Movie prime

ଗୋପାଳ ନେଲା ପଚିଶ ଥାନା ଦାୟିତ୍ଵ, ଖୋଜି ଖୋଜି ମାରିବ ଭ୍ରଷ୍ଟ ରାଜନେତା ଙ୍କୁ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସ୍ୱାସ୍ଥ୍ଯମନ୍ତ୍ରୀଙ୍କ ହ-ତ୍ଯା ପରେ ଗୋପାଳଙ୍କୁ ନେଇ ଅନେକ ତଥ୍ଯ ପ୍ରକାଶ ପାଇବାରେ ଲାଗିଛି। କେବେ ଫଟୋ ତ କେବେ ନୂଆ ଭିଡ଼ିଓ ଜରିଆରେ ଗୋପାଳ ହ-ତ୍ଯା କରିଥିବାର ଏକ ପ୍ରକାର ପ୍ରମାଣ ମିଳୁଛି।
ସୂଚନା ଅନୁଯାୟୀ, ଗୋପାଳ ୧୯୯୨ରେ ବ୍ରହ୍ମପୁରରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ। ୨୦୦୯ ମସିହାରେ ଏଏସଆଇ ପଦବୀକୁ ପଦୋନ୍ନତି ପାଇ ଝାରସୁଗୁଡା ଜିଲ୍ଲାରେ ନିଯୁକ୍ତି ପାଇବା ସହ ବିଭିନ୍ନ ଥାନା ଓ ଫାଣ୍ଡିରେ ୧୩ ବର୍ଷ କାର୍ଯ୍ୟ କରିଛନ୍ତି। 
ନିଜ ଚାକିରି କାଳ ଭିତରେ ସେ ୧୮ ଥର ଜିଏସ ମାର୍କ ପାଇଥିବା ବେଳେ ୯ ଥର ଅର୍ଥ ପୁରସ୍କାର ଓ ୧୮ ଥର ପ୍ରଶଂସା ପତ୍ର ପାଇଛନ୍ତି। ସମୁଦାୟ ଥରେ ପଦୋନ୍ନତି ସହ ୪୫ଟି ପୁରସ୍କାର ପ୍ରାପ୍ତ କରିଥିଲେ ଗୋପାଳ ଦାସ।
ତେବେ ବନ୍ଧୁଗଣ ନବ ଦାସଙ୍କ ହ-ତ୍ୟା ଅ-ଭି-ଯୁ-କ୍ତ ଗୋପାଳ ଦାସଙ୍କୁ ନେଇ ପ୍ରତିଦିନ ସାମ୍ନାକୁ ନୂଆ ନୂଆ ଖବର ଆସୁଛି। ଏହି କ୍ରମରେ ଆଜି ଗୋପାଳ ଦାସର ଚାକିରି ସମ୍ୱନ୍ଧିତ କିଛି ତଥ୍ଯ ପ୍ରକାଶ ପାଇଛି। ତେବେ ବନ୍ଧୁଗଣ ନବଦାସଙ୍କ ହ-ତ୍ୟା-କା-ରୀ ଗୋପାଳ ଏବେ ପ୍ରମୋସନ ପାଇବ। 
Special Report
ଏବଂ ଏସଆଇ କିମ୍ୱା ଆଇଆଇସି ନୁହେଁ ସିଧା ଡିଏସପି କିମ୍ୱା ଏସପି ହେବ ଗୋପାଳ। ଗୋପାଳ କରିଥିବା କାମ ପାଇଁ ସରକାର ତାଙ୍କୁ ପୁରସ୍କାର ଦେବା ପାଇଁ ଚାହୁଁଛନ୍ତି। ଆଉ ଗୋପାଳର ବି ଏସପି ହେବା ପାଇଁ କିମ୍ବା ଡିଏସପି ହେବାର ସ୍ବପ୍ନ ରହିଛି।
ତେଣୁ ଗୋପାଳର ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ଜାଣିବା ପରେ ଗୋପାଳ ବହୁତ ଖୁସି ମଧ୍ୟ ଅଛି। ନବଦାସ ପରି ଜଣେ ମହାପ୍ରଭାବଶାଳୀ ମନ୍ତ୍ରୀଙ୍କୁ ଗୁଳି ମାଡ଼ କରି ହ-ତ୍ୟା କରିଛି ଗୋପାଳ ଦାସ। ଏହାପରେ ଗୋପାଳଙ୍କୁ ନେଇ ଆରମ୍ଭ ହେଇଥିବା ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। 
ସାରା ଓଡିଶାରେ ଗୋପାଳର ଲୋକପ୍ରିୟତା ବଢ଼ିଚାଲିଛି। ନେତା ମନ୍ତ୍ରୀଙ୍କୁ ଚିହ୍ନି ନଥିବା ଲୋକେ, ଗୋପାଳଙ୍କୁ ଚିହ୍ନିଛନ୍ତି। ଗୋପାଳଙ୍କୁ ଓଡ଼ିଶାର ଲୋକ ମାନେ ଭଲ ପାଇଛନ୍ତି। ଗୋପାଳ ଅତିଶୀଘ୍ର ଜେଲରୁ ଖଲାସ ହେବା ପାଇଁ ମଧ୍ୟ ଚାହୁଁଛନ୍ତି ଲୋକେ।
ଗୋପାଳ ପୁଣିଥରେ ପୋଲିସ ଚାକିରୀ କରୁ ଆଉ ପ୍ରମୋସନ ପାଇ ଡିଏସପି ହଉ ବୋଲି ଆଲୋଚନା କରୁଛନ୍ତି ଲୋକମାନେ। ତେବେ ବନ୍ଧୁଗଣ ଗୋପାଳ ଦାସ କେବେ ବେଲରେ ଆସୁଛନ୍ତି ଆଉ କେବେ ପ୍ରମୋସନ୍ ପାଇ ଡିଏସପି ହେଉଛନ୍ତି ତାହା ଏବେ ସମସ୍ତଙ୍କର ଅପେକ୍ଷା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.