Movie prime

ନବୀନ ଙ୍କୁ ନେଇ କହିଲେ ଜନତା ଲାଗୁଛି ୬ଷ୍ଠ ଥର ବି ଜିତିବେ..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଉ ଅଳ୍ପ ଦିନ ମଧ୍ୟରେ ଆମ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।ଏହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଏବେ ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇ ଗଲାଣି।କେତେ ରାଜନୈତିକ ଦଳ ର ନେତା ମାନେ ଏଥର ନିର୍ବାଚନ ରେ ବିଜୟ ହାସଲ କରିବା ପାଇଁ ଜୋର୍ ସୋର ରେ ଲାଗି ପଡିଛନ୍ତି।ତେବେ ଆଗକୁ କଣ ଘଟୁଛି ତାହା ଦେଖିବାକୁ ବାକି ରହିଲା।
Hh
ଆପଣ ମାନେ ସମସ୍ତେ ଜାଣି ଥିବେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶା ଗାଦି ରେ ବସି ଆସିଛନ୍ତି।ତାଙ୍କ ନିଷ୍ଠାପର ଶାସନ ବଳ ରେ ଆଜି ସେ ଘରେ ଘରେ ପରିଚିତ।
ଓଡ଼ିଶା ର ଲୋକ ମାନଙ୍କ ର ଉନ୍ନତି କରିବା ପାଇଁ ସେ ସବୁବେଳେ ଚେଷ୍ଟା ରତ।ଆଜି ଆମେ ସେହି ମହାନ୍ ନେତା ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।କିଛି ସାଧାରଣ ଲୋକ ମାନେ ସେହି ଓଡ଼ିଶା ର ଜଣା ଶୁଣା ମୁଖ୍ୟ ମନ୍ତ୍ରୀ ଙ୍କ ବିଷୟ ରେ ନିଜ ମତ ରଖିଛନ୍ତି।
Hj
ସୂଚନା ଅନୁସାରେ ଜଣେ ବ୍ୟକ୍ତି ଙ୍କୁ ଆମ ମୁଖ୍ୟ ମନ୍ତ୍ରୀ ଙ୍କ ବିଷୟ ରେ ପଚରା ଯାଇ ଥିଲା।ସେ କହି ଥିଲେ କି ଆମ ମୁଖ୍ୟ ମନ୍ତ୍ରୀ ନବୀନ ୨୫ ବର୍ଷ କଣ ଆହୁରି ଅନେକ ବର୍ଷ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଭାବେ ରହିବେ।ତାଙ୍କର ସ୍ୱଚ୍ଛ ଓ ନିଷ୍ଠାପର ଶାସନ ପାଇଁ
ଲୋକ ମାନଙ୍କର ସେ ପ୍ରିୟ ନେତା ହୋଇ ପାରିଛନ୍ତି।ଆଗକୁ ମଧ୍ୟ ସେ ଷଷ୍ଠ ଥର ପାଇଁ ଗାଦି ରେ ବସିବେ।ସମସ୍ତଙ୍କ ଭଲ ପାଇବା ପାଇଁ ଆଜି ସାରା ଓଡ଼ିଶା ରେ ସେ ପରିଚିତ ।ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ତେବେ ଆଉ ଜଣେ ବ୍ୟକ୍ତି ତାଙ୍କ ବିଷୟ ରେ କହି ଥିଲେ।
ସେ କହିଥିଲେ କି ଓଡ଼ିଶା ର ଆଜି ଯାଏଁ ଯେଉଁ ସବୁ ଉନ୍ନତି ହୋଇଚି ତାହା କେବଳ ଆମ ନବୀନ ବାବୁ ଙ୍କ ପାଇଁ।ମା ମାଉସୀ ମାନେ ଆଜି ରାସ୍ତା ରେ ମୁଣ୍ଡ ଟେକି ଚାଲି ପାରୁଛନ୍ତି।ତାଙ୍କ ଦ୍ଵାରା ହିଁ ଓଡ଼ିଶା ର ବିକାଶ ସମ୍ଭବ ହୋଇଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.