Movie prime

ବିହାର ରେ ସ୍ତ୍ରୀ କୁ ସମ୍ପର୍କ ରେ ସନ୍ତୁଷ୍ଟି ନ କରି ପାରିବାରୁ ସ୍ଵାମୀ ଖାଇଲା ପାହାର, ଦେଖନ୍ତୁ ପୁରା ଖବର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡ଼ିଆର ବହୁଳ ମାତ୍ରାରେ ବ୍ୟବହାର ଯୋଗୁଁ ଏକ ସାଧାରଣ ଭିଡିଓ ମଧ୍ୟ ଖୁବ୍ ସହଜରେ ଭାଇରାଲ୍ ହୋଇ ଯାଉଛି।
ଆମେ ଏବେ ଆପଣଙ୍କୁ ସେଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଜଣେ ପ୍ରେମିକା ନିଜ ପ୍ରେମିକ କୁ ,
Special report
ରାସ୍ତା ଉପରେ ବୁକୁ ଥିବାର ଦେଖି ତାଙ୍କୁ ଖୁବ୍ ମାଡ଼ ମାରିଛନ୍ତି। ଯୁବତୀ ଜଣକ ତାଙ୍କ କଲର କୁ ଟାଣି ମାଡ଼ ମାରିବା ସହ ତାଙ୍କୁ ଖୁବ ଗାଳି ଗୁଲଜ ମଧ୍ଯ କରିଛନ୍ତି। ଏହି ଘଟଣାଟି ହେଉଛି ମଧ୍ୟପ୍ରଦେଶ ର।
ସେଠାରେ ଜଣେ ଯୁବତୀ ତାଙ୍କ ପ୍ରେମିକ ସହ ଦୀର୍ଘ ତିନି ବର୍ଷ ହେବ ଲିଭ୍ ଇନ ରେ ରହୁଥିଲେ। ଦୁହିଁଙ୍କ ମଧ୍ୟରେ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରହିଛି। ହେଲେ ଯୁବତୀ ଜଣକ ଯେତେବେଳେ ତାଙ୍କୁ ବିବାହ କରିବା ପାଇଁ କହିଥିଲେ,
Special Report
ସେତେବେଳେ ଏହି ପ୍ରେମିକ ଜଣକ ତାଙ୍କୁ ବିବାହ କରିବା ପାଇଁ ସମ୍ପୁର୍ଣ୍ଣ ଭାବରେ ବାରଣ କରି ଦେଇଥିଲେ। ଏହାପରେ ପ୍ରେମିକା ଜଣକ ତାଙ୍କ ପ୍ରେମିକ ନାମରେ ଅଭିଯୋଗ ଦେଇ ତାଙ୍କୁ ଥାନାରେ ପୁରାଇ ଦେଇଥିଲେ।
ହେଲେ ଯେତେବେଳେ ତାଙ୍କୁ ଜାମିନ ମିଳି ଯାଇଥିଲା। ଏହାପରେ ସେ ବାହାରେ ବୁଲୁ ଥିଲେ ସେହି ସମୟରେ ତାଙ୍କ ନଜର ସେହି ପ୍ରେମିକ ଜଣକ ଉପରେ ପଡି ଯାଇଥିଲା। ଏହାପରେ ପ୍ରେମିକା ଜଣକ ସହି ନପାରି,
Special Report
ସେ ତାଙ୍କର ଏହି ପୂର୍ବ ପ୍ରେମିକ କୁ ଖୁବ ମାଡ଼ ମାରିଥିଲେ। ଏବଂ ଖୁବ୍ ଗାଳି ଗୁଲଜ ମଧ୍ଯ କରୁଥିଲେ। ଏହାପରେ ସେଠାରେ ଏକ ବ୍ୟକ୍ତି ତାଙ୍କର ଭିଡିଓ ଉତ୍ତଳନ କରି ଏହାକୁ ସୋସିଆଲ ମିଡ଼ିଆ ସେୟାର ମଧ୍ୟ କରିଥିଲେ।
ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ଖୁବ୍ କମ୍ ସମୟ ମଧ୍ୟରେ ଭାଇରାଲ ହୋଇ ଯାଇଛି। ଏହି ଭିଡିଓ କୁ ଦେଖିବା ପରେ ଆପଣ ଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.