Movie prime

ଟଙ୍କା ପାଇଁ ଭାଇକୁ ମାରିଲା ଭାଇ ଦେଖନ୍ତୁ କେମିତି ଘଟିଗଲା ଏତେ ବଡ ଅଘଟଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଖବର ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇ ଉଠିବ। ଆଜ୍ଞା ହଁ ୩୫ ଟଙ୍କା ଦେଇ ମାର୍କେଟ ରୁ ଏକ ଛୁରି କିଣିଥିଲା ସାନ ଭାଇ।
ଏହି ଛୁରୀ ସାହାଯ୍ୟରେ ସେ ଏଭଳି ଘଟଣା କରି ପକାଇଛି ଯାହାକି ପୋଲିସ କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରି ପକାଇଛି। ଭାଇ ଭାଉଜ ଙ୍କୁ କିଛି ଟଙ୍କା ପାଇଁ ଏଭଳି ହ-ତ୍ୟା କରିଛି ଛୁରୀ ରେ।
ବାଲେଶ୍ଵର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ମାଝୀ ସାହି ଗ୍ରାମର ବୁଦ୍ଧିରାମ ବେହେରା ଙ୍କ ବଡ଼ ପୁଅ ହେଉଛି ରଘୁ ନାଥ। ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ହେଉଛନ୍ତି ପ୍ରଭାତୀ ରାତିରେ
ସେ କୁକୁଡ଼ା ଫାର୍ମ କୁ ଶୋଇବାକୁ ଯାଉଥିବା ବେଳେ ତାଙ୍କର ଗଳା କାଟି ହ-ତ୍ୟା କରାଯାଇଛି। ଏହି ମାମଲାରେ ମଧ୍ଯ ଦୁଇଜଣ ଙ୍କୁ ଗିରଫ କରା ଯାଇଛି। ଜମି ବିକା ଟଙ୍କା ପାଇବା ପରେ ସୈତାନ୍ ସାଜି ଯାଇଥିଲା ସାନ ଭାଇ।
ଏବେ ସେହି ଭାଇକୁ ହିଁ ଗିରଫ କରିଛି ସୋର ପୋଲିସ। ସିନ ରିକ୍ରିଏସନ୍ ଅର୍ଥାତ ସେ ଯେଉଁଭଳି ଭାବରେ ଏହି ହ-ତ୍ୟା-କାଣ୍ଡ କରିଛି ତାହା ଜାଣିବା ପାଇଁ ଏବେ ସେହି ସ୍ଥାନକୁ ଟାଣି ଆଣିଛି ପୋଲିସ୍।
ସାନ ଭାଇ ତାର ବଡ଼ ଭାଇ ଭାଉଜ ଙ୍କୁ ରାସ୍ତାରୁ ହଟାଇବା ପାଇଁ ଏଭଳି କିଛି ଯୋଜନା ରଚିଥିଲା। ଜାଗର ମେଳା ରୁ ୩୫ ଟଙ୍କା ଦେଇ କିଣିଥିଲା ଏକ ଧାରୁଆ ଛୁରି। ଗତ ୧ ତାରିଖ ଦିନ ରାତିରେ ନିଜ ସାଙ୍ଗ ସହ ମଦ ପିଇବା ପରେ,
ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ନେଇ ନିଜ ମୁହଁ ରେ ମାନିଛି ସାନ ଭାଇ। ଅନେକ ଦିନ ଧରି ଭାଇ ଭାଉଜ ଙ୍କ ଗତି ବିଧି ଉପରେ ରଖି ଥିଲା ନଜର। ଯେତେବେଳେ ରାତିରେ ସେମାନେ କୁକୁଡ଼ା ଫାର୍ମ କୁ ଶୋଇବାକୁ ଯାଉଥିଲେ ସେତେବେଳେ ତାଙ୍କୁ ବାଟରେ ଜଗି ବସିଥିଲା ଏହି ସାନ ଭାଇ ।
ଭାଇ ଭାଉଜ ଙ୍କୁ ଅଟକାଇବା ପରେ ପ୍ରଥମେ ଏସିଡ, ତାପରେ ଖଣ୍ଡା ଓ ଛୁରୀ ରେ ହାଣି ହ-ତ୍ୟା କରିଥିଲା ଏହି ରାକ୍ଷସ ରୁପି ସାନ ଭାଇ। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.