Movie prime

ଥାନା କୁ ଗଲେ ଅଭିନେତ୍ରୀ ରୋମାଞ୍ଜଳୀ।ଅଭିଯୁକ୍ତ ଯୁବକ ବିରୁଦ୍ଧ ରେ ଏତଲା..

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଆଲବମ ଅଭିନେତ୍ରୀ ରୋମ୍ୟାଞ୍ଜଳୀ ଙ୍କୁ ଭଲ ଭାବେ ଜାଣି ଥିବେ।ଆଜି ସେ ନିଜ ଭଉଣୀ କୁ ନ୍ୟାୟ ଦେବା ପାଇଁ ଥାନା ର ଦ୍ବାରସ୍ଥ ହୋଇଛନ୍ତି।ଯାହାକୁ ପ୍ରେମ କରୁଥିଲେ ଶେଷ ରେ ସେ ହିଁ ତାଙ୍କ ଭଉଣୀ ଙ୍କ ଠାରୁ ଅଲଗା ହୋଇ ଯାଉଛନ୍ତି।
Special report
ତାଙ୍କ ଭଉଣୀ ନାମ ହେଉଚି ସାବିତ୍ରୀ ନାୟକ।ସେ ତାଙ୍କ ପୁରୁଷ ବନ୍ଧୁ ଙ୍କ ନାମ ରେ ଥାନାରେ ଅଭିଯୋଗ କରିବାକୁ ଆସିଛନ୍ତି।ଏଥିରେ ଭଉଣୀ ଙ୍କୁ ସାହାର୍ଯ୍ୟ କରିବା ପାଇଁ ରୋମ୍ୟା ମଧ୍ୟ ଆସି ଥିଲେ।ଥାନା ରେ ତାଙ୍କୁ ଦେଖି ତାଙ୍କ ପ୍ରଶଂସକ ମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।
ସୂଚନା ଅନୁସାରେ ଗତ କିଛି ବର୍ଷ ତଳେ ସାବିତ୍ରୀ ବେହେରା ଜଣେ ବ୍ୟକ୍ତି ଙ୍କୁ ପ୍ରେମ କରି ଆସୁ ଥିଲେ।ତାଙ୍କୁ ଟଙ୍କା ଦେଉ ଥିଲେ।ହେଲେ କୌଣସି ଏକ କାରଣ ପାଇଁ ଉଭୟ ଅଲଗା ହୋଇ ଯାଇ ଥିଲେ।
ଅଲଗା ହେବା ପରେ ମଧ୍ୟ ତାଙ୍କ ପ୍ରେମିକ ତାଙ୍କୁ ରଖାଇ ଦେଇ ନ ଥିଲେ।ରାସ୍ତା କଡ ରେ ତାଙ୍କୁ ହଇରାଣ କରୁ ଥିଲେ।ତାଙ୍କୁ ଖୁବ୍ ମାରୁ ଥିଲେ।ସାବିତ୍ରୀ ଜଣେ ଓକିଲ ଅଟନ୍ତି।ହେଲେ ସେ ଏତେ ସବୁ ସହି ଯାଇ ଥିଲେ।ଧୀରେ ଧୀରେ ତାଙ୍କର ଏହି ଅତ୍ୟାଚାର ବଢିବାରେ ଲାଗିଲା।
Special report
ଘଟଣା ଦିନ ସାବିତ୍ରୀ ଓ ତାଙ୍କ ଭଉଣୀ ରାସ୍ତା ରେ ଯାଉ ଥିବା ସମୟ ରେ ତାଙ୍କ ପ୍ରେମିକ ଓ ତାଙ୍କ ପରିବାର ଲୋକେ ତାଙ୍କୁ ଖୁବ୍ ପିଟି ଥିଲେ।ଲୋକ ମାନେ ତାଙ୍କର ଭିଡିଓ ମଧ୍ୟ କରିଛନ୍ତି।ସାବିତ୍ରୀ ଙ୍କ ପୋଷାକ କୁ ସେମାନେ ଚିରି ଦେଇଛନ୍ତି।
ଏହି ଭିଡିଓ ଟି ଏବେ ସବୁଆଡେ ଚର୍ଚ୍ଚା ରେ ରହିଛି।ଏ ନେଇ ଆଜି ସକାଳୁ ସାବିତ୍ରୀ ତାଙ୍କ ଭଉଣୀ ସହିତ ଯାଇ ଥାନା ର ଦ୍ବାରସ୍ଥ ହୋଇଛନ୍ତି।ଥାନା ରେ ଉଭୟ ପରିବାର କୁ ଡକା ଯାଇ ଥିଲା।ପ୍ରେମିକ ର ପରିବାର ଏ କଥା କୁ ମିଛ ବୋଲି କହିଥିଲେ।
ସେମାନଙ୍କ କହିବା ଅନୁଯାୟୀ ସାବିତ୍ରୀ ଓ ତାଙ୍କ ଭଉଣୀ ରୋମ୍ୟାଞଳି ଉଭୟ ପ୍ରେମିକ ର ବାପା ଙ୍କୁ ଖୁବ୍ ମାରିଛନ୍ତି।ତାଙ୍କ ପୁଅ କୁ ଜୀବନ ରୁ ମାରି ଦେବା ପାଇଁ ଧମକ ଦେଇଛନ୍ତି।
ତେବେ ଏ ଯାଏଁ ସେମାନଙ୍କ ଭିତରୁ କିଏ ସତ କହୁଚି କିଏ ମିଛ କହୁଛି ତାହା ଜଣା ପଡି ନାହି।ଆଗକୁ ଦେଖିବାକୁ ବାକି ରହିଲା କେବେ ଏହାର ସତ୍ୟାସତ୍ୟ ଜଣା ପଡ଼ୁଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.