Movie prime

ଗୋପାଳ ନିଜକୁ ଭାବୁଚି କୃଷ୍ଣ ! କୃଷ୍ଣ ଯେମିତି କଂସ ମାରିଥିଲେ ସେମିତି ମୁ ମାରି ଜେଲ୍ ଯାଇଚି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହ-ତ୍ୟା ବିଷୟରେ ଅନେକ ଖବର ତ ଆପଣମାନେ ଜାଣି ପାରୁଥିବେ ।
ଆପଣମାନେ ସମସ୍ତେ ଏହି ହ-ତ୍ୟା ବିଷୟରେ ଆସୁଥିବା ସବୁ ଖବର ଜାଣି ପାରୁଥିବେ । ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହ-ତ୍ୟାକାରୀ ASI ଗୋପାଳ ଦାସ ଏବେ ଜେଲରେ ଅଛି । ଆଉ ତାକୁ ଗିରଫ କରାଯାଇଛି । 
ଏବେ ଏହି ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ଦିନକୁ ଦିନ ରୋଚକ ତଥ୍ୟ ମିଳୁଛି ଏହି ହ-ତ୍ୟା ଘଟଣାକୁ ନେଇ । ଏବେ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜେଲରେ ଗୋପାଳ ଦାସ ଅଛି ।
ଆଉ ସେ ଏଭଳି କଥା ସବୁ କହୁଛି ଯାହା ଯେ କେହିବି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ । ଏବେ ଗୋପାଳ ଦାସ ଜେଲକୁ ପାପର ସ୍ଥାନ ନୁହେଁ ବରଂ ପୁଣ୍ୟର ସ୍ଥାନ ବୋଲି କହୁଛି । ଗୋପାଳ ଦାସ କହୁଛି ଜେଲ ହେଉଛି ଭଗବାନଙ୍କ ପ୍ରିୟ ସ୍ଥାନ ।
ସେ କହୁଛି, ଭଗବାନ କୃଷ୍ଣ ଦିନେ କାରାଗାରରେ ଜନ୍ମ ନେଇଥିଲେ ଆଉ ସ୍ବାମୀ ଅରବିନ୍ଦ ଜେଲରେ ହିଁ ସିଦ୍ଧି ପାଇଥିଲେ । ଆଉ ଏହି ଜେଲରେ ମଧ୍ୟ ଗୋପବନ୍ଧୁ ଦାସ ଦେଶ ପ୍ରେମ ଭଜନ ଲେଖିଥିଲେ । ସେ ସମାଜର ମଙ୍ଗଳ ପାଇଁ ସାରା ଜୀବନ ଜେଲରେ ରହିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।
ସେ ଜେଲରେ ବହୁତ ଖୁସିରେ ଅଛନ୍ତି ଆଉ ନିଜର ଭବିଷ୍ୟତ ପାଇଁ ଯୋଜନା କରୁଛନ୍ତି । କାରଣ ଜେଲ ହେଉଛି ଉପାୟ ଚିନ୍ତା କରିବାର ସ୍ଥାନ । ଜେଲ ହେଉଛି ପୁଣ୍ୟର ସ୍ଥାନ । ଜେଲ ଭିତରେ ଅନେକ ଲୋକ ଅନେକ ପ୍ରତିଷ୍ଠାର କାମ କରିଛନ୍ତି ।
ଜେଲରେ ରହୁଥିବା ସବୁ ଲୋକ ଖରାପ ନୁହଁନ୍ତି କି ଜେଲ ଆସୁଥିବା ଲୋକମାନେ ଖରାପ ନୁହଁନ୍ତି । ଅନେକ ଦେଶପ୍ରେମୀ ଲୋକମାନେ ଜେଲରେ ରହିଥିଲେ । ଆମ ବୀର ପୁତ୍ର ବିଜୁ ପଟ୍ଟନାୟକ ମଧ୍ୟ ଜେଲ ଯାଇଥିଲେ । ଆଉ ଏହି ଜେଲ କୋଠରୀ ଅନେକ ଲୋକଙ୍କୁ ମଣିଷ କରିଛି ।
ଏହି ଜେଲକୁ ଆସି ସେ କିଛି ଭୁଲ କରି ନାହାନ୍ତି ବୋଲି କହିଛନ୍ତି । ଜେଲରେ ରହୁଥିବା ଲୋକମାନେ ଖରାପ ନୁହଁନ୍ତି । ଆଉ ସେମିତି ଗୋପାଳ ଦାସ ଜେଲରେ ଥାଇ ସମାଜର ମଙ୍ଗଳ କରିଛନ୍ତି । ଏଗସହ ସେ ଦିନେ ନା ଦିନେ ନିର୍ଦ୍ଦୋଷରେ ଖଲାସ ହେବ ବୋଲି ମଧ୍ୟ କହିଛନ୍ତି ।