଥାରେ ପହଞ୍ଚିଲେ ସେମାନେ ଛୋଟ ପିଲାଙ୍କ ସହିତ ସମାନ ହୋଇଥାନ୍ତି । ଛୋଟ ପିଲାଟିର ଯେଉଁଭଳି ଯତ୍ନ ନିଆଯାଇଥାଏ ସେହିଭଳି ବୃଦ୍ଧ ଶାଶୁ ଶଶୁରଙ୍କର ଧ୍ୟାନ ରଖାଯାଇଥାଏ । 
Special report
ଏଭଳି ହୃଦୟ ବିଦାରକ ଘଟଣା, ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ । ସ୍ବାମୀଙ୍କୁ କବାଟ ଦେଇ ଶାଶୁକୁ କେନାଲ ଭିତରକୁ ଠେଲି ଦେଇଛି ଏହି ନାଇଟ ପିନ୍ଧା ବୋହୂ ଜଣକ । ଆଉ ଏବେ ଏହି ବୋହୂ ଜଣଙ୍କୁ ପୋଲିସ ଗିରଫ କରିଛି ଆଉ କୋର୍ଟ ଚାଲାଣ କରିଛି ।
ଏହି ଶାଶୁ ଜଣକ ହେଉଛନ୍ତି ଲୟ ଭୋଇ । ତାଙ୍କୁ ଏବେ ଚିକିତ୍ସା କରାଯାଉଛି । ଏହି ବୋହୂ ଜଣକ ହେଉଛନ୍ତି ସବିତା । ପୁଅକୁ କବାଟ ଦେଇ ବୋହୂ ଜଣକ ଏଭଳି ନିନ୍ଦନୀୟ କାମ କରିଛି । ଏବେ ଲୋକମାନେ କହୁଛନ୍ତି ନାଇଟ ପିନ୍ଧା ବୋହୂ ତୁ କଣ କରିଲୁ ।