Movie prime

ସ୍ଵାମୀ ନ ଥିଲା ବେଳେ ପ୍ରେମିକ କୁ ଘରକୁ ଡାକି ଅନୈତିକ କାମ ରେ ଲିପ୍ତ ରହିଲା ସ୍ତ୍ରୀ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାସ୍ତା କଡ଼ରେ ପ୍ରେମିକ ସହ ମିଶି ରୋମାନ୍ସ କରୁଥିଲା ଭାଉଜ। ଆଉ ପଛ ପଟୁ ଧୀରେ ଧୀରେ ଯାଇ ଦେଖି ଦେଇଥିଲା ଦିଅର।
Special Report
ଆଉ ତାହାପରେ ଦିଅର ଓ ଭାଉଜ ଭିତରେ ଯାହା କିଛି ହୋଇଥିଲା ତାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଏହି ମହିଳା ଜଣକ ନାମ ମଧ୍ୟ ହେଉଛି ଦୀପା। ଏହି ମହିଳା ଜଣକ ନିଜ ସ୍ୱାମୀ ଥାଉ ଥାଉ ପର ପୁରୁଷକୁ ପ୍ରେମ କରୁଥିଲେ।
ଆଉ ତାଙ୍କର ପ୍ରେମିକ ଶେହେଜାଦ ଯିଏକି ମହିଳା ଜଣକ ବିବାହିତ ବୋଲି ଜାଣି ମଧ୍ୟ ତାଙ୍କୁ ପ୍ରେମ କରୁଥିଲେ। ତାଙ୍କର ଦୁଇ ଜଣଙ୍କ ପ୍ରେମ ଧରା ପଡ଼ିଗଲା ବୋଲି ସେମାନେ ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି
ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ। ସ୍ୱାମୀ ସେପଟେ ସ୍ତ୍ରୀ ପାଇଁ ବାହାରେ ଦାଦନ ଖଟୁଥିବା ବେଳେ ସ୍ତ୍ରୀ କିନ୍ତୁ ରାସ୍ତା ଉପରେ ଛିଡା ହୋଇ ନିଜ ପ୍ରେମିକ କୁ ପ୍ରେମ ମଧ୍ୟ କରୁଛି।
Special Report
ହେଲେ ତାଙ୍କର ଏହି ଚୋରା ପିରତି କୁ ଦେଖି ଦେଇଥିଲା ଦିଅର ପବନ। ଏହାକୁ ନେଇ ଦିଅର ଓ ଭାଉଜ ମଧ୍ୟରେ ସବୁଦିନ ଖୁବ୍ ବିବାଦ ମଧ୍ୟ ଲାଗି ରହୁଥିଲା। ଏହାପରେ ଏହି ଝଗଡ଼ା କିନ୍ତୁ ବ୍ଲାକ ମେଲ ରେ ବଦଳି ଯାଇଥିଲା।
କିଛି ବର୍ଷ ପୂର୍ବେ ତାଙ୍କର ଲଳିତ ନାମକ ଏକ ଯୁବକ ସହ ବିବାହ ହୋଇଥିଲା। ଦୁହିଁଙ୍କର ଏକ ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ନିଜ ସ୍ତ୍ରୀ ଓ ପିଲାର ଭରଣ ପୋଷଣ କରିବା ପାଇଁ ଲଳିତ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିଲେ।
ହେଲେ ଭାଉଜର ଏହି ଚୋରା ପିରତି କୁ ଦିଅର ବାରମ୍ବାର ଭାଇ ଆଗରେ କହି ଦେବ ବୋଲି କହୁଥିଲା। ଏହାପରେ ଶେଷରେ ଭାଉଜ ନିଜ ପ୍ରେମିକ ସହ ମିଶି ଏକ ପ୍ଲାନ୍ କରିଥିଲେ ଆଉ ନିଜ ଦିଅର ର ସର୍ଜିକାଲ ବ୍ଲେଡ ରେ ତଣ୍ଟୀ କାଟି ଦେଇଥିଲେ।
ଏହାପରେ ତାଙ୍କୁ ନେଇ ଛାତ ଉପରେ ଲୁଚାଇ ଦେଇ ଥିଲେ। ଧରା ପଡିବ ପରେ ତାଙ୍କର ସବୁ ସତ ସମସ୍ତଙ୍କ ସାମ୍ନାରେ ମଧ୍ଯ ଧରା ପଡି ଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.