Movie prime

ସ୍ଵାମୀ ଥାଉ ଥାଉ ଫେସବୁକ୍ ରେ ଟୋକା ପଟେଇ ଗର୍ଭବତି ହେଲା ସ୍ତ୍ରୀ, ସ୍ଵାମୀ ମୁଣ୍ଡ ରେ ଦେଲା ହାତ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଫେସବୁକ୍ ରେ ଗପୁ ଗପୁ ନିଜର ସ୍ୱାମୀକୁ ଛାଡି ଫେରାର ହୋଇ ଗଲେ ମହିଳା। ସ୍ୱାମୀ ଏପଟେ ସ୍ତ୍ରୀ ର ଫେରିବା ବାଟକୁ ଚାହିଁ ବସିଥିବା ବେଳେ ସେପଟେ ସ୍ତ୍ରୀ ନିଜର ନୁଆ ପ୍ରେମିକ ସହ ରୋମାନ୍ସ କରୁଥିଲା।
Special Report
ନିଜ ବାପ ଘରକୁ ଯାଉଛି ବୋଲି କହି ନିଜର ପ୍ରେମିକ ର ହାତ ଧରି କେଉଁ ଆଡେ଼ ଫେରାର ହୋଇ ଯାଇଥିଲା। ବ୍ୟକ୍ତି ଜଣକ ନାମ ଭିକି ହୋଇଥିବା ବେଳେ ସେ ବୁଲବୁଲ ନାମକ ମହିଳା କୁ ୧୫ ବର୍ଷ ତଳେ ବିବାହ କରିଥିଲେ।
ଏହାପରେ ତାଙ୍କର ଦୁଇ ଦୁଇଟା ପିଲା ମଧ୍ୟ ଜନ୍ମ ହୋଇ ସାରିଥିଲା। ହେଲେ ବାହାଘର ର ୧୫ ବର୍ଷ ପରେ ତାଙ୍କର ସ୍ତ୍ରୀ ଏଭଳି ଫେରାର ହୋଇ ଯିବ ବୋଲି ସେ ଆଦୌ ହେଲେ ମଧ୍ୟ ଭାବି ନଥିଲେ।
ଘରେ ବସି ବସି ଭଲ ଲାଗୁ ନାହିଁ ବୋଲି ମହିଳା ଜଣକ ତାଙ୍କର ସ୍ବାମୀଙ୍କୁ କହିଥିଲେ। ଏହାପରେ ବ୍ୟକ୍ତି ଜଣକ ତାଙ୍କର ସ୍ତ୍ରୀ ପାଇଁ ଏକ ସ୍ମାର୍ଟ ଫୋନ୍ କିଣି ଦେଇଥିଲେ। ହେଲେ ସେ ସ୍ମାର୍ଟ ଫୋନ ପାଇବା ପରେ ବୁଲବୁଲ ନିଜ ପାଇଁ ଏକ ପ୍ରେମିକ ଖୋଜି ନେଇଥିଲେ।
Special Report
ମହିଳା ଜଣକ ଫେସବୁକ୍ ଖୋଲିବା ପରେ ଜଣେ ଯୁବକ ସହ ତାଙ୍କର ବନ୍ଧୁତା ହୋଇଥିଲା। ଏହାପରେ ଦୁହିଁଙ୍କ ବନ୍ଧୁତା ମଧ୍ୟ ପ୍ରେମରେ ବଦଳି ଯାଇଥିଲା। ବୁଲବୁଲ ପୂର୍ବରୁ ଜଣେ ବିବାହିତା ମହିଳା ହୋଇଥିଲେ ମଧ୍ୟ ସେହି ଯୁବକ ଜଣକ ତାଙ୍କୁ ନିଜର କରିବା ପାଇଁ କଥା ମଧ୍ୟ ଦେଇଥିଲେ।
ଏଭଳି କି ମହିଳାଙ୍କ ଦୁଇ ଦୁଇଟି ସନ୍ତାନର ବାପା ହେବେ ବୋଲି ମଧ୍ୟ ସେ ଠିକ କରି ନେଇଥିଲେ। ଏହାପରେ ସେ ମହିଳାଙ୍କୁ ସାଙ୍ଗରେ ଧରି ଫେରାର ହେବା ପାଇଁ ଭାବି ନେଇଥିଲେ।
ନୁଆ ବର୍ଷ ଦିନ ମହିଳା ଜଣକ ନିଜର ବାପ ଘରକୁ ଯାଉଛନ୍ତି ବୋଲି କହି ନିଜର ଛୁଆ ଙ୍କୁ ସାଙ୍ଗରେ ଧରି ଘରକୁ ବାହାରିଥିବା ବେଳେ ଏହାପରେ ତାଙ୍କର କୌଣସି ଖବର ମିଳି ନଥିଲା।
ବୁଲବୁଲ ଙ୍କ ସ୍ୱାମୀ ମଧ୍ୟ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପରେ ସେ ଜାଣିବାକୁ ପାଇଥିଲେ କି ତାଙ୍କର ସ୍ତ୍ରୀ ଅନ୍ୟ ଏକ ଯୁବକ ସହ ଫେରାର ହୋଇ ଯାଇଛି ବୋଲି। ସେ ସ୍ତ୍ରୀ ର ଏଭଳି କାମ ପରେ ସ୍ତ୍ରୀ କୁ ଆଦୌ ଗ୍ରହଣ କରି ପାରିବେ ନାହିଁ ବୋଲି କହିଥିଲେ।