Movie prime

କି ଯୁଗ ହେଲା ରେ, ଏଥର ଟମାଟୋ କିଣିଲେ ୧୦୦୦ ଟଙ୍କିଆ ଜୋତା ମିଳିବ ଫ୍ରି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟମାଟୋ କିଣୁଥିବା ଗ୍ରାହକ ମାନଙ୍କ ପାଇଁ ଆସି ଯାଇଛି ଏକ ନିଆରା ଅଫର୍। ମୋବାଇଲ ଜୋତା କିଣିଲେ ମାଗଣାରେ ତା ସହ ଟମାଟୋର ମଧ୍ଯ ମିଳୁଛି।
୧୦୦୦ ତାଙ୍କର ଯୋତା କିଣିଲେ ତାହା ସହ ଦୁଇ କେଜି ଟମାଟୋ ଫ୍ରି ବୋଲି ଜଣା ପଡିଛି। ବେଲଗାମ୍ ଗୋଇ ପଡିଛି ଏବେ ପାରିବା ଦର। ଟମାଟୋ ଠାରୁ ଆରମ୍ଭ କରି ସବୁ ପାରିବା ଦର ଏବେ ଆକାଶ ଛୁଆଁ ହେବାରେ ଲାଗିଛି।
Special report
ଆଉ ଏହି ଦର ଏବେ ଲୋକଙ୍କ ମୁଣ୍ଡ ବିନ୍ଧା ମଧ୍ଯ ସାଜିଲାଣି। ଟମାଟୋ ଦର ଏତେ ଅଧିକ ଯେ ଆପଣ ମାନେ ଅଧିକାଂଶ ଖାଦ୍ୟରେ ଏହି ଟମାଟୋ ଆଦୌ ପାଇବେ ନାହିଁ।
କେଉଁଠି ଟମାଟୋ ପାଇଁ ବାଉନ୍ସର ଜଗିଲେଣି ତ ଆଉ କେଉଁଠି ଟମାଟୋ ପାଇଁ ସ୍ତ୍ରୀ ସ୍ୱାମୀ କୁ ଛାଡ଼ି ପଳାଇ ଯିବାକୁ ଲାଗିଲାଣି। ଏଭଳି ପରିସ୍ଥିତି ରେ ଏବେ ଟମାଟୋ କୁ ନେଇ ଆସି ଯାଇଛି ଏକ ନିଆରା ଅଫର। ଲୋକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପ୍ରୟାସ କରଯାଇଛି।
କିଏ ମୋବାଇଲ କିଣିଲେ ଟମାଟୋ ଦେଉଛି ତ ଆଉ କିଏ ଯୋତା କିଣିଲେ ଟମାଟୋ ଦେଉଛି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ ଏହା ହେଉଛି ସତ। କାରଣ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ଠାରେ।
Special report
ଏକ ଯୋତା ଷ୍ଟୋର ର ମାଲିକ ଏଭଳି ଏକ ନିଆରା ଅଫର୍ ଆଣିଛନ୍ତି। ଯଦି କୌଣସି ଗ୍ରାହକ ତାଙ୍କ ଦୋକାନରୁ ଯୋତା କିଣିବେ ତେବେ ଯୋତା ସହ ତାଙ୍କୁ ଦୁଇ କେଜି ଟମାଟୋ ଦିଆଯିବ ବୋଲି ଘୋଷଣା କରିଛନ୍ତି।
ଏସବୁ ଭିତରେ ଏହାର ଫାଇଦା ଉଠାଇଛନ୍ତି କିଛି ଟମାଟୋ ବ୍ୟବସାୟୀ। ନିଜ ଦୋକାନ ର ଜିନିଷ ବିକ୍ରୀ କରିବା ପାଇଁ ଗ୍ରାହକ ଙ୍କୁ ଢାଲ କରି ପ୍ରଲୋଭନ ଦେଖାଉଛନ୍ତି।
ଏଭଳି ମୋବାଇଲ କି ଜୋତା କିଣିଲେ ମାଗଣା ଟମାଟୋ ଦେବା ପାଇଁ ଲାଞ୍ଚ ମଧ୍ୟ ଦେଉଛନ୍ତି। ଆଉ ଲୋକ ମାନେ ମଧ୍ୟ ଏହା ପ୍ରତି ଆଗ୍ରହିତ ହୋଇ କିଣିବାକୁ ଲାଗିଛନ୍ତି। ତେବେ ଏହି ଅଫର ଆପଣଙ୍କୁ କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.