Movie prime

ସ୍ଵାମୀ ସ୍ତ୍ରୀ ଶବ୍ଦରେ ଲାଗିଲା କଳଙ୍କ ଦେଖନ୍ତୁ ଆସିଲା ବହୁତ୍ ବଡ ଖବର ଦେଖନ୍ତୁ ସାରା ରାତି ସ୍ଵାମୀ କଲା ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଚତୁପାର୍ଶ୍ଵରେ ଏମିତି କିଛି ଛାତି ଥରାଇ ଦେବା ଭଳି ଘଟଣା ମାନ ଘଟିଯାଏ ଯାହା ସମସ୍ତଙ୍କୁ ଗଭୀର ଦୁଃ-ଖ ପହଞ୍ଚାଇଥାଏ। ମଣିଷ ତାର ମଣିଷପଣିଆ ହଜାଇ ଦେଇଛି ଆଉ ଧିରେ ଧିରେ ନୃଶଂସତା ଆଡକୁ ମାଡି ଚାଲିଛି।
Special report
ଆଜିକାଲି ବିବାହର କିଛି ମାନେ ନାହିଁ। କାରଣ ବିବାହ କାରଣରୁ ଯେତେ ସବୁ ସାଙ୍ଘାତିକ ଘଟଣା ଘଟୁଛି। ଯୌ-ତୁ-କ ନି-ର୍ଯା-ତ-ନା ଠାରୁ ଆରମ୍ଭ କରି ହ-ତ୍ୟା। ଅନେକ କାରଣ ପାଇଁ ମନୁଷ୍ୟ ଅନ୍ୟ ଜଣେ ମନୁଷ୍ୟକୁ ହତ୍ୟା କରିଥାଏ। 
ଆଜିକାଲିକା ସମୟରେ ମହିଳା ମାନଙ୍କୁ ଅସଦାଚରଣ, ଯୌ-ନ ଉତ୍ପୀଡ଼ନ ଭଳି ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ସାମାନ୍ୟ କିଛି କାରଣକୁ ନେଇ ମନୁଷ୍ୟ ଅଳ୍ପ ମୁହୂର୍ତ୍ତ ପାଇଁ ରକ୍ତମୁଖା ହୋଇଯାଏ ଓ ସେତେବେଳେ ସେ କଣ କରିବସେ ତାହା ତା ନିଜକୁ ବି ଜଣା ନଥାଏ।
Special report
ଆଉ ଆଜିକା ସମୟରେ ସାମାନ୍ୟ କଳି ଝଗ-ଡ଼ାରୁ ମନୋମାଳିନ୍ୟ ହେବା ପରେ ହ-ତ୍ୟା କରିବାକୁ ମଧ୍ୟ ପଛାଉ ନାହାଁନ୍ତି। ତେବେ ବନ୍ଧୁଗଣ ସ୍ୱାମୀ ନିଜ ସ୍ତ୍ରୀକୁ ମାରିଦିଏ ଆଉ ସ୍ତ୍ରୀ ମଧ୍ୟ ସ୍ୱାମୀକୁ ମାରିଦିଏ। ପଛରେ ପଶ୍ଚାତାପ ହୋଇଥାଏ। 
ତେବେ ନିକଟରେ ସେଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଜ ସ୍ତ୍ରୀକୁ ହ-ତ୍ୟା କରି, ରାତି ସାରା ନିଜ କୋଳରେ ଜାବୁଡ଼ି ଧରି କାନ୍ଦିଲା ସ୍ଵାମୀ। ଏବଂ ନିଜ ସ୍ତ୍ରୀ ମୁହଁକୁ ରାତି ସାରା ଚାହିଁ ରହି ଲୁହା ଗଡାଇଲା ସ୍ଵାମୀ ଜଣକ।
Special report
ସ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଥିଲା ତାହା ସ୍ଵାମୀ ଜଣକ ନିମିଷକ ମଧ୍ୟରେ ସାରିଦେଲା। ଯେଉଁ ହାତରେ ସ୍ଵାମୀ ସ୍ତ୍ରୀକୁ ସିନ୍ଦୂର ପିନ୍ଧେଇ ଥିଲା ସେହି ହାତରେ ସ୍ତ୍ରୀ ର ଜୀବନ ନେଇଗଲା ସ୍ଵାମୀ। ବନ୍ଧୁଗଣ ଅତି ନୃଶଂସ ଭାବରେ ସ୍ତ୍ରୀ କୁ ହ-ତ୍ୟା କରିଛି ସ୍ଵାମୀ। 
ତେବେ ବନ୍ଧୁଗଣ ଏଭଳି ଘଟଣା ଦେଖିବାକୁ ମିଳିଛି ନାସିକ ର ଆଡଗାଁ କମ୍ପ୍ଲେକ୍ସ ର ଏକ ଅଞ୍ଚଳରେ। ତେବେ ସ୍ଵାମୀ ଜଣକ ନିଜ ସ୍ତ୍ରୀକୁ କାହିଁକି ହ-ତ୍ୟା କଲେ, ତାହା ଏପର୍ଯ୍ୟନ୍ତ ପୋଲିସ ସୂଚନା ଦେଇନି। ଏବଂ ସ୍ଵାମୀ ବିଶାଲକୁ ପୋଲିସ ଗିରଫ କରିଛି।
ତେବେ ଦେଖିବାକୁ ବାକି ରହିଲା ଅଭିଯୁକ୍ତ ସ୍ଵାମୀ ଜଣଙ୍କ ନିଜ ସ୍ତ୍ରୀକୁ କାହିଁକି ହ-ତ୍ୟା କଲେ। ଏବଂ ଦେଖିବା ବାକି ରହିଲା ଯେ ହ-ତ୍ୟା-କା-ରୀ ବିରୋଧରେ ପୋଲିସ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଆଉ ଘଟଣାର ତଦନ୍ତ କିଭଳି କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.