Movie prime

ସ୍ଵାମୀଙ୍କ ନାଁ ରେ ଆଣିଲେ ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ ଚତୁର୍ଥୀ ରାତିରେ ନିଶା ଦେଇ କରିଥିଲେ ଏମିତି କାଣ୍ଡ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଖବର ହେଉଛି ଜଣେ ସ୍ବାମୀ ତାର ସ୍ତ୍ରୀକୁ ନିଶା ଦେଉଥିଲେ । ସ୍ବାମୀ ଜଣକ ସ୍ତ୍ରୀକୁ ଚତୁର୍ଥୀ ରାତିରେ ନିଶା ଦେଇ ଏଭଳି କାମ କରୁଥିଲା ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ସ୍ବାମୀ ଜଣକ ସ୍ତ୍ରୀକୁ ଚତୁର୍ଥୀ ରାତି ଠାରୁ ଆରମ୍ଭ କରି ନିଶା ଦେଉଛନ୍ତି ।
ଆଉ ଆଜି ପର୍ଯ୍ୟନ୍ତ ଏହି ସ୍ତ୍ରୀ ଜଣଙ୍କୁ ନିଶା ଦେଇ ଆସୁଛନ୍ତି ସ୍ବାମୀ ଜଣକ । ଏହି ସ୍ବାମୀ ଜଣକ ସ୍ତ୍ରୀକୁ ନିଶା ଦେଇ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ ।ସ୍ତ୍ରୀ ଜଣକ ଅତ୍ୟାଚାର ସହି ଆସୁଥିଲେ । ଆଜି ଏହାର ପ୍ରତିବାଦ କହିଛନ୍ତି ।
Special Report
ଏହି ସ୍ତ୍ରୀ ଜଣକ ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ତାଙ୍କୁ ଅତ୍ୟାଚାର କରୁଛନ୍ତି ବୋଲି ସେ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ୨୦୨୨ ମସିହା ଫେବୃଆରୀ ୪ ତାରିଖରେ ସେମାନେ ବିବାହ କରିଥିଲେ । 
ଏହି ସ୍ବାମୀ ଜଣକ ହେଉଛନ୍ତି ପବିତ୍ର ଦେ । ସେ ଜଣେ ରିଜର୍ଭ ପୋଲିସ ଅଫିସର । ବୈଦିକ ରୀତିନୀତି ଅନୁସାରେ ପବିତ୍ର ସ୍ୱାତୀଙ୍କୁ ବିବାହ କରିଥିଲେ । ସ୍ଵାତୀ ଜଣେ ସାଧାରଣ ପରିବାରର ଝିଅ । ତାଙ୍କର ବାପା ଜଣେ ଡ୍ରାଇଭର ।
Special Report
ସ୍ଵାତୀ ଜଣେ ଡ୍ରାଇଭରର ଝିଅ ବୋଲି ତାଙ୍କୁ ତାଙ୍କ ସ୍ଵାମୀ ଆଉ ଶାଶୁ ଘରଲୋକେ ପସନ୍ଦ କରୁ ନଥିଲେ ସେଥିପାଇଁ ତାଙ୍କୁ ନିର୍ଯ୍ୟାତନା ଦେଇଥାନ୍ତି । ସ୍ଵାତୀ ଗର୍ବ କରନ୍ତି କି ସେ ଜଣେ ପୋଲିସ ଅଫିସରଙ୍କୁ ବିବାହ କରିଛନ୍ତି । 
Special Report
କିନ୍ତୁ ତାଙ୍କ ସ୍ବାମୀଙ୍କ ଭିତରେ ଏଭଳି ଜଣେ ଅମଣିଷ ଲୁଚି ରହିଛନ୍ତି ତାହା ସେ କେବେବି ଭାବି ନଥିଲେ । ସବୁବେଳେ ସ୍ଵାତୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ ସ୍ବାମୀ ଏବଂ ଶାଶୁଘର ଲୋକେ । ନିଶା ଦେଇ ତାଙ୍କୁ ନିର୍ଯ୍ୟାତନା କରିଥାନ୍ତି ।
ବାହାଘରର କିଛି ମାସ ପରେ ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ । ନିର୍ଯ୍ୟାତନା ସହି ସ୍ଵାତୀ ସେଠାରେ ରହୁଥିଲେ ସମ୍ପର୍କ ବଞ୍ଚାଇବା ପାଇଁ କିନ୍ତୁ ଏବେ ସେ ସ୍ଵାମୀଙ୍କ ଏବଂ ଶାଶୁଘର ଲୋକଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି । ଦେଖାଯାଉ କେବେ ସ୍ଵାତୀଙ୍କୁ ନ୍ୟାୟ ମିଳୁଛି ।