Movie prime

ସ୍ଵାମୀ ନା ରାକ୍ଷସ ଦେଖନ୍ତୁ ଶାଶୁ ଭିଡିଓ କଲେ ସ୍ଵାମୀ ଲୁଗା ଖୋଲିକି ପିଟେ ଦେଖନ୍ତୁ ଏବେ ହୋଇ ଯାଇଛି ଏମିତି ଅବସ୍ଥା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଆଜିକାଲି ଯୁଗରେ ଯୌତୁକ ନିର୍ଯାତନା ଏକ ସାଧାରଣ କଥା ହୋଇଗଲାଣି । ଯୌତୁକ ନିର୍ଯାତନା ପାଇଁ କେତେ ଯେ ବାପା ମାଆଙ୍କ କୋଳ ଶୂନ୍ୟ ହୋଇଯାଉଛି ତାହାର ହିସାବ ନାହିଁ ।
ଅନେକ ଛୋଟ ଛୋଟ ଛୁଆ ମଧ୍ୟ ମାଆ ପ୍ରେମରୁ ବଞ୍ଚିତ ହେଉଛନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଏହି ଭିଡିଓରେ ଆପଣମାନେ ଏହି ଖବର ଜାଣିଲେ ଦୁନିଆ ଏତେ ଖରାପ ବୋଲି କହିବେ ।
Special report
ଏହି ନୃଶଂସ ସ୍ବାମୀ ଜଣକ ତାର ସ୍ତ୍ରୀକୁ ରାତିରେ ପିଟି ଥାଏ ଆଉ ଶାଶୁ ଝଗଡ଼ା ବନ୍ଦ କରିବା ବଦଳରେ ପୁଅ ମାରୁଥିବାର ଭିଡିଓ କରିଥାଏ । ପ୍ରଥମେ ଏହି ସ୍ବାମୀ ଜଣକ ମଦ ପିଇ ଘରକୁ ଆସିଥିଲା ଆଉ ଏହାପରେ କୌଣସି କାରଣରୁ ଝଗଡ଼ା ହୋଇଥିଲା ।
ଆଉ ଏହି ଝଗଡ଼ା ହେବା ପରେ ସ୍ବାମୀ ଜଣକ ସ୍ତ୍ରୀ ଜଣଙ୍କୁ ମାଡ ମାରିଥିଲା । ଆଉ ଶାଶୁ ଜଣକ ଝଗଡ଼ା ରୋକିବା ବଦଳରେ ଘିଅ ଢାଳିବାର କାମ କରୁଥିଲେ । ଏହି ମହିଳା ଜଣଙ୍କୁ ଯୌତୁକ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।
Special report
ଯୌତୁକ ପାଇଁ ହ-ତ୍ୟା। ଉଦ୍ୟମ ମାମଲା ଥାନାରେ ପହଞ୍ଚିଛି । ଏହି ଘଟଣା ଭଦ୍ରକ ଜିଲ୍ଲା ଉପକଣ୍ଠ ଗବ ସାହିରେ । ପରିବାରଲୋକେ ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ଗବ ସାହିର ପଦ୍ମଲୋଚନ ଜେନାଙ୍କୁ ତିନି ବର୍ଷ ତଳେ ବିବାହ କରିଥିଲେ ।
ଅନୁଶୟା ଜେନା ପଦ୍ମଲୋଚନ ଜେନାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ପଦ୍ମଲୋଚନ ଯୌତୁକ ବାବଦକୁ ୧ ଲକ୍ଷ ଟଙ୍କା, ଆସବାବପତ୍ର ଦାବି କରିଥିଲେ । ଅନୁଶୟାଙ୍କ ବାପା ନଗଦ ୫୦ ହଜାର ଟଙ୍କା ଦେଇଥିଲେ । କରୋନା ଥିବାରୁ ସେ ବାକି ଟଙ୍କା ଦେଇ ପାରିନଥିଲେ ।
ପଦ୍ମଲୋଚନ ନିଜ ସ୍ତ୍ରୀକୁ ଏଥିପାଇଁ ସବୁବେଳେ ମାରଧର କରୁଥିଲେ । ଆଉ ଏବେ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ରକ୍ତ ଯୁଡ଼ିବୁଡୁ ଅବସ୍ଥାରେ ଅନୁଶୟାଙ୍କ ପରିବାରଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏବେ ଏହି ମାମଲା ଥାନାରେ ପହଞ୍ଚିଛି ।