Movie prime

ସ୍ଵାମୀ ଦେଇପାରିଲାନି ବୋଲି ଦିଅର ସହ ଶୋଇଲି ହେଲେ ମତେ କଣ ପାଇ ହଇରାଣ କରୁଚ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ମହିଳା ମାନେ କିଭଳି ନିଜ ସ୍ଵାମୀ ପରିବାର ଛାଡି ପର ପୁରୁଷ ଙ୍କ ସହିତ ଫେରାର ହୋଇ ଯାଉଛନ୍ତି।ସେହି ମହିଳା ଜଣକ ନିଜ ର ସବୁକିଛି ଭୁଲି ଗଲେ।
Special report
ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହା ଘଟିଛି ଅନୁଗୁଳ ଜିଲ୍ଲାର ସମର ପୋଲିସ ଥାନା ଅଞ୍ଚଳ ରେ।ଏଠାରେ ଜଣେ ମହିଳା ପର ପୁରୁଷ ପାଇଁ ନିଜ ସ୍ଵାମୀ ଓ ପରିବାର କୁ ଭୁଲି ଗଲେ।
ସୂଚନା ଅନୁସାରେ ଜଣେ ମହିଳା ନିଜ ସମ୍ପର୍କୀୟ ଦିଅର ଙ୍କ ସହିତ କେଉଁ ଆଡେ ଚାଲି ଯାଇଛନ୍ତି।ଏହା କୁ ନେଇ ଥାନା ରେ ଅଭିଯୋଗ କରିଛନ୍ତି ସ୍ଵାମୀ ବିନୋଦ।ତାଙ୍କ କହିବା ଅନୁଯାୟୀ ତାଙ୍କ ଦେହ ବହୁତ ଖରାପ ହୋଇ ଯାଇଛି।
ସେଥିପାଇଁ ତାଙ୍କ ସ୍ତ୍ରୀ ଏବେ ତାଙ୍କ ସହ ରହିବା ପାଇଁ ଚାହୁଁ ନାହାନ୍ତି।ସେହି ଗ୍ରାମ ର ଚନ୍ଦନ ନାମକ ଜଣେ ଯୁବକ ଙ୍କୁ ସେ ପ୍ରେମ କରୁଛନ୍ତି।ଏବେ ଚନ୍ଦନ ତାଙ୍କ ସ୍ତ୍ରୀ ଙ୍କୁ ନେଇ କୁଆଡେ ଚାଲି ଯାଇଛନ୍ତି।
Special report
ବିନୋଦ ଏହାକୁ ନେଇ ଚନ୍ଦନ ଙ୍କ ସହିତ ଝଗଡ଼ା କରିଥିଲେ।ଚନ୍ଦନ କହିଥିଲେ କି ମୁଁ ତୋ ସ୍ତ୍ରୀ କୁ ପ୍ରେମ କରୁଚି।ତାକୁ ବିବାହ କରି ତୋ ସମ୍ପତି ନେଇ ଯିବି।ଏବେ ତାଙ୍କ ପତ୍ନୀ ଚନ୍ଦନ ଙ୍କ ସହିତ କେଉଁ ଆଡେ ଚାଲି ଯାଇଛନ୍ତି।
ଏହି ଘଟଣା ଚାରି ଆଡ଼େ ଏବେ ପ୍ରଚାର ହୋଇ ସରିଛି।ବିନୋଦ ଜଣେ ସରକାରୀ ଶିକ୍ଷକ ଅଟନ୍ତି।ଦୀର୍ଘ ୧୨ ବର୍ଷ ତଳେ ସେ ନିକଟସ୍ଥ ଗ୍ରାମ ର ଜଣେ ଯୁବତୀ ଙ୍କୁ ପ୍ରେମ କରି ବିବାହ କରିଥିଲେ।
ଏହା ପରେ ତାଙ୍କର ଏକ ୧୦ ବର୍ଷ ର ଝିଅ ଟି ଏ ମଧ୍ୟ ରହିଛି।ତାଙ୍କ ସ୍ତ୍ରୀ ପ୍ରେମିକ ଚନ୍ଦନ ସହିତ ଯିବା ବେଳେ ଥରେ ହେଲେ ନିଜ ଝିଅ କଥା ଭାବିଲେ ନାହିଁ।
ଛୋଟ ଝିଅ ଟି ନିଜ ମା କଥା ମନେ ପକାଇ ଖାଲି କାନ୍ଦୁଚି।ଅନ୍ୟ ପଟେ ବିନୋଦ ତାଙ୍କ ସ୍ତ୍ରୀ ଓ ଚନ୍ଦନ ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.