Movie prime

ସ୍ଵାମୀ ସହି ପାରିଲାନି ସ୍ତ୍ରୀ ଠାରୁ ଦୂରତା , କଲା ଏମିତି... ଆଗରୁ ଅଚାନକ ଭାବେ ମୃତ୍ୟୁ ବରଣ କରିଥିଲେ ସ୍ତ୍ରୀ...

 
Special Report
ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ର ଦୂରତା କୁ ସହି ନ ପାରି ସ୍ତ୍ରୀ କଲେ ଆ-ତ୍ମ-ହ-ତ୍ୟା।ଯେ କେହି ଏହି ଘଟଣା ବିଷୟ ରେ ଶୁଣିବ ଆଖିରେ ଲୁହ ଆସି ଯିବ।ବିବାହ ର ଦୁଇ ବର୍ଷ ହେଇ ନ ଥିଲା।ହେଲେ ସବୁଦିନ ପାଇଁ ଉଭୟ ସ୍ଵାମୀ ସ୍ତ୍ରୀ ଡକା ଡକି ହୋଇ ଚାଲି ଗଲେ।
Special Report
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ର ହରିଦାସପୁର ଗାଁ ରେ।ଏଠାରେ ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ ଦିଲ୍ଲୀପ କୁମାର ସାମନ୍ତ ରାୟ।
ସୋନା ସାମନ୍ତ ରାୟ ଙ୍କୁ ବିବାହ କରିଥିଲେ।ହେଲେ କିଏ ଜାଣି ଥିଲା ଉଭୟ ଙ୍କ ସହିତ ଏଭଳି କିଛି ଘଟଣା ଘଟିବ ଯାହାକୁ ତାଙ୍କ ପରିବାର ଲୋକେ କେବେ ବି ସହି ପାରିବେ ନାହିଁ।
ସୂଚନା ଅନୁସାରେ ସୋନା ଓ ଦିଲୀପ ଗତ ଦୁଇ ବର୍ଷ ତଳୁ ବିବାହ କରିଥିଲେ।ଉଭୟ ବହୁତ ଖୁସି ରେ ଥିଲେ। ସାତ ଜନ୍ମ ପାଇଁ ସାଥୀ ହୋଇ ରହିବେ ବୋଲି କଥା ଦେଇଥିଲେ।ଡିସେମ୍ବର ୨୯ ତାରିଖ ରେ ହାଇ ଟେକ ରେ ଏକ ବିସ୍ପୋରଣ ଘଟି ଥିଲା।
Special Report
ଏଥିରେ ଦିଲୀପ ଆହତ ହୋଇ ଥିଲେ।ତାଙ୍କୁ ମେଡିକାଲ ରେ ଭର୍ତି କରା ଯାଇ ଥିଲା।ଏହାର ପର ଦିନ ତାଙ୍କର ମୃ-ତ୍ୟୁ ଘଟି ଥିଲା।ଏହାକୁ ସହି ପାରି ନ ଥିଲେ ସୋନା।ସେ କାନ୍ଦି କାନ୍ଦି ବେହୋସ୍ ହେଇ ଯାଉଥିଲେ।ଏହି ସମୟରେ ତାଙ୍କ ପରିବାର ଲୋକେ ସୋନା ଙ୍କୁ ତାଙ୍କ ଘର କୁ ନେଇ ଗଲେ।
ସେଠାରେ ସୋନା ଗୋଟିଏ ଦିନ ରହିବା ପରେ ସୁଇ ସାଇଡ କରି ଥିଲେ।ଘରେ କେହି ନ ଥିବା ସମୟ ରେ ସେ ରଶି ଲଗାଇ ମୃ-ତ୍ୟୁ ବରଣ କରିଥିଲେ।ପରିବାର ଲୋକେ ଏହାକୁ ଜାଣିବା ପରେ ସହି ପାରି ନ ଥିଲେ।ସେମାନେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଖବର ଦେଇଥିଲେ।ଏହା ପରେ ଶବ ବ୍ୟବଚ୍ଛେଦ କରା ଯାଇଥିଲା।
ପରିବାର ଲୋକେ କହିଛନ୍ତି କି ସବୁ ସେମାନଙ୍କ ଭୁଲ ହେଲା। ନିଜ ଝିଅ କୁ ସେମାନେ ଏକୁଟିଆ ଛାଡ଼ି ଚାଲି ଗଲେ।ଯାହା ଫଳ ରେ ତାଙ୍କ ଝିଅ ଏମିତି କରିଛି।ତାହାର ମାନସିକ ସ୍ଥିତି କିଛି ବି ଠିକ୍ ନ ଥିଲା।
ଏଥିରୁ ଜଣା ପଡ଼ୁଚି କି ସୋନା ତାଙ୍କ ସ୍ବାମୀ ଙ୍କୁ କେତେ ଭଲ ପାଉଥିଲେ। ସାରା ଜୀବନ ଏକାଠି ରହିବାର ସ୍ବପ୍ନ ଦେଖି ଥିଲେ।ହେଲେ ଦିଲୀପ ତାଙ୍କୁ ଏକୁଟିଆ ଛାଡ଼ି ଚାଲି ଯାଇଥିଲେ।ଏହାକୁ ସହି ପାରିଲେ ନାହିଁ ସୋନା।
ସେଥିପାଇଁ ଶେଷ ରେ ନିଜ ସ୍ଵାମୀ ଙ୍କ ପାଖକୁ ଯିବା ପାଇଁ ଇଚ୍ଛା କଲେ।କାହାକୁ କିଛି ନ ଜଣାଇ ଆ-ତ୍ମ-ହ-ତ୍ୟା କରିବା ପାଇଁ ସେ ନିଷ୍ପତି ନେଲେ।ଏଭଳି ଘଟଣା ଯେ କେହି ବି ଶୁଣିଛି ତାର ଆଖି ରୁ ଲୁହ ଆସି ଯାଉଛି।