Movie prime

ସ୍ଵାମୀ ଶବ୍ଦରେ ଲାଗିଲା କଳଙ୍କ ଦେଖନ୍ତୁ ନିଜ ସ୍ତ୍ରୀ ସହ କଲେ ଏମିତି କାଣ୍ଡ ଦେଖି ସମସ୍ତେ ମୁଣ୍ଡରେ ଦେଲେ ହାତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଗୋଟିଏ ଜୀବନ। ମଣିଷ ଯେତେ ଆଧୁନିକ ହେଲେ ବି ଅମାନବିକତା ଆଜି ବି ରହିଛି।
Special report
ତେବେ ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହୋଇ ସୋନାଲି ବେଶ୍ ଖୁସିରେ ଥିଲେ। ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସୋନାଲି। ବାପାଙ୍କ ହାତ ଛାଡି ବିଶ୍ୱାସ ଓ ଭଲପାଇବାରେ ସୋନାଲି ଧରିଥିଲେ ସ୍ୱାମୀର ହାତ।
ବୈଦିକ ରୀତିନୀତିରେ ଆଠ କଳସୀକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସୋନାଲି ଯାହାର ହାତଧରି ବାପା ମାଙ୍କୁ ପର କରିଆସିଥିଲେ ଶାଶୁଘରକୁ ସେଇ ସ୍ବାମୀ ହିଁ ସ୍ତ୍ରୀ'ର ଜୀବନ ନେଇଗଲା।
Special report
ସ୍ବାମୀ ଏତେ ନିଷ୍ଠୁର ହେଇଗଲା ଯେ ସ୍ତ୍ରୀର ଭଲ ପାଇବାକୁ ବି ଭୁଲି ଯାଇ ପେଟ୍ରୋଲ ଢାଳି ଜାଳି ଦେଲା। ସୋନାଲି ବାପା ଘରୁ ସ୍ୱାମୀକୁ ବିବାହ କରି ଶାଶୁଘରକୁ ଆସିଥିଲେ। କିନ୍ତୁ ସ୍ବାମୀ ସ୍ତ୍ରୀର ସବୁ ସ୍ବପ୍ନ ଭାଙ୍ଗି ଦେବା ସହିତ ସ୍ତ୍ରୀକୁ ଜାଳି ପୋଡ଼ି ପାଉଁଶ କରିଦେଲା। 
Special report
ବାପଘରୁ ଉଠିଥିଲା ସୋନାଲିଙ୍କ ସବାରୀ ଆଉ ଏବେ ଶାଶୁଘରୁ ଉଠିଛି ସୋନାଲିଙ୍କ କକେଇ। ଏବେ ସେହି ବିବାହର ଚିତା କାନ୍ଥରେ ଦେଖିବାକୁ ମିଳୁଛି ଯେଉଁଥିରେ ଲେଖା ହେଇଛି ଦିପୁ ଓ ସୋନାଲିଙ୍କ ଶୁଭବିବାହ।
ବିବାହକୁ ମାତ୍ର ଦେଢ଼ ବର୍ଷ ପୁରିନି କିନ୍ତୁ ଚାଲିଗଲା ସୋନାଲିଙ୍କ ଜୀବନ। କାନ୍ଥରେ ରହିଛି ସୋନାଲିଙ୍କ ନା କିନ୍ତୁ ଏ ଦୁନିଆରେ ଆଉ ସୋନାଲି ନାହାଁନ୍ତି। ନିଜ ସ୍ବାମୀ ହିଁ ଅତି ନୃଶଂସ ଭାବେ ସୋନାଲିର ଜୀବନ ନେଇଯାଇଛି। 
Special report
ବିବାହର କିଛିଦିନ ପରେ ହସ ଖୁସିରେ ଚାଲିଥିଲା ସୋନାଲି ଓ ଦିପୁଙ୍କ ସୁନାର ସଂସାର। କିନ୍ତୁ ସେହି ସୁନାର ସଂସାରକୁ ନିଜ ହତାରେ ନିଜେ ମାରିଦେଲା ସ୍ବାମୀ। ସୋନାଲି ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ବାମୀ ଦିପୁ।
ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଭଦ୍ରେଶ୍ୱର ଜିଲ୍ଲା କୁରୁଜଙ୍କା ପଞ୍ଚାୟତ ଡିହମାଳ ଗାଁ'ରେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.