Movie prime

ସ୍ଵାମୀ ମରିବାର କିଛି ଦିନ ଯାଇନି, ସ୍ତ୍ରୀ ଏଠି ଆଉ ଗୋଟେ ପୁରୁଷ ସହ ଦେହ ସୁଖ ମେଣ୍ଟାଇବା ରେ ରହିଲାଣି ବ୍ୟସ୍ତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ରଶ୍ମିତା ମହାରଣା ନାମକ ଜଣେ ମହିଳା ଙ୍କ ନାମରେ ଜଣେ ସମାଜସେବୀ କହିଛନ୍ତି ସେ ତାଙ୍କ ନିକଟକୁ ସପ୍ତାହେ ପୁର୍ବରୁ ଆସିଥିଲେ।
Special report
ସେ କହିଥିଲେ କି ତାଙ୍କର ସ୍ୱାମୀ ସହିତ ଜଣେ ବିଧବା ମହିଳା ଙ୍କ ସମ୍ପର୍କ ଅଛି ଆଉ ଏହା ପାଖାପାଖି ବର୍ଷେ ମଧ୍ୟ ହୋଇ ଗଲାଣି। ଆଉ ସେ ଯେତେ ଚେଷ୍ଠା କଲେ ମଧ୍ୟ ସେହି ବିଧବା ମହିଳା ଙ୍କୁ ତାଙ୍କର ସ୍ୱାମୀ ଛାଡ଼ି ପାରୁ ନାହାଁନ୍ତି।
ଆଉ ସମାଜସେବୀ ଜଣକ କହିଥିଲେ କି ସେ ମହିଳା ଜଣକ ନାମ ହେଉଛି ଗୀତାଞ୍ଜଳି ଆଉ ସେ ମଧ୍ୟ କଳିଙ୍ଗ ବିହାର ରେ ରୁହନ୍ତି। ଗୀତାଞ୍ଜଳୀ ନାମକ ଏହି ବିଧବା ମହିଳା ଜଣକ ଏକ ମ୍ୟାଟ୍ରିମୋନି ସାଇଟ୍ ରୁ ହିଁ ରଶ୍ମିତା ଙ୍କ ସ୍ୱାମୀ ଙ୍କ ସହ ଚିହ୍ନା ପରିଚୟ ହୋଇଥିଲା।
Special report
ଆଉ ସେହି ସମୟରେ ମଧ୍ୟ ରଶ୍ମିତା ଙ୍କ ସ୍ୱାମୀ କହିଥିଲେ କି ସେ ହେଉଛନ୍ତି ଅବିବାହିତ। ଆଉ ପରେ ଜାଣିଥିଲେ କି ତାଙ୍କର ବିବାହ ହୋଇଛି।
ଆଉ ସେ ମଧ୍ଯ ତାଙ୍କର ସ୍ତ୍ରୀ ଙ୍କୁ ଛାଡପତ୍ର ଦେବେ। ଗୀତାଞ୍ଜଳୀ ଙ୍କ ୧୫ବର୍ଷର ପିଲାଟେ ଅଛି ଆଉ ରଶ୍ମିତା ଙ୍କ ପାଞ୍ଚ ବର୍ଷର ଛୁଆ ଟିଏ ଅଛି। ସମାଜସେବୀ ଜଣକ ଏହି ଘଟଣାର ସମାଧାନ କରି ରଶ୍ମିତା ଙ୍କୁ ନ୍ୟାୟ ଦେବା ପାଇଁ ଚାହୁଁ ଥିଲେ
Special report
 କାରଣ ରଶ୍ମିତା ଙ୍କ ୫ ବର୍ଷର ଛୁଆ ଟିଏ ଥିବା ବେଳେ ତାଙ୍କୁ ମାତ୍ର ୨୯ ବର୍ଷ ବୟସ। ହେଲେ ସେଠାରେ ଯାଇ ଯାହା ଦେଖିଲେ କି ଗୀତାଞ୍ଜଳୀ ଏହି ଘଟଣାର ସମାଧାନ କରିବା ପାଇଁ ଆଦୌ ଚାହୁଁ ନାହାଁନ୍ତି।
ସେ କହୁଛନ୍ତି କି ଏହି ଏକ ବର୍ଷ ମଧ୍ୟରେ ରଶ୍ମିତା ମହାରଣା ଙ୍କ ସ୍ୱାମୀ ଙ୍କୁ ସେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଯେ ପର୍ଯ୍ୟନ୍ତ ସେ ୧୭ ଲକ୍ଷ ଟଙ୍କା ଆଦାୟ କରୁ ନାହାଁନ୍ତି ସେ ପର୍ଯ୍ୟନ୍ତ ତାଙ୍କ ସ୍ଵାମୀ ଙ୍କୁ ସେ ଛାଡ଼ିବେ ନାହିଁ ବୋଲି ବାରଣ କରିଦେଲେ।
ଏହି ଘଟଣା ଗୁଡ଼ିକ ଦିନକୁ ଦିନ ଆମ ସମାଜକୁ କଳୁଷିତ କରିବାରେ ଲାଗି ପଡିଛି। ଆଉ ମଧ୍ୟ ଏହା ଦ୍ବାରା ଆମ ସମାଜରେ ପରକ୍ରିୟା ପ୍ରୀତି ବଢିବା ସହ ଏହା ସମାଜ ଉପରେ ଖରାପ୍ ପ୍ରଭାବ ପକାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.