Movie prime

ସ୍ଵାମୀ ହେଉଥିଲା ଦ୍ଵିତୀୟ ବିବାହ ଅଚାନକ ପହଞ୍ଚିଲା ପ୍ରଥମ ସ୍ତ୍ରୀ... ଦଉଡି ବେଦୀ ରୁ ଡେଇଁଲା ସ୍ଵାମୀ...

 
Special Report
ନମସ୍କାର ପାଠକ ବନ୍ଧୁ।ବିବାହ ବେଦୀ ରେ ପଡ଼ିଲା ହାତ କଡି।ପ୍ରଥମ ସ୍ତ୍ରୀ ଓ ପିଲା ମାନେ ଥାଉ ଥାଉ ଦିତୀୟ ବିବାହ କରୁଥିଲେ ସ୍ଵାମୀ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ର ବାଳ କାଟି ଥାନା ଅଞ୍ଚଳ ରେ।
Special Report
ସେଠାରେ ଯୋଗେଶ ନାମକ ଜଣେ ବ୍ୟକ୍ତି ଗତ କିଛି ବର୍ଷ ତଳେ ବିବାହ କରିଥିଲେ।ହେଲେ ବର୍ତ୍ତମାନ ପୁଣି ଥରେ ଲୁଚି ଅନ୍ୟ ଜଣେ ମହିଳା ଙ୍କୁ ବିବାହ କରୁଥିଲେ।ଏହା ପରେ ସେଠାରେ ଏକ ହାଇ ଡ୍ରାମା ଦେଖିବାକୁ ମିଳିଥିଲା।
ସୂଚନା ଅନୁସାରେ ଜଣେ ମହିଳା କିଛି ବର୍ଷ ତଳେ ଯୋଗେଶ ନାମକ ଜଣେ ବ୍ୟକ୍ତି ଙ୍କୁ ବିବାହ କରିଥିଲେ।ବିବାହ ପରେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।ହେଲେ ଏହା ପରେ ଯୋଗେଶ ଅନ୍ୟ ଜଣେ ମହିଳା ଙ୍କୁ ପ୍ରେମ କରୁଥିଲେ।
ଏ କଥା ତାଙ୍କ ସ୍ତ୍ରୀ ଜାଣିବା ପରେ ଯୋଗେଶ ଙ୍କ ସହିତ ସବୁଦିନ ଝଗଡ଼ା କରୁଥିଲେ।ଯୋଗେଶ ମଧ୍ୟ ତାଙ୍କ ପତ୍ନୀ ଙ୍କୁ ସବୁ ଦିନ ପିଟୁ ଥିଲେ।ଏହା ପରେ ମହିଳା ଜଣକ ଶାଶୁ ଘର ଛାଡି ବାପ ଘରେ ଆସି ରହିଥିଲେ।
Special Report
ନିଜ ଦୁଇ ପିଲା ଙ୍କୁ ମଧ୍ୟ ସେ ତାଙ୍କ ସାଙ୍ଗ ରେ ନେଇ ଯାଇଥିଲେ।ଏହା ହିଁ ଯୋଗେଶ ଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା।ସେ ଗୋଟିଏ ମନ୍ଦିର କୁ ଯାଇ ତାଙ୍କ ପ୍ରେମିକା ସହିତ ବିବାହ କରୁଥିଲେ।
ଏହି ସମୟ ରେ ତାଙ୍କ ପ୍ରଥମ ପତ୍ନୀ କୌଣସି ଠାରୁ ଖବର ପାଇ ସେଠାରେ ପହଞ୍ଚି ଯାଇଥିଲେ।ଓ ତାଙ୍କ ସ୍ଵାମୀ ଙ୍କ ସହିତ ଝଗଡ଼ା ଆରମ୍ଭ କରି ଦେଇ ଥିଲେ।ଯୋଗେଶ ତାଙ୍କ ପ୍ରେମିକା ଙ୍କୁ ନେଇ ପ୍ରଥମେ ଗୋଟିଏ ରୁମ୍ ଭିତରେ ଭର୍ତ୍ତି କରି ଦେଇଥିଲେ।
ଏହା ପରେ ସେ ବାହାର କୁ ଆସି ଗଣ୍ଡଗୋଳ କଲେ।ଗ୍ରାମ ର ଲୋକ ମାନେ ଏହା ଶୁଣି ପୋଲିସ କୁ ଖବର ଦେଇଥିଲେ।ପୋଲିସ ଖବର ପାଇଁ ଘଟଣା ସ୍ଥଳ ରେ ପହଞ୍ଚି ଯୋଗେଶ କୁ ଗିରଫ କରିଥିଲା।ପ୍ରଥମ ପତ୍ନୀ ଥାଉ ଥାଉ ଦିତୀୟ ବିବାହ କରିବା ସମ୍ପୂର୍ଣ୍ଣ ଅପରାଧ ବୋଲି ଗାଁ ର ଲୋକ ମାନେ କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.