Movie prime

ମୋ ସ୍ବାମୀ ର ସ୍ତ୍ରୀ ନୁହେଁ, କେବଳ ସେ ପ୍ରେମିକା ଦରକାର ଆଉ ସେଥିପାଇଁ ସେ ତାକୁ ଲୁଚି ଲୁଚି ପ୍ରେମ କରୁଛି

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ଜଣେ ସ୍ତ୍ରୀ କହିଛନ୍ତି କି ତାଙ୍କର ସ୍ୱାମୀ ଯାହା କହିଛନ୍ତି ସେ ସବୁ ସେ ମିଛ କହିଛନ୍ତି। ତାଙ୍କ ସ୍ୱାମୀ ଙ୍କୁ ସ୍ତ୍ରୀ ନୁହେଁ ବରଂ ତାଙ୍କୁ ପ୍ରେମିକା ଦରକାର୍ ସେ ତାଙ୍କର ସ୍ତ୍ରୀ ଓ ପିଲା ମାନଙ୍କୁ ଛାଡ଼ି ଯାଇ
Special report
ତାଙ୍କର ପ୍ରେମିକ ବର୍ଷା ଙ୍କ ସହ ରହୁଛନ୍ତି। ଘର ଭଡ଼ା ନେଇ ନିଜର ପ୍ରେମିକ ସହ ସେ ଦୀପାବଳୀ ମଧ୍ୟ ପାଳନ କରୁଛନ୍ତି। ସ୍ତ୍ରୀ ଜଣକ କହିଛନ୍ତି କି ତାଙ୍କର ପିଲାମାନେ ଏବେ ଖୁବ୍ ହଇରାଣ ରେ ଅଛନ୍ତି।
ସ୍ୱାମୀ ବାହା ହେବାର ସାତ ବର୍ଷ ପରେ ମଧ୍ୟ ସେ ତାଙ୍କର ସ୍ତ୍ରୀ ଓ ପିଲା ମାନଙ୍କୁ ଛାଡ଼ି ଯାଇ ତାଙ୍କର ପ୍ରେମିକ ସହ ରହୁଛନ୍ତି। ସ୍ତ୍ରୀ ଜଣକ ତାଙ୍କୁ ଅନେକ ବୁଝାଇଥିଲେ ମଧ୍ଯ ସେ ବୁଝି ନଥିଲେ ବିବାହିତ ସ୍ତ୍ରୀ ମାନଙ୍କ ସହ ସେ ସମ୍ପର୍କରେ ଥିଲେ।
ଶେଷରେ ସ୍ତ୍ରୀ ଜଣକ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ। ନିଜ ଶଙ୍ଖା ସିନ୍ଦୁର କୁ ରକ୍ଷା କରିବା ପାଇଁ ଏବେ ଆଇନ୍ ର ସାହାରା ନେଇଛନ୍ତି ସ୍ତ୍ରୀ ଜଣକ। ନିଜ ସ୍ୱାମୀର ରାସଲୀଳା ର ଭିଡ଼ିଓ କୁ ଫିଟାଇ ଦେଇଛନ୍ତି।
Special report
ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ରେ ଦେଖିବାକୁ ମିଳିଛି। ନିଜ ସ୍ତ୍ରୀ ପିଲାଙ୍କୁ ଛାଡ଼ି ପ୍ରେମିକା ଓ ତାର ପିଲା ମାନଙ୍କ ସହ ଦୀପାବଳୀ ପାଳୁଥିଲା ସ୍ୱାମୀ। ଏହାପରେ ସେଠାରେ ସେହି ସମୟରେ ହିଁ ସ୍ତ୍ରୀ ପହଞ୍ଚି ଯାଇଥିଲା।
ସ୍ତ୍ରୀ କୁ ଦେଖିବା ପରେ ରସୀକିଆ ସ୍ୱାମୀର ସବୁ ଅକଲ ଗୁଡ଼ୁମ୍ ହୋଇ ଯାଇଥିଲା। ସ୍ୱାମୀ ର ପ୍ରେମିକା କୁ ଦେଖିବା ପରେ ନିଜର ରାଗ ସମ୍ଭାଳି ପାରି ନଥିଲା ସ୍ତ୍ରୀ। ସାଙ୍ଗେ ସାଙ୍ଗ ସ୍ୱାମୀର ଗାଲକୁ ମାରି ଲାଲି କରିଦେଲା ସ୍ତ୍ରୀ।
ଶେଷରେ ଏହି ଘଟଣାର କୌଣସି ସମାଧାନ ହୋଇ ପାରି ନଥିଲା ସେଥିପାଇଁ ସ୍ତ୍ରୀ ଆଜି ଥାନାର ଦ୍ୱାରସ୍ଥ ମଧ୍ଯ ହୋଇଛି। ଏହି ମହିଳା ଜଣକ ହେଉଛନ୍ତି ଶାନ୍ତିପଡ଼ା ର ରିତାଞ୍ଜଳି ଉପାଧ୍ୟାୟ।
ଆଉ ତାଙ୍କର ସ୍ଵାମୀଙ୍କ ନାମ ହେଉଛି ସୁବ୍ରତ ଉପାଧ୍ୟାୟ। ଆଉ ଏବେ ସ୍ତ୍ରୀ ଜଣକ ସ୍ୱାମୀ ନାମରେ ସଂପୂର୍ଣ୍ଣ ପ୍ରମାଣ ସହ ଏହି ସଙ୍ଗୀନ ଅଭିଯୋଗ ନେଇ ଆସିଛନ୍ତି। ଆଉ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.