Movie prime

ସ୍ଵାମୀ ସ୍ତ୍ରୀ ଙ୍କ ଦିନରେ ମିଳନ ହେଲେ କଣ ହୁଏ ଆଜି ହିଁ ଜାଣି ନିଅନ୍ତୁ ଏହି ସତ ନହେଲେ ପରେ ବହୁତ୍ ହଇରାଣ ହେବେ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅଚ୍ୟୁତା ନନ୍ଦ ମହାପୁରୁଷ କହିଥିଲେ କଳିଯୁଗରେ ନୀତି ନିୟମକୁ ଲୋକ ମାନେ ମାନିବେ ନାହିଁ। ଅଚ୍ୟୁତା ନନ୍ଦ ମହାପୁରୁଷ ୬୦୦ ବର୍ଷ ତଳେ ତାଳ ପତ୍ରରେ ଲେଖିଥିଲେ ଯାହା ତାହା ଆଜି ସତ ହେଉଛି। ବନ୍ଧୁଗଣ ସାବଧାନ ହୁଅ ସତର୍କ ହୁଏ।
ସଂସ୍କୃତି-ପରମ୍ପରା, ନୀତି-ନିୟମ ମାନିକି ଆମେ ଚଳିଲେ ଆମର ଆଉ ଏହି ପରିବାର ଏବଂ ଏହି ସମାଜର ମଙ୍ଗଳ ହେବ। ନିଜ କଥା ଏବଂ ନିଜ ପରିବାର କଥା ନ ଭାବିଲେ ନାହିଁ କିନ୍ତୁ ଏହି ସମାଜ କଥା ଟିକେ ଭାବିବା ଉଚିତ। 
କାରଣ ଆମେ ଭଲ କାମ କଲେ ଆମର ପରପିଢ଼ି ଆମ ଠାରୁ ଭଲ ଶିକ୍ଷା ସବୁ ପାଇବେ। ଆଉ ଖରାପ କର୍ମ କଲେ ଆମର ପରପିଢ଼ି ଭବିଷ୍ୟତ ଖରାପ ହେବ। ଆମେ ଯଦି ଉସୃଙ୍ଖଳିତ ଜୀବନ ଯାପନ କରିବା ତେବେ ପରପିଢ଼ି ଆଗକୁ ଖରାପ ପରିସ୍ଥିତି ଦେଇ ଗତି କରିବେ।
Special Report
ତେବେ ବନ୍ଧୁଗଣ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦିନରେ ମିଳନ ଶାସ୍ତ୍ର ପୁରାଣରେ ଋଷି ମୁନି ମାନେ ନିଶ୍ଚିନ୍ତ କରିଛନ୍ତି ଯେ, ଯଦି ଅଚାନକ ଦିନର ମିଳନ ଗର୍ଭ ଧାରଣ ହେଇଯାଏ ତାହାଲେ ଅସୁର ଏବଂ ପଶୁ ଛୁଆ ଜନ୍ମ ହେବ। ଶାସ୍ତ୍ରରେ ବରଣ କରାଯାଇଛି ଯେ, ସନ୍ଧ୍ୟା ଏବଂ ଦିନ ସମୟରେ ୪ ଟା କର୍ମ କରିବ ନାହିଁ। 
୧- ସନ୍ଧ୍ୟା ସମୟରେ ପିଲାଙ୍କୁ ପାଠ ପଢିବା ପାଇଁ କହିବ ନାହିଁ। କାରଣ ପିଲାର ସ୍ମରଣ ଶକ୍ତି ହାନି ହେବ।
୨- ସନ୍ଧ୍ୟା ସମୟରେ ଶୋଇବ ନାହିଁ। କାରଣ ଆୟୁଷ ହାନି ହେବ।
୩- ସନ୍ଧ୍ୟା ସମୟରେ ଭୋଜନ କରିବ ନାହିଁ। କାରଣ ଖାଦ୍ୟ ଜନିତ ରୋଗ ଦେଖା ଦେବ। 
୪- ସନ୍ଧ୍ୟା ସମୟରେ ସ୍ଵାମୀ ସ୍ତ୍ରୀ ମିଳନ ହେବ ନାହିଁ। କାରଣ ଯଦିବି ଗର୍ଭ ଧାରଣ ହୁଏ ତେବେ ଅସୁର ଛୁଆ ଜନ୍ମ ହେବ।