Movie prime

ଓଡ଼ିଶାର ତହସିଲ ଅଫିସରେ ଆସିଲା ନିଯୁକ୍ତି ସୁଯୋଗ ଦେଖନ୍ତୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଏମିତି କରିବେ ଆବେଦନ

 
Special report
ତହସିଲ ଅଫିସ୍ ତରଫରୁ ମ୍ୟାଟ୍ରିକ ଆଉ ଯୁକ୍ତ ଦୁଇ ପିଲା ମାନଙ୍କ ପାଇଁ ଏକ ବହୁତ ବଡ଼ ନିଯୁକ୍ତି ଆସିଛି।ଏଥିପାଇଁ କୌଣସି ପରୀକ୍ଷା ନାହିଁ।ଆପଣଙ୍କ ମାର୍କ ଅନୁସାରେ ହିଁ ସିଲେକ୍ସନ୍ କରାଯିବ।
ଏଥିପାଇଁ ମାଗଣା ଆବେଦନ ରହିଛି।କୌଣସି ଆପ୍ଲିକେସନ ର ଟଙ୍କା ମଧ୍ୟ ଦେବାକୁ ପଡ଼ିବ ନାହିଁ।ଯଦି ଏଥିରେ ନିଯୁକ୍ତି ପାଉଛନ୍ତି ତାହେଲେ ମାସିକ ଏଥିରେ ୨୦ ହଜାର ଟଙ୍କା ଦରମା ପାଇ ପାରିବେ।ଯାହାକି ଏକ ଭଲ ଦରମା ରହିବ।
ଓଡ଼ିଶା ମହାନଦୀ କୋଲ ଫିଲ୍ଡ ଲିମିଟେଡ ଗଭଟ୍ ଅଫ୍ ଓଡ଼ିଶା ତରଫରୁ ନୋଟିଫିକେଶନ୍ ଆସିଅଛି।ଏଥିରେ ଓଡ଼ିଶା ର ସମସ୍ତ ଜିଲ୍ଲାର ପିଲାମାନେ ଆପ୍ଲାଏ କରିପାରିବେ।
ଉଭୟ ପୁରୁଷ ମହିଳା ମାନେ ମଧ୍ୟ ଏହି ପୋଷ୍ଟ ଆପ୍ଲାଏ କରି ପାରିବେ।ଏଥିପାଇଁ ମାସିକ ୨୦ ହଜାର ଟଙ୍କା ଦରମା ପାଇବେ।ଏଥିରେ ଆର୍ ଆଇ ପାଇଁ ଏବଂ ଅମିନ ପାଇଁ ପୋଷ୍ଟ ରହିଛି।ଏଥିପାଇଁ କୌଣସି ପରୀକ୍ଷା ନାହିଁ।
ଆପଣଙ୍କ ମାର୍କ ଅନୁସାରେ ହିଁ ସିଲେକ୍ସନ୍ କରାଯିବ।ଏଥିପାଇଁ ମ୍ୟାଟ୍ରିକ,ଯୁକ୍ତ ଦୁଇ କିମ୍ବା ଯୁକ୍ତ ତିନି ପାସ କରିଥିବା ନିହାତି ଦରକାର।ଯଦି ମ୍ୟାଟ୍ରିକ ଓ ଯୁକ୍ତ ତିନି ପାସ କରିଥିବେ ତାହେଲେ ଅମିନ ପୋଷ୍ଟ ପାଇଁ ଆବେଦନ କରିପାରିବେ।
ନଚେତ୍ ଯଦି ଯୁକ୍ତ ତିନି ପାସ କରିଥିଲେ ଆର୍ ଆଇ ପୋଷ୍ଟ ପାଇଁ ଆବେଦନ କରିପାରିବେ। କଳା,ବିଜ୍ଞାନ ଓ ବାଣିଜ୍ୟ ରେ ଯେ କୌଣସି ରେ ପଢ଼ି ଯୁକ୍ତ ଦୁଇ ଆଉ ତିନି ପାସ କରିଥିବେ ତାହେଲେ ନିଶ୍ଚିନ୍ତ ରୂପେ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।
ଏଥି ସହିତ ଓଡ଼ିଆ ଭାଷାର ଜାଣିଥିବା ନିହାତି ଆବଶ୍ୟକ।ଏପରି କି ଆପଣମାନେ ଓଡ଼ିଆ ଭାଷା ଭଲ ଭାବରେ କହି ପାରୁଥିବେ,ଲେଖି ପାରୁଥିବେ କିମ୍ବା ପଢ଼ି ପାରୁଥିବେ। ତେବେ ହିଁ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।ସମ୍ପୂର୍ଣ୍ଣ ମାଗଣାରେ ଏହା ଆପ୍ଲାଏ କରିପାରିବେ।
ଯଦି ଜେନେରାଲ,ଏସଇବିଶି, ଏସ ସି, ଏସ ଟି, ଯେ କୌଣସି କାଷ୍ଟ ରେ ଆପଣମାନେ ହୋଇଥିବେ ଏଥିରେ ଆପ୍ଲାଏ କରିପାରିବେ।ଯଦି ଆପଣଙ୍କ ବୟସ ୧୮ ବର୍ଷ ହୋଇଥିବ ତାହେଲେ ପୋଷ୍ଟ ଆପ୍ଲାଏ କରିପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.