Movie prime

ସେମାନେ ସୁଯୋଗ ଦେଖି ମୋ ତଳି ପେଟ ରେ ହାତ ମାରିଲେ ବୋଲି ମୋ ସ୍ବାମୀ ରାଗରେ ସେ ଦୁଇଟା ଙ୍କ ବେକ କାଟିଦେଲା

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଟ୍ରେନ ରେ ଯାତ୍ରା କରିବା ବଡ ବିପଦ।କେତେବେଳେ କାହା ସହିତ କଣ ଘଟିବ ତାହା କେହି ଜାଣି ନାହାଁନ୍ତି।ଗତ କାଲି ଜଣେ ମହିଳା ଙ୍କୁ ଟ୍ରେନ ରେ ଦୁର୍ବ୍ୟବହାର କରା ଯାଇଥିଲା।
Special report
ସେଠାରେ ତାଙ୍କ ସ୍ଵାମୀ ଉପସ୍ଥିତ ଥିଲେ।ମହିଳା ଙ୍କ ପେଟ ରେ କିଛି ଯୁବକ ମାନେ ହାତ ମାରି ଥିଲେ।ଏହା ପରେ ତାଙ୍କୁ କମେଣ୍ଟ ମାରିଥିଲେ।ଏହା କୁ ତାଙ୍କ ସ୍ବାମୀ ସହି ପାରି ନ ଥିଲେ।ସେ ସାଙ୍ଗେ ସାଙ୍ଗେ ନିଜ ବ୍ୟାଗ୍ ରୁ ଧାରୁଆ ଅସ୍ତ୍ର କୁ କାଢି ଅଭିଯୁକ୍ତ ଯୁବକ ମାନଙ୍କ ବେକ କାଟି ଦେଇଥିଲେ।
ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ପୁରୀ ଟିଟିଲାଗଡ଼ ର ଗାନ୍ଧିଧାମ୍ ଟ୍ରେନ ରେ ଘଟିଛି ଏଭଳି ଘଟଣା।ଏହି ଟ୍ରେନ ରେ ଆସୁଥିଲେ ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି।ସେ ଗୋଟିଏ ଇଟା ଭାଟି ର ମାଲିକ ଥିଲେ।
ତାଙ୍କ ସାଙ୍ଗ ରେ ଥିଲେ ଜଣେ ଶ୍ରମିକ ତ୍ରିନାଥ।ଚଗଲା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଙ୍କ ସହିତ ସେହି ଟ୍ରେନ ରେ ଯାତ୍ରା କରିଥିଲେ।ଯେତେବେଳେ ତ୍ରିନାଥ ଟ୍ରେନ ରେ ଚଢିଲେ।ସାଙ୍ଗେ ସାଙ୍ଗେ ଚଗଲା ଙ୍କ ପତ୍ନୀ ଙ୍କ ପ୍ରତି ଖରାପ ବ୍ୟବହାର କଲେ।ତାଙ୍କ ପେଟ ରେ ହାତ ମାଇଲେ।
Special report
ଏହାକୁ ଚଗଲା ସହି ପାରି ନ ଥିଲେ।ସେ ତ୍ରିନାଥ ଙ୍କ ସହିତ ଝଗଡ଼ା କଲେ।କିନ୍ତୁ ସେମାନେ କେହି ତାଙ୍କ କଥା ଶୁଣି ନ ଥିଲେ।ଶେଷ ରେ ତ୍ରିନାଥ ଟିକେ ରାଗି ଯାଇ ତାଙ୍କ ବ୍ୟାଗ୍ ରୁ ବ୍ଲେଡ ବାହାର କରିଥିଲେ।
ଏବଂ ସେଥିରେ ସେ ତ୍ରିନାଥ ଓ ତାଙ୍କ ସହଯୋଗୀ ମାନଙ୍କ ବେକ କାଟି ଦେଇଥିଲେ।ଏହା ପରେ ସେମାନେ ଜୋରେ ଜୋରେ ଚିତ୍କାର କଲେ।ଟ୍ରେନ ଟି କିଛି ସମୟ ପାଇଁ ଅଟକି ଯାଇଥିଲା।
ପୋଲିସ ଓ ରେଳ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ତ୍ରିନାଥ ଓ ତାଙ୍କ ସାଙ୍ଗ ମାନଙ୍କୁ ଏକ ମେଡିକାଲ ରେ ଭର୍ତି କରା ଯାଇଥିଲା।ଏବେ ସେ ସୁସ୍ଥ ଅଛନ୍ତି।
କିନ୍ତୁ ଏହି କଥା କୁ ତ୍ରିନାଥ ଙ୍କ ସାଙ୍ଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି।ଚଗଲା ହଟାତ ଆସି ତାଙ୍କ ବେକ କୁ କାଟି ଦେଲେ ବୋଲି ସେ କହିଛନ୍ତି।ପୋଲିସ ଏବେ ଘଟଣା ବିଷୟ ରେ ତଦନ୍ତ ଆରମ୍ଭ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.