Movie prime

ଥାନା ଭିତରେ ଲୁଗା ଟେକି ଡେଇଁଲେ ମହିଳା.. ପରେ ଭିଡିଓ ସୁଟ ହେବା ରୁ କଲେ ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର।ସରୋଜିନୀ ସାହୁ ନାମକ ଜଣେ ମହିଳା ଥାନା ରେ ଚଳାଇ ଛନ୍ତି ଦବଙ୍ଗ ଗିରି।ସେ ହେଉଛନ୍ତି ଜଣେ ସାଧାରଣ ମହିଳା।ହେଲେ ସେ ଥାନା କୁ ଆସି ଥାନା ବାବୁ ମାନଙ୍କୁ ଡରାଇ ଧମକାଇ ନିଜ କାମ କରୁଛନ୍ତି।
କିଛି ଦିନ ତଳେ ସେହି ମହିଳା ଜଣକ ଅନ୍ୟ ଏଇ ପୋଲିସ ଷ୍ଟେସନ କୁ ଯାଇ ସେଠାରେ ଜଣେ ମହିଳା ପୋଲିସ ଙ୍କ ଉପର କୁ ହାତ ଉଠାଇ ଥିଲେ।ଥାନା ରେ ଅନ୍ୟ ପୋଲିସ ଅଫିସର ମାନେ ଥାଇ ମଧ୍ୟ କାହାରି କୁ ଖାତିର କରି ନାହାନ୍ତି ସେହି ମହିଳା ଜଣକ।
ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ସରୋଜିନୀ ସାହୁ।ସେ ଅନେକ ପୋଲିସ ଷ୍ଟେସନ କୁ ଯାଇ ପୋଲିସ ବାବୁ ମାନଙ୍କୁ ଡରାଇ ଧମକାଇ ଥାଆନ୍ତି।ତାଙ୍କର କିଛି ବି କେସ ନ ଥାଏ।
Special report
ହେଲେ ସବୁବେଳେ ଅଲଗା ଅଲଗା ପୋଲିସ ଷ୍ଟେସନ କୁ ଯାଇ ମିଛ କେସ ଅଛି ବୋଲି କହି ଥାଆନ୍ତି।ପୋଲିସ ବାବୁ ମାନେ ଯେତେବେଳେ କେସ ଲେଖିବା ପାଇଁ ବାରଣ କରନ୍ତି ସେତେବେଳେ ମହିଳା ଜଣକ ନିଜ ଦବଙ୍ଗ ରୂପ ଦେଖାଇ ଥାଆନ୍ତି।ଜୋରେ ଜୋରେ ଚିତ୍କାର କରି କଥା ହୁଅନ୍ତି।
ଯେଉଁ ପୋଲିସ ବାବୁ ମାନେ ତାଙ୍କ ମୁଁହ ରେ ଜବାବ ଦେବେ ସେ ତାଙ୍କ ନାମ ରେ ମିଛ କେସ କରି ଟଙ୍କା ଅସୁଲ କରନ୍ତି।ସେଥିପାଇଁ କୌଣସି ପୋଲିସ ବାବୁ ତାଙ୍କୁ କିଛି କୁହନ୍ତି ନାହିଁ।
ନିକଟ ରେ ଜଣେ ମହିଳା ପୋଲିସ ଙ୍କ ର କିଛି ଭୁଲ ନ ଥାଇ ତାଙ୍କ ଉପରେ ଆକ୍ରମଣ କରିବାକୁ ଚାଲି ଯାଇଥିଲେ ସେହି ମହିଳା ଜଣକ।ସେ ପୋଲିସ ଷ୍ଟେସନ ଭିତରେ ପଶି କେତେବେଳେ ଚୁଟି ଝାଡୁ ଛନ୍ତି ତ କେତେବେଳେ ପୁଣି ଆଙ୍ଗୁଠି ଦେଖାଇ ସମସ୍ତଙ୍କୁ ଡରାଇ ଦେଉଛନ୍ତି।
ତାଙ୍କ ସାଙ୍ଗ ରେ ଜଣେ ଯୁବକ ଥିଲେ।ସେ ମହିଳା ଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ।ହେଲେ ସେ ଶୁଣି ନ ଥିଲେ।ସେ କାହିଁକି ଏପରି କରୁଛନ୍ତି ତାହା କିଛି ବି ଜଣା ପଡ଼ି ନାହିଁ। ଏବଂ ବାବୁ ମାନେ ତାଙ୍କ କଥା କୁ ମଧ୍ୟ ପ୍ରତିବାଦ କରି ନାହାନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ସେହି ମହିଳା ଜଣକୁ ଦଣ୍ଡ ଦିଆ ଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.