Movie prime

ଚାହୁଁ ଚାହୁଁ ହେଇଗଲା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କିଛି ଏମିତି ଆପଣ ଦେଖିଲେ ମଧ୍ୟ ବିଶ୍ଵାସ କରିପାରିବେ ନାହିଁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତେବେ ଦୁନିଆରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ସବୁଠୁ ଅମୂଲ୍ୟ ବୋଲି ସମସ୍ତେ ଜାଣିଛନ୍ତି। ଏହି ସମ୍ପର୍କ ଭଲ ପାଇବା ଓ ବିଶ୍ଵାସ ସହ ବହୁତ ମଝବୁତ ହୋଇଥାଏ। ଯଦି ବିଶ୍ଵାସରେ ଟିକେ କମ ହୁଏ ତେବେ ଏହି ସମ୍ପର୍କ ଭାଙ୍ଗିବାରେ ଟିକେ ବି ସମୟ ଲାଗେ ନାହିଁ।
Special report
ତେବେ ଅନେକ ଘରେ ସ୍ଵାମୀ ସ୍ତ୍ରୀ ମାନେ କେତେ କେତେ ହସଖୁସି କରି ଭଲରେ ସଂସାର କରିଥାନ୍ତି। ସ୍ଵାମୀ ଆଉ ସ୍ତ୍ରୀ ନିଜ ମନକୁ ବାନ୍ଧି କେତେ ଆଶା ନେଇ ସଂସାର ମଧ୍ୟ କରିଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସ୍ବାମୀ ସ୍ତ୍ରୀଙ୍କୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି। 
ତେବେ ବନ୍ଧୁଗଣ ଏକାଠି ସହିଦ ହେଲେ ସ୍ବାମୀ ସ୍ତ୍ରୀ। ସ୍ବାମୀ ସାତଦି ଗୋପାଳଙ୍କୁ ସାକ୍ଷୀ ରଖି ସ୍ତ୍ରୀର ହାତ ଧରିଥିଲା। ଆଉ ଏବେ ସ୍ବାମୀ ସ୍ତ୍ରୀ ଦୁହେଁ ହାତ ଧରାଧରି ହୋଇ ଆରପାରିକୁ ଚାଲି ଯାଇଛନ୍ତି। ସ୍ବାମୀ ସ୍ତ୍ରୀ ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ।
ଏଇ ସ୍ବାମୀ ସ୍ତ୍ରୀଙ୍କର ଭଲ ପାଇବା ଏମିତି ଥିଲା ଯେ ସାତଖଣ୍ଡ ଗାଁ ବି ପ୍ରଶଂସା କରୁଥିଲେ। ପୁରା ପରିବାର ଏବେ କାନ୍ଦ ବୋବାଳି ଫାଟି ପୋଡ଼ୁଛନ୍ତି। ଆଉ ଅସହାୟ ହୋଇ ପଡିଛନ୍ତି ପରିବାର ଲୋକେ। 
Special report
ଉଭୟ ସ୍ବାମୀ ସ୍ତ୍ରୀ ହାତ ଧରାଧରି ହୋଇ ଭଗବାନଙ୍କ ନିକଟକୁ ଚାଲିଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜାହାନ୍ଦାବାଦର ରତ୍ନିଫରିଦପୂର୍ ଅନ୍ତର୍ଗତ ପଣ୍ଡାଳ ପଞ୍ଚାୟତର ବାନ୍ଧବିକା ଗ୍ରାମରେ।
ସ୍ବାମୀଙ୍କ ନାଁ ହେଉଛି ଅଜିତ ଓ ସ୍ତ୍ରୀଙ୍କ ନାଁ ହେଉଛି ସଙ୍ଗୀତା। ସ୍ବାମୀ ଅଜିତର ବୟସ ପାଖାପାଖି ୨୫ ହେବ ଏବଂ ସ୍ତ୍ରୀ ସଙ୍ଗୀତାର ବୟସ ହେଉଛି ୨୦। ଦୀର୍ଘଦିନ ଧରି ଘରେ କଳହ ଲାଗି ରହିଥିଲା। 
ତା'ପରେ ରାତିରେ ସମସ୍ତେ ଖାଇପିଇ ଶୋଇ ସରିବା ପରେ ସ୍ବାମୀ ସ୍ତ୍ରୀକୁ ଅତର୍କିତ ଭାବରେ ଆ-କ୍ର-ମ-ଣ କରିଥିଲା। ସେଇଠି ହିଁ ସ୍ତ୍ରୀର ଜୀବନ ଚାଲିଯାଇଥିଲା। ସ୍ତ୍ରୀକୁ ମାରି ସାରିବା ପରେ ସ୍ବାମୀ ନିଜେ ନିଜକୁ ବି ମାରି ଦେଇଥିଲା।
ଆଉ ଉଭୟ ସେଇଠି ହିଁ ଶବ ପାଲଟି ଯାଇଥିଲେ। ବନ୍ଧାବିକା ଗ୍ରାମରେ ଏବେ ଶୋକର ଛାୟା ଖେଳିଯାଇଛି। ସୂଚନାରୁ ଯାହା ଜଣାପଡୁଛି କି ପାରିବାରିକ କଳହ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.