Movie prime

ସ୍ଵାମୀ କରିଦେଲା ସ୍ତ୍ରୀ ସହ ଏମିତି କାଣ୍ଡ ସତ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ଦେଖନ୍ତୁ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି, ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି। ସମସ୍ତେ ନିଜ ସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି।
Special Report
ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି। ବନ୍ଧୁଗଣ ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି। 
ଏବଂ ତାସହ ଲୋକମାନେ ମଧ୍ୟ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସୁଛି। ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନଗର ପଞ୍ଚାୟତର ଦିନାଗାଡିଆ ଗାଁ'ରେ ଜଣେ ମହିଳାଙ୍କର ମୃ-ତ୍ୟୁ ହୋଇଛି। 
Special Report
ଦିନାଗାଡ଼ିଆ ଗାଁ'ର ସଞ୍ଜୟ ବେହେରା ଓ ଅରବ କାଳିଆ ସେ ଆରସାହି ଗ୍ରାମର ଡଲି ବେହେରାଙ୍କୁ ବିବାହ କରିଥିଲେ। ସବୁବେଳେ ଘରେ ପାରିବାରିକ କଳହ ଲାଗି ରହିଥିଲା। ଏବେ ସ୍ତ୍ରୀ ଡଲିଙ୍କର ମୃ-ତ୍ୟୁ-ବ-ର-ଣ ହୋଇଛି।
ଡଲିଙ୍କ ମାଆ ସାବନ୍ ବେଉଆ କହିଛନ୍ତି:- ତାଙ୍କ ଝିଅକୁ କାଳିଆ ୧୦୦ ଥର ମାଡ଼ ମାରିଛନ୍ତି। ଆଉ ତା'ପରେ ଡଲି ଘରଛାଡି ପଳେଇ ଆସିଥିଲେ। ଏନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା। ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ପୋଲିସ ବୁଝାସୁଝା କରି ଘରକୁ ପଠେଇଥିଲା। 
ଗାଁରେ ମଧ୍ୟ ପଞ୍ଚାୟତ ବସିଥିଲା ପଞ୍ଚାୟତରେ ବି ସମସ୍ତେ ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ବୁଝାସୁଝା କରି ଘରକୁ ପଠାଇଥିଲେ। କିନ୍ତୁ ଏବେ କାଳିଆ ସ୍ତ୍ରୀ ଡଲିର ଜୀବନ ନେଇଯାଇଛି ବୋଲି ଅସ୍ତରଙ୍ଗ ଥାନାରେ ଅଭିଯୋଗ କରାଯାଇଛି।
ଏହି ମାମଲା ଥାନାରେ ପହଞ୍ଚିବା ପରେ ପୋଲିସ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରିଦେଇଛି। ସୂଚନା ମିଳିଛି କି ଅଭିଯୁକ୍ତ କାଳିଆ ଘରଛାଡ଼ି କୁଆଡେ ଫେରାର ହୋଇଯାଇଛନ୍ତି। ତେବେ ଏବେ ଦେଖିବାକୁ ବାକି ରହିଲା ମୃ-ତ ଡଲିକୁ କେବେ ମିଳୁଛି ନ୍ୟାୟ।