Movie prime

ମୋ ସ୍ବାମୀ କହୁଛନ୍ତି ତୁ ଅନ୍ୟ ପୁଅ ସହ ଶାରୀରିକ ସଂପର୍କ ରଖ, ମୁଁ ଭିଡିଓ କରିବି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଯୁବତୀ ଏକ ମୁସଲିମ ଯୁବକ କୁ ଭଲପାଇ ବସିଥିଲେ। ଏହାପରେ ସେ ନିଜର ଧର୍ମ କରି ତାଙ୍କୁ ବିବାହ ମଧ୍ୟ କରିଥିଲେ। ହେଲେ ଏବେ ସ୍ଵାମୀ ସ୍ତ୍ରୀ କୁ ଦେହ ବ୍ୟବସାୟ କରିବାକୁ କହୁଛି।
Special Report
ଆଉ ଦେହ ବ୍ୟବସାୟ କରି ଟଙ୍କା ଆଣି ଦେବା ପାଇଁ କହୁଛନ୍ତି। ଏହି ମୁସଲିମ ଯୁବକ ଜଣକ ପୂର୍ବରୁ ମଧ୍ଯ ବିବାହିତ ଥିଲେ। ଏହାପରେ ମଧ୍ଯ ତାଙ୍କ ପ୍ରେମିକା କୁ ଧୋକା ଦେଇଥିଲେ।
ଧୋକା ଦେଇ ତାଙ୍କୁ ବିବାହ କରିବା ପରେ ତାଙ୍କୁ ଦୁଇଟି ପିଲାର ମାଆ ମଧ୍ଯ କରାଇଥିଲେ। ହେଲେ ଏବେ ତାଙ୍କୁ ନିର୍ଯାତନା ଦେଉଛନ୍ତି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି।
୨୦୦୮ ମସିହା ଅଗଷ୍ଟ ମାସ ୧୪ ତାରିଖରେ ଉଦୁରିଆ ଗ୍ରାମର ଶେଖ ଚୁମା ଙ୍କୁ ସେ ପ୍ରେମ ବିବାହ କରିଥିଲେ। ଚୁମା ଜଣେ ଗ୍ୟାରେଜ ରେ କାମ କରୁଥିଲେ। ସେ ନିଜକୁ ଚୁମା ନାୟକ ବୋଲି ଦର୍ଶାଇ ତାଙ୍କର ପ୍ରେମିକା କୁ ଫସାଇ ଥିଲେ।
Special Report
ଏହାପରେ ଚୁମା ପୀଡ଼ିତାଙ୍କ ତାଙ୍କ ନିକଟରେ ଛଅ ମାସ ରହିବା ପରେ ଯୁବକ ଜଣକ ତାଙ୍କୁ ବିବାହ କରିବା ପାଇଁ କୋର୍ଟ ନେଇ ଯାଇଥିଲେ। ସେଠାରେ ଆଧାର କାର୍ଡ ଯାଞ୍ଚ ସମୟରେ ହିଁ ପ୍ରେମିକା ଜଣକ ଜାଣି ପାରି ଥିଲେ କି ଚୁମା ଜଣେ ମୁସଲିମ ଅଟନ୍ତି।
ଏହାପରେ ସେ ଚୁମା ଙ୍କୁ ୧୫ ବର୍ଷ ବିବାହ କରି ବାହାରେ ରହି ଯେତେବେଳେ ଚୁମା ଙ୍କ ଘରକୁ ଆସିଥିଲେ ସେତେବେଳେ ସେ ଜାଣିବାକୁ ପାଇଲେ କି ଚୁମା ଆଗରୁ ବିବାହିତ ବୋଲି।
ଏହାପରେ କଳ୍ପନା ତାଙ୍କରି ଘର ସାମ୍ନା ରେ ହିଁ ଏକ ଝୁମ୍ପୁଡ଼ି ଘରେ ରହୁଛନ୍ତି ଆଉ ତାଙ୍କର ଦୁଇଟି ପିଲା ମଧ୍ଯ ଅଛି। ତାଙ୍କର ଶାଶୁ ଘର ଲୋକ ତାଙ୍କୁ ଖୁବ ମାଡ଼ ମାରିବା ସହ ତାଙ୍କୁ ଦେହ ବ୍ୟବସାୟ ମଧ୍ୟ କରିବା ପାଇଁ ବାଧ୍ୟ କରୁଛନ୍ତି।
ଏହି ଘଟଣା କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।